ଭାରତୀୟ ବୋଲର ଟି. ନଟରାଜନ୍‌ଙ୍କ ପ୍ରେରଣାଦାୟୀ ବାସ୍ତବ ଜୀବନ କାହାଣୀ || ପଢିଲେ ଆଖିରେ ଲୁହ ଆସିଯିବ

rr

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଲୋକ ମାନେ ନିଜର ଭାଗ୍ୟ କୁ ନିଜ ହାତରେ ଲେଖି ଥାନ୍ତି , ଅର୍ଥାତ୍ ସେମାନଙ୍କ କର୍ମ ଏବଂ ନିଷ୍ଟା କୁ ସାଥ୍ ଦିଏ ସେମାନଙ୍କ ଭାଗ୍ୟ ଏହି କଥା ସବୁ ସମୟରେ ପ୍ରମାଣିତ ହୋଇ ଥିବାର ବି ଦେଖିବା ପାଇଁ ମିଳିଛି , ଆମେ ଆଜି ଆପଣ ମାନଙ୍କୁ ଜାହାଙ୍କ ବିଷୟ ରେ କହିବା ପାଇଁ ଯାଉଛୁ ସେ ନିଜର ଦକ୍ଷ୍ୟତା ବଳ ରେ ଗରିବି କୁ ହଟେଇ ପାରିଛନ୍ତି , ତାଙ୍କର ର ମାଆ ଦିନେ ରାସ୍ତା କଡ ରେ କଚିକେନ୍ ବୀକ୍ରି କରୁ ଥିଲେ ଆଉ ବାପା କରୁ ଥିଲେ କୁଲି ମଜୁରୀ କାମ ହେଲେ ଯେତେ ବେଳେ ତାଙ୍କର ପ୍ରତୀଭା କୁ ଭଲ ପ୍ଲାଟଫର୍ମ ମିଳିଲା ତେବେ ତାଙ୍କର ସ୍ୱପ୍ନ ସତ ହୋଇ ପାରିଛି ।natraj

ଏମିତି ଜଣେ ଯୁବ ଖେଳାଳି ହେଲେ ଟି ନଟରାଜନ୍ ଅତ୍ୟନ୍ତ ଗରିବ ପରିବାର ରେ ତାଙ୍କର ଜନ୍ମ ହୋଇ ଥିବା ବେଳେ ତାଙ୍କର ପ୍ରତୀଭା ହିଁ ତାଙ୍କୁ ନେଇ ପହଁଚାଇଛି ଟିମ୍ ଇଣ୍ଡିଆରେ ରାସ୍ତା ତାଙ୍କ ପାଇଁ ସହଜ ନ ଥିବା ବେଳେ ତାଙ୍କୁ ଅନେକ ସଂଘର୍ସ କରିବା ପାଇଁ ପଡିଛି ତାଙ୍କର ବୟଷ ଏବେ 29 ବର୍ଷ ହୋଇ ଥିବା ବେଳେ ଘର ତାମିଲନାଡୁ ରେ ନଟରାଜନ୍ ଙ୍କୁ ପାଠ ପଢେଇବା ପାଇଁ ତାଙ୍କର ବାପା ଷ୍ଟେସନ ରେ କୁଲି କାମ କରୁ ଥିଲେ ଏବଂ ସେହି ମଧ୍ୟ ରେ ଅର୍ଥ ଅଭାବ ରୁ ଲେଦର ବଲ ଠାରୁ ଦୂରରେ ରହୁ ଥିଲେ ।nn

ନଟରାଜନ ସେମିତି ରେ ସେ ଟେନିସ୍ ରେ ଖେଳୁ ଥିଲେ ମଧ୍ୟ ତାଙ୍କର ବଲ ସମସ୍ତଙ୍କୁ ଚକିତ କରୁ ଥିଲା 2018 ରେ ସେ IPL ରେ ହାଇଦ୍ରାବାଦ୍ ଟିମ୍ ରେ ସାମିଲ ହୋଇ ଥିଲେ ହେଲେ ତାଙ୍କୁ ଦୁଇ ବର୍ଷ ମଧ୍ୟ ରେ ପ୍ଲେଇଙ୍ଗ୍ 11 ରେ ସ୍ଥାନ ମିଳି ନ ଥିଲା କେବଳ ବେଞ୍ଚ ରେ ବସି ସେ ଅପେକ୍ଷା କୁ ଥିଲେ ସେମିତି ରେ 2020 ବର୍ଷ ଟି ନଟରାଜନ ଙ୍କ ପାଇଁ ଥିଲା ଶୁଭ ସମୟ ଏବଂ ସେ ଏହି ବର୍ଷ ରେ ନିଜର ପରିଦର୍ଶିତା ଦେଖେଇବା ପାଇଁ ଚାହିଁ ଥିଲେ ମଧ୍ୟ ସଫଳତା ଭାବେ ଲୋକ ମାନଙ୍କ ସାମ୍ନା ରେ ଟିମ୍ ରେ ନିଜର ପାରିଦର୍ଶତା ଦେଖେଇଛନ୍ତି ସେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *