ମରିଗଲେବି ଏହି 3ଟି ଗଛ ଘରେ ଲଗନ୍ତୁନି – ବରବାଦ ହୋଇଯିବେ |

tree

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଘରେ ଭୁଲ ରେ ବି ଲଗାନ୍ତୁ ନାହିଁ ଏହି ତିନୋଟି ଗଛ ହୋଇ ଥାଏ ଅଶୁଭ ଦେଖା ଦେଇ ଥାଏ ଦରିଦ୍ରତା ତେବେ ବନ୍ଧୁଗଣ ଆମେ ମାନେ ଆଜି ସେହି ସବୁ ଗଛ ବିଷୟ ରେ ଏଠାାରେ ସଂଂମ୍ପର୍ଣ୍ଣ ଭାବେ ଜାଣିବା ସାଧାରଣ ଭାବେ ଅନେକ ଲୋକ ମାନେ ଗଛ ଲଗାଇବା ପାଇଁ ବହୁତ ଭଲ ପାଇ ଥାନ୍ତି ତେବେ ଏହା ଆମକୁ ଅକ୍ସିଜେନ୍ ଏବଂ ବାତାବରଣ ସଠିକ୍ ରଖିବାରେ ସହାୟକ ହୋଇ ଥାଏ ଘର ପାଖରେ ଗଛ ଲଗାଇବା ଭୁଲ ନୁହେଁ । ହେଲେ ଗଛ ଏପରି ଲଗାନ୍ତୁ ଜାହା ଆପଣ ଙ୍କ ହାନୀ କରିବ ନାହିଁ ।tree

ହେଲେ ଏମିତି କିଛି ଗଛ ରହିଛି ଜାହା ଆପଣ ମାନଙ୍କ ଘରେ ରହିଲେ ଆପଣ ମାନଙ୍କ ହାନୀ କେରେ ତେବେ ପ୍ରଥମେ ହେଲା ଖଜୁରୀ ଗଛ ଏହି ଗଛ କିଛି ରାଶି ର ଲୋକ ମାନଙ୍କ ପାଇଁ ଭଲ ହୋଇ ନ ଥାଏ, ଏହି ଗଛ କୁ ଘରେ ଲଗାଇଲେ ଆପଣଙ୍କ ଆପର୍ଥିକ ସମସ୍ୟା ଉପୁଜି ପାରେ ଦ୍ୱତୀୟ ରେ ରହିଛି ବାଉଁଶ ଗଛ ତେବେ ଏହି ବାଉଁଶ ଗଛ କୁ ଆପଣ ମାନେ ଯଦି ଘରେ ଲଗାନ୍ତି ତେବେ ଆପଣ ମାନଙ୍କର ଆର୍ଥିକ ହାନୀ ହୋଇ ଥାଏ ଆପଣ ମାନଙ୍କ ଘରେ ନାନା ସମସ୍ୟା ଲାଗି ରହେ ।au

ସେହି ପରି ଭାବେ ତୃତୀୟ ରେ ରହିଛି ଓଉ ଗଛ ଆପଣ ମାନେ ବହୁତ ସମୟରେ ଗ୍ରାମ ରେ ଏହି ଗଛ କୁ ଦେଖି ଥିବେ ତେବେ ସେମିତି ରେ ଆପଣ ମାନଙ୍କୁ କହିବୁ କି କେବେ ବି ଆପଣ ମାନେ ଏହି ଗଛ କୁ ନିଜର ଘରେ ଲଗାନ୍ତତୁ ନାହିଁ କାରଣ ଏହି ଗଛ ରେ ଭୂତ ପ୍ରେତ ବାସ କରିବା ସହିତ ଆପଣ ମାନଙ୍କ ଘର ଉପରେ ବହୁତ ପ୍ରଭାବ ପକେଇ ଥାଏ ତେବେ ଆପଣ ମାନେ କେବେ ଘରେ ଖଟା ଫଳ ହେଉ ଥିବାର ଗଛ କୁ ଲଗାନ୍ତୁ ନାହିଁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *