ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସକାଳୁ ଉଠିବା ପରେ ରୋଷେଇ ଘରର ଏହି ସବୁ ଜିନିଷକୁ କେବେବି ଦେଖନ୍ତୁ ନାହିଁ ନହେଲେ ନହେଲେ ରାହୁ ଏବଂ କେତୁଙ୍କ ପ୍ରଭାବ ଯୋଗୁ ଆପଣଙ୍କ ଅନିଷ୍ଟ ହୋଇପାରେ ଏବଂ ଘର ପରୀବାର ଉପରେ ଆସିଥାଏ ଦାରିଦ୍ରତା । ବନ୍ଧୁଗଣ ରୋଷେଇ ଘରର ମୁକ୍ଷ ଅଙ୍ଗ କୁହା ଯାଇଁଥାଏ ଯଦି ଘର ଏକ ଶରୀର ଅଟେ ତେବେ ରୋଷେଇ କୁ ଏହାର ଆତ୍ମା ମାନା ଯାଇଁଥାଏ , ରୋଷେଇ ଘରେ ଯଦି ବାସ୍ତୁ ଦୋଶ ଉତ୍ତପନ ହୋଇଥାଏ ତେବେ ଏହାର ଖରାପ ପ୍ରଭାବ ପୁରା ପରିବାର ଉପରେ ପଡିଥାଏ , ଏଥିପାଇଁ ବାସ୍ତୁ ଶାସ୍ତ୍ରରେ ରୋଷେଇ ଘରକୁ ସବୁଠୁ ଅଧିକ ମୋହତ୍ୱ ଦିଆ ଯାଇଁଥାଏ । ରୋଷେଇ ଘରେ ସକାଳେ ପ୍ରବେଶ କରି କିଛି ଜିନିଷକୁ ନ ଧେଖିବା ଉଚିତ୍ ତା ସହିତ କିଛି ଏମିତି କାର୍ଯ୍ୟ ଅଛି ଯାହା ସକାଳୁ ଉଠିକରି କେବେବି ରୋଷେଇ ଘରେ ନକରିବା ଉଚିତ୍ , ଏହା କରିବା ଦ୍ୱାରା ମା ଲକ୍ଷ୍ମୀ ରାଗି ଯାଇଁଥାନ୍ତି ଏବଂ ଘରେ ଧନର କମି ଦେଖା ଯାଇଁଥାଏ ତା ସହିତ ପରିବାର ଭିତରେ ଝଗଡା ବଢିବାକୁ ଲାଗିଥାଏ ,
ତେବେ ଆସନ୍ତୁ ଜାଣିନେବା ରୋଷେଇ ଘରେ ସକାଳେ କଣ ନ ଦେଖିବା ଉଚିତ୍ ଏବଂ କେଉଁ କାର୍ଯ୍ୟ ନ କରିବା ଉଚିତ୍ । ତେବେ ପ୍ରଥମେ ରହିଛି ସାକାଳେ ରୋଷେଇ ଘରେ ପ୍ରବେଶ ମାତ୍ରେ ରାତି ର ଅଧୁଆ ବାସନ ଦେଖିବା ଅଶୁଭ ହୋଇ ଥାଏ । ଏହା ଘର ର ବାସ୍ତୁ ବିଗାଡି ଦିଏ । ଏବଂ ଯେଉଁ ଘର ମଧ୍ୟ ରେ ଅଧୁଆ ବାସନ ରାତି ସାରା ପଡି ରହେ ତେବେ ସେହି ଘରୁ ମାତା ଲକ୍ଷ୍ମୀ ଙ୍କ ନଜର ଉଠିି ଯାଏ । ଏବଂ ଦୁଇ ରେ ସ୍ତ୍ରୀ ମାନେ ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ଧାରୁଆ ଛୁରୀ ବା ପନିଖି ପରି ବସ୍ଥୁ ଦେଖିଲେ । ମହିଳା ମାନଙ୍କ ମନରେ ଅନେକ ପରିବର୍ତନ ଆଣେ ଏବଂ ସେମାନଙ୍କ ମନ ରେ ହିଂଶା ଘଟଣା ଏବଂ ଦୁର୍ଘଟଣା ଦେଖିବା ପାଇଁ ମିଳେ ।
ସେହି ପରି ବନ୍ଧୁଗଣ ସ୍ତ୍ରୀ ପ୍ରେବଶ କରିବା ମାତ୍ରେ ଅଳିଆ କିମ୍ଭା ଡଷ୍ଟବିନ୍ ଉପରେ ନଜର ପଡିବା ସେମାନଙ୍କ ପାଇଁ ସଠିକ୍ ହୋଇ ନ ଥାଏ । ଏହି ସବୁ ମହିଳା ମାନଙ୍କ ଗର୍ଭ ଜନିତ ସମସ୍ୟା ର କାରଣ ବି ହୋଇ ଥାଏ । ଏବଂ ଏହି ସଂଙ୍କେତ ସବୁ ଆପଣ ମାନଙ୍କ ଜିବନ ରେ ବହୁତ କିଛି ପରିବର୍ତନ କରେଇ ଦେଇ ପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।