ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଏବେ ଏବେ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷ୍ୟ ରୁ ଆଉ କିଛି ନୂଆ ରିପୋର୍ଟ ଜାରି ହୋଇଛି ଘନ କୁହୁଡି କୁ ନେଇ ତେଣୁ ଏହିଥି ପାଇଁ ଆପଣ ମାନେ କିଛି କିଛି ସ୍ଥାନ ମାନଙ୍କ ରେ ଏହି ଘନ କୁହୁଡି କୁ ଦେଖି ପାରନ୍ତି ଏହି ନେଇ ବର୍ତମାନ ସମୟ ରେ ବିଶେଷଜ୍ଞ୍ୟ ମାନେ ନୂଆ ଅପଡେଟ୍ ଜାରି କରି ଥିବା ବେଳେ ଏହା ସହିତ ଆସନ୍ତା 21 ତାରିଖ ରୁ ପୁଣି ବଢିବ ଶୀତ ସେହି ପରି ଆଜିର ଦିନ ରେ 10 ଟି ଜିଲ୍ଲା କୁ ଘନ କୁହୁଡି ପାଇଁ ୟୋଲ ୱାର୍ଣ୍ଣଂ ଜାରି କରା ଜାଇଛି ।
ଲଗାତାର ଭାବେ ତନି ଦିନ ଧରିି ଘନ କୁହୁଡି କୁ ଦେଖିବା ପାଇଁ ମିଳିବ ଏବଂ ଏହି ସମୟ ରେ ଦୃଷ୍ୟ ମାନ କ୍ଷେମତା 50 ମିଟର ରୁ କମ୍ ରହିବ 10 ଜିଲ୍ଲା ରେ ଘନ କୁହୁଡି କୁ ନଜର ଆସିବା ପାଇଁ ଥିବା ବେଳେ ଭୁବନେଶ୍ୱର ପାଣି ପାଗ ବିଜ୍ଞ୍ୟାନ କେନ୍ଦ୍ର ସଂମ୍ପର୍କ୍ତ ଜିଲ୍ଲା ପାଇଁ ୱାର୍ଣ୍ଣଂ ଜାରି କରି ଥିବା ବେଳେ ଏହି ସବୁ ଜିଲ୍ଲା ଗୁଡିକ ରେ ଜାନ ବାହାନ ଜାତାୟତ କରିବା ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ପ୍ରଦିପ୍ ଜେନା ନିର୍ଦ୍ଧେଶ ଦେଇଛନ୍ତି ।
ଏବଂ ବନ୍ଧୁଗଣ ଏହି ଜିଲ୍ଲା ଗୁଡିକ ମଧ୍ୟ ରେ ରହିଛି ମୟୁରଭଞୀ , ଭଦ୍ରକ କେନ୍ଦ୍ରାପଡା ,ବାରିପଦା , ବାଲେଶ୍ୱର , ଜଗତସିହଂ ପୁର , କଟକ , ଅନୁଗୁଳ ବୈଦ୍ଧ , କନ୍ଧମାଳ ଏବଂ ନୟାଗଡ ରହିଛି ସେହି ପରି ବେଳେ 19 ତାରିଖ ଏବଂ 20 ତାରିଖ ରେ ରାଜ୍ୟରେ ଏହି ସବୁ ଜିଲ୍ଲା ରେ ତାପମାତ୍ରା ବୃଦ୍ଧି ହେବାର ଆଶଂକା ରହିଛି ଅନ୍ୟ ପଟରେ 21 ତାରିଖ ରୁ ପାରଦ ପୁଣି ଥରେ ଖସିବ ଏବଂ ଶୀତ ବି ସେମିତି ଭାବେ ବଢିବ ଏବଂ ସେହି ପରି କ୍ଷେତ୍ର ରେ 21 ତାରିଖ ରୁ ଘନ କୁହୁଡି ବି ଦେଖିବା ପାଇଁ ମିଳିବ ,
ଏବଂ ଅସହ୍ୟ ଥଣ୍ଡା ପାଇଁ ଜନ ଜିବନ ଅସ୍ତ୍ୟବସ୍ତ ହୋଇ ପଡିବ ସେହି ପରି ବେଳେ 22 ତାରିଖ ରୁ ହିଁ ତାପମାତ୍ରା ରେ 2ରୁ 3 ଡୀଗ୍ରୀ କମିବ ବୋଲି ସୂଚନା ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।