ଓଡ଼ିଶାର ଲୋକପ୍ରିୟ ଗାୟିକା ଦୀପ୍ତିରେଖା ପାଢ଼ୀଙ୍କ ଜୀବନୀ ଓ ସମ୍ପତ୍ତି ବିଷୟରେ ଜାଣିଲେ ଆଶ୍ଚର୍ୟ୍ଯ ହେବେ?

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆମର ଓଡିଶା ର ସୁମୂର ଗାୟିକା ଦୀପ୍ତିରେଖା ପାଢ଼ୀ ଙ୍କୁ ନିଶ୍ଚିତ ଭାବେ ଜାଣି ଥିବେ ଆମେ ଆଜି ଆପଣ ମାନଙ୍କୁ ସେହି ଦୀପ୍ତିରେଖା ପାଢ଼ୀ ଙ୍କ ଘର ପରିବାର , ତାଙ୍କର ଜିବନୀ ଏବଂ ତାଙ୍କର ସଂମ୍ପତୀ ବିଷୟ ରେ ଆମେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ତେବେ ବନ୍ଧୁଗଣ ଆପଣ ମାନଙ୍କର ଦୀପ୍ତିରେଖା ପାଢ଼ୀ ଜନ୍ମ 17 ଅକ୍ଟୋବର 1991ରେ ଭୁବନେଶ୍ୱର ଠାରେ ଜନ୍ମ ହୋଇ ଥିଲେ ଏବଂ ତାଙ୍କର ବର୍ତମାନ ବୟସ ହେଲା 29 ବର୍ଷ ତାଙ୍କର ନାମ ସିନା ଦୀପ୍ତିରେଖା ପାଢ଼ୀ ହେଲେ ତାଙ୍କର ଘର ଲୋକ ଏବଂ ସାଙ୍ଗ ମାନେ ଦିପ୍ତି ବୋଲି ଡାକନ୍ତି ,ତାଙ୍କର ଉଚ୍ଚତା 5 ଫୁଟ 6 ଇଞ୍ଚ ଅଟେ ଏବଂ ଆପଣ ମାନେ ଜାଣି ଥିବେ ସେ ଏହି ନିକଟ ରେ ବିବାହ କରିଛନ୍ତି ।dipti

ଏବଂ ଏହି ନିକଟରେ ସେ ବିଜନେସ୍ ମ୍ୟନ୍ ସମ୍ୟ ରଂଞନ ଙ୍କୁ ବିବାହ କରିଛନ୍ତି ଏବଂ ଜାହା ଜଣା ଜାଉଛି ସେ ବର୍ତମାନ ସମୟ ରେ ତାଙ୍କର ଶାଶୁ ଘରେ ଭଲ ରେ ରହିଛନ୍ତି ସେ ରମାଦେବୀ ବାଳିକା ବିଦ୍ୟାଳୟ ରେ ଅଧ୍ୟୟନ କରି ଥିବା ବେଳେ ଉତ୍କଳ ଇୟୁନିଭର୍ସିଟି ରୁ ଡୀଗ୍ରୀ ହାସଲ କରିଛନ୍ତି ଏବଂ ଏହି ପାଠ ପଢା ପରେ ପରେ ତାଙ୍କୁ ଅଭିନୟ ଏବଂ ଗୀତ ଗାଇବା ପାଇଁ ବହୁତ ଇଚ୍ଛା ହୋଇ ଥିବା ବେଳେ ସେ ଏହି ଦୁଇଟି ଶିକ୍ଷା ଗ୍ରହଣ କକରିବା ପାଇଁ ରାଜଧାନୀ କଳା ପରିସର ଠାରେ ଶିକ୍ଷ୍ୟ ଗ୍ରହଣ କରି ଥିଲେ ଏବଂ ପରେ ତାଙ୍କର ପ୍ରଥମ ଗୀତ ଲଭ୍ ଡଟ୍ କମ୍ ରେ ଆସି ଥିଲା ଏବଂ ପରେ ପରେ ସେ ଲୋକ ମାନଙ୍କର ପ୍ରିୟ ସେତେ ବେଳେ ହେଲେ ଯେତେ ବେଳେ ଠିଆ ପାଲା ଗୀତ ଟି ଲୋକ ମାନଙ୍କୁ ବହୁତ ପରିମାଣ ରେ ପସନ୍ଦ ଆସି ଥିଲା ।diptirekha

ଏବଂ ପରେ ପରେ ଲୋକ ମାନେ ଦୀପ୍ତିରେଖା ପାଢ଼ୀ ଙ୍କ ଗୀତ କୁ ବହୁତ ପରିମାଣ ରେ ପସନ୍ଦ କରି ଥିଲେ ଏବଂ ବର୍ତମାନ ସମୟ ରେ ବିବାହ କରି ସାରି ଥିଲେ ବି ବିବାହ ପୂର୍ବ ରୁ । ଯେମିତି ଗୀତ ଗାଉ ଥିଲେ ସେମମିତି ହିଁ ଗୀତ ଗାଇବେ ଏବଂ ଏଠାରେ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ସେ ଗୋଟିଏ ଗୀତ ଗାଇବା ପାଇଁ 25 ରୁ 30 ହଜାର ଟଙ୍କା ନେଇ ଥାନ୍ତି ତାଙ୍କର ଭୁବନେଶ୍ୱର ରେ ବଡ ଆଲିସାନ ଘର ରହିଛି ଏବଂ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ 30 ରୁ 35 କୋଟି ଟଙ୍କା ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *