ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କୁ ଜାଣି ଥିବେ ଆମେ ଆଜି ଆପଣ ମାନଙ୍କୁ କହିବା ପାଇଁ ଚାହିଁବୁ କି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ରାନୀ ପଣ୍ଡା ଙ୍କର କେତେ କୋଟି ଟଙ୍କା ର ସଂମ୍ପତୀ ରହିଛି , ସେମିତି ରେ ଆପଣ ମାନଙ୍କ ମନ ରେ ବି ଏହି ପ୍ରଶ୍ନ ନିଶ୍ଚିତ ଭାବେ ରହିଥିବ କି ଓଡ଼ିଆ ସିନେମା ର ବିବାଦିୟ ଅଭିନେତ୍ରୀ ରାନୀ ପଣ୍ଡା କେତେ କୋଟି ଟଙ୍କା ର ମାଲିକାଣୀ ଅଟନ୍ତି ଏବଂ ତାଙ୍କର ଆୟ କେତେ ଟଙ୍କା ବର୍ତମାନ ସମୟ ରେ କେତେ ପରିମାଣ ରେ ଟଙ୍କା ତାଙ୍କ ପାଖରେ ଗଛିତ ରହିଛି ତେବେ ଆମର ଏହି ପୋଷ୍ଟ କୁ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ ।
ସେମିତିରେ ବର୍ତମାନ ସମୟରେ ଚର୍ଚ୍ଚା ରେ ରହି ଥିବା ରାନୀ ପଣ୍ଡା ଅନେକ ଗୁଡିଏ ଆଲବମ୍ ଏବଂ ସିନେମା ରେ କାମ କରି ସାରିଛନ୍ତି , ତାଙ୍କର ଅଭିନୟ କୁ ଦର୍ଶକ ମାନେ ବହୁତ ପରିମାଣ ରେ ପସନ୍ଦ ମଧ୍ୟ କରୁଛନ୍ତି , ଏବେ କିଛି ଦିନ ହେବ ସେ ଗୀତ ବି ଗାଉ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି । ଯେଉଂ ଗୀତ କୁ ସେ ଗାଉଛନ୍ତି ତାହା ସବୁ ବେଳେ ହିଟ୍ ଏବଂ ଦର୍ଶକ ମାନଙ୍କୁ ପସନ୍ଦ ବି ଆସୁଛି ଏବଂ ସେ ଏହି ଦିନ ରେ ଗରିବ ମାନଙ୍କୁ ସାହାଯ୍ୟ କରୁ ଥିବାର ଦେଖିବା ପାଇଁ ମିଳୁଛନ୍ତି ,ଏହି ନିକଟ ରେ ହୋଇ ଥିବା ବାତ୍ୟା ରେ ରାନୀ ପଣ୍ଡା ଗରିବ ଲୋକ ମାନଙ୍କୁ ଖାଦ୍ୟ ଦେବା ସହିତ ସେମାନଙ୍କ ଦୁଖଃ ବିଷୟ ରେ ବୁଝା ବୁଝି କରି ଥିଲେ ।
ଏବଂ ବର୍ତମାନ ସମୟ ରେ ବି ରାନୀ ପଣ୍ଡା ଓଡ଼ିଆ ଯାତ୍ରା ଜଗତ ରେ ଅଭିନୟ କରୁଛନ୍ତି , ଯାତ୍ରା ରେ ତାଙ୍କର ଡେନ୍ସ ଦେଖିବା ପାଇଁ ଲୋକ ମାନେ ପାଗଳ ପରି ହୋଇ ଥାନ୍ତି , ସେ ଏବେ ଭୁବନେଶ୍ୱର ରେ ରହୁଛନ୍ତି ଏବଂ ସେ ଗୋଟିଏ କୋଟି ଟଙ୍କା ର ମାଲିକାଣୀ ଅଟନ୍ତି , ଏବଂ ଭୁବନେଶ୍ୱର ରେ ତାଙ୍କର ବହୁତ ବଡ ଘର ବି ରହିଛି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।