( ରୋଷେଇ ଘରେ ) ସକାଳୁ ଉଠି ଦେଖନ୍ତୁନାହିଁ ଏହି ଜିନିଷ ( ସର୍ବନାଶ ହେବ )

r

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠିବା ପରେ ରୋଷେଇ ଘରର ଏହି ସବୁ ଜିନିଷକୁ କେବେବି ଦେଖନ୍ତୁ ନାହିଁ ନହେଲେ ନହେଲେ ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁ ଆପଣଙ୍କ ଅନିଷ୍ଟ ହୋଇପାରେ ଏବଂ ଘର ପରୀବାର ଉପରେ ଆସିଥାଏ ଦାରିଦ୍ରତା । ବନ୍ଧୁଗଣ ରୋଷେଇ ଘରର ମୁକ୍ଷ ଅଙ୍ଗ କୁହା ଯାଇଁଥାଏ ଯଦି ଘର ଏକ ଶରୀର ଅଟେ ତେବେ ରୋଷେଇ କୁ ଏହାର ଆତ୍ମା ମାନା ଯାଇଁଥାଏ , ରୋଷେଇ ଘରେ ଯଦି ବାସ୍ତୁ ଦୋଶ ଉତ୍ତପନ ହୋଇଥାଏ ତେବେ ଏହାର ଖରାପ ପ୍ରଭାବ ପୁରା ପରିବାର ଉପରେ ପଡିଥାଏ , ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଅଧିକ ମୋହତ୍ୱ ଦିଆ ଯାଇଁଥାଏ । ରୋଷେଇ ଘରେ ସକାଳେ ପ୍ରବେଶ କରି କିଛି ଜିନିଷକୁ ନ ଧେଖିବା ଉଚିତ୍ ତା ସହିତ କିଛି ଏମିତି କାର୍ଯ୍ୟ ଅଛି ଯାହା ସକାଳୁ ଉଠିକରି କେବେବି ରୋଷେଇ ଘରେ ନକରିବା ଉଚିତ୍ , ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଁଥାନ୍ତି ଏବଂ ଘରେ ଧନର କମି ଦେଖା ଯାଇଁଥାଏ ତା ସହିତ ପରିବାର ଭିତରେ ଝଗଡା ବଢିବାକୁ ଲାଗିଥାଏ ,rasai

ତେବେ ଆସନ୍ତୁ ଜାଣିନେବା ରୋଷେଇ ଘରେ ସକାଳେ କଣ ନ ଦେଖିବା ଉଚିତ୍ ଏବଂ କେଉଁ କାର୍ଯ୍ୟ ନ କରିବା ଉଚିତ୍ । ତେବେ ପ୍ରଥମେ ରହିଛି ସାକାଳେ ରୋଷେଇ ଘରେ ପ୍ରବେଶ ମାତ୍ରେ ରାତି ର ଅଧୁଆ ବାସନ ଦେଖିବା ଅଶୁଭ ହୋଇ ଥାଏ । ଏହା ଘର ର ବାସ୍ତୁ ବିଗାଡି ଦିଏ । ଏବଂ ଯେଉଁ ଘର ମଧ୍ୟ ରେ ଅଧୁଆ ବାସନ ରାତି ସାରା ପଡି ରହେ ତେବେ ସେହି ଘରୁ ମାତା ଲକ୍ଷ୍ମୀ ଙ୍କ ନଜର ଉଠିି ଯାଏ । ଏବଂ ଦୁଇ ରେ ସ୍ତ୍ରୀ ମାନେ ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ଧାରୁଆ ଛୁରୀ ବା ପନିଖି ପରି ବସ୍ଥୁ ଦେଖିଲେ । ମହିଳା ମାନଙ୍କ ମନରେ ଅନେକ ପରିବର୍ତନ ଆଣେ ଏବଂ ସେମାନଙ୍କ ମନ ରେ ହିଂଶା ଘଟଣା ଏବଂ ଦୁର୍ଘଟଣା ଦେଖିବା ପାଇଁ ମିଳେ ।churi

ସେହି ପରି ବନ୍ଧୁଗଣ ସ୍ତ୍ରୀ ପ୍ରେବଶ କରିବା ମାତ୍ରେ ଅଳିଆ କିମ୍ଭା ଡଷ୍ଟବିନ୍ ଉପରେ ନଜର ପଡିବା ସେମାନଙ୍କ ପାଇଁ ସଠିକ୍ ହୋଇ ନ ଥାଏ । ଏହି ସବୁ ମହିଳା ମାନଙ୍କ ଗର୍ଭ ଜନିତ ସମସ୍ୟା ର କାରଣ ବି ହୋଇ ଥାଏ । ଏବଂ ଏହି ସଂଙ୍କେତ ସବୁ ଆପଣ ମାନଙ୍କ ଜିବନ ରେ ବହୁତ କିଛି ପରିବର୍ତନ କରେଇ ଦେଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *