ଅର୍ଚୀତାଙ୍କ ସିକ୍ରେଟ ବିଷୟରେ ଜାଣିଲେ ଆଶ୍ଚର୍ୟ୍ଯ ହେବେ?

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଯିଏ ତାଙ୍କର ଅଭିନୟ ରେ ସାରା ଓଡ଼ିଶା ନିଜର ଫେନ୍ ବନେଇ ଦେଇଛନ୍ତି ,ଆମେ ଜାହାଙ୍କ ବିଷୟ ରେ କହୁଛୁ ସେ ଆଉ କେହି ନୁହଁନ୍ତୁ ବରଂ ସେ ହେଲେ ଆମ ଓଡିଆ ଚଳଚିତ୍ର ଜଗତ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତେବେ ଆମେ ଆଜି ଆପଣ ମାନଙ୍କୁ ଏହି ଅଭିନେତ୍ରୀ ଙ୍କ ବିଷୟରେ ସୂଚନା ଦେବାକୁ ଚେଷ୍ଟା କରିବୁ ,ଅର୍ଚ୍ଚିତା ସାହୁ ଙ୍କ ବିଷୟ ରେ କହିବା ଓଲିଉଡ ଇଣ୍ଡଷ୍ଚ୍ରୀ କୁ ଆସିବା ପୂର୍ବ ରୁ ସେ ବହୁତ ବଡ କ୍ଲାସିକ୍ ଡେନ୍ସର ରହି ଥିଲେ , ଅର୍ଚ୍ଚିତା ସାହୁ ତାଙ୍କ ସମୟ ରେ ଓଡଶୀ ର ନଂ ୱାନ୍ ଡେନ୍ସର ରହି ଥିଲେ ।archita

ସେ ପିଲାଟି ବେଳୁ 6 ବର୍ଷ ବୟସ ରୁ ଓଡଶୀ ଡେନ୍ସ କରୁ ଥିଲେ, ତାଙ୍କର କେରିଅର ବିଷୟ ରେ କହିଲେ ପିଲା ଦିନୁ ନିଜର ଇଚ୍ଛା ନିଜକୁ ରୁପେସି ପରଦା ରେ ଦେଖିବା ପାଇଁ ,ଏବଂ 2005 ରେ ତାହା ସଫଳ ହେଲା ଓ ମାଇ ଲଭ ଜରିଆରେ ଏବଂ ସେହି ଫିଲ୍ମ ରେ ସେ ନିଜର ଏକ ଭଲ ପଦର୍ଶନ ଦେଖେଇ କରି ସେ ନିଜର ଏକ ନୂଆ ପରିଚୟ ସୃଷ୍ଟି କରି ଥିବା ବେଳେ ଲୋକ ମାନେ ବି ତାଙ୍କର ସେହି ଅଭିନୟ କୁ ବହୁତ ମାତ୍ରା ରେ ପସନ୍ଦ କରି ଥିଲେ 2013 ମସିହା ରେ ମିଶ୍ ଫେମନା ଆୱାର୍ଡ ସହିତ ମିଶ୍ ଟେଲେଣ୍ଟେଡ୍ ମିସ୍ ଷ୍ଟାଇଲିସ୍ ହେୟାର ର ପଦବୀ ଜିତି ଥିଲେ ତାଙ୍କର ସଂମ୍ପତୀ ବିଷୟ ରେ କହିଲେ ଅର୍ଚ୍ଚିତା ସାହୁ ଙ୍କ ପାଖରେ 55 ଲକ୍ଷ ଟଙ୍କାର ର ଗୋଟିଏ କାର୍ ରହିଛି ।aa

ଏହା ସହିତ ତାଙ୍କ ପାଖରେ ଗୋଟିଏ ଭଲ ଆଲିସାନ୍ ଘର ରହିଛି ସେ ଗୋଟିଏ ଓଡ଼ିଆ ଫିଲ୍ମ କରିବା ପାଇଁ 10 ରୁ 15 ଲକ୍ଷ ଟଙ୍କା ନେଇ ଥାନ୍ତି ସେ 2005 ରୁ ଆଜି ଯାଏ ମୋଟ୍ 35 ଟି ଫିଲ୍ମ କରି ସାରିଛନ୍ତି , ଆଉ ଓଡ଼ିଶା ରେ ତାଙ୍କର ଫେନ୍ ସବୁଠୁ ଅଧିକ ଅଛନ୍ତି । ସେ ଓଡ଼ିଶା ର ସବୁଠୁ ଚର୍ଚିତ ଅଟନ୍ତି , ଅର୍ଚ୍ଚିତା ସାହୁ ଗୋଟିଏ ଫିଲ୍ମ ପାଇଁ ଯେତେ ଟଙ୍କା ନିଅନ୍ତି ଏମିତି କେହି ହିରୋଇନ୍ ନିଅନ୍ତି ନାହିଁ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *