ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସ୍ଵାମୀ ଓ ସ୍ତ୍ରୀ ମଧ୍ୟ ରେ ସବୁ ସମୟ ରେ କଳହ ଲାଗି ରହିଲେ କିମ୍ବା ଦାମ୍ପତ୍ୟ ଜିବନ ରେ ଅଶାନ୍ତି ମଧ୍ୟ ରେ ଗତି କରିଲେ ଗୃହ ରେ ପ୍ରାହତଃ କଳହ ର ବାତାବରଣ ସୃଷ୍ଟି ହୋଇ ଥାଏ ଆଉ ଏମିତି ହେଲେ ଆପଣ ମାନେ ଶୀଘ୍ର ହିଁ ଏହି ଉପାୟ ମାନଙ୍କୁ କରନ୍ତୁ ଆପଣ ମାନେ ଏହାର ପରିଣାଣ ଗୁଡିକୁ ଦେଖି ପାରିବେ ତେବେ ବନ୍ଧୁଗଣ ଆପଣ ମାନଙ୍କ ଘରେ ଯଦି ଏମିତି କିଛି ସମସ୍ୟା ରହୁ ଅଛି ତେବେ ଆପଣ ମାନେ ମୈନନ ବ୍ରତ୍ତ ଧାରଣ କରନ୍ତୁ ସମୟ ଆପଣ ମାନେ ନିର୍ଧାରିତ କରିବେ କି ଆପଣ ମାନେ କେତେ ସମୟ ପର୍ଯ୍ୟନ୍ତ ମୈନ ବ୍ରତ୍ତ ରଖିବେ ଏହି ପରି ଆପଣ ମାନେ ପାଞ୍ଚଟି ବୁଧବାର ପର୍ଯ୍ୟନ୍ତ କରନ୍ତୁ ଦେଖିବେ ଆପଣ ମାନଙ୍କ ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହେବ ।
ସେହି ପରି ଆପଣ ମାନଙ୍କ ପରିବାର ରେ ଏମିତି ଭାବେ କଳହ ଲାଗି ରହୁ ଥିଲେ ବୁଧାବାର ଦିନ ପତି ପତ୍ନୀ ଦହୀ ଲଗେଇ କରି ସ୍ନାନ କରନ୍ତୁ , ଏବଂ ଧଳା ରଙ୍ଗ ର ମିଠା ରୁ ଆଣି ପରସ୍ପର କୁ ଖୁଆନ୍ତୁ ଅତର କିମ୍ଭା ସେଣ୍ଟ କିଣି କରି ଆଣି ଆପଣ ମାନେ ଘରେ ରଖନ୍ତୁ ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା ଦୂର ହେବ , ସେହି ପରି ଆପଣ ମାନେ ସସୁର ଘର ପକ୍ଷ୍ୟ ରୁ କରିବେ କି ଆପଣ ମାନଙ୍କ ଝିଅ କିମ୍ଭା ଜ୍ୱାୟିଁ ଙ୍କୁ ଆପଣ ମାନେ କୈଣସି ରୂପା କିମ୍ଭା ସୁନା ର ଦାନ କରନ୍ତୁ ଦେଖିବେ ଆପଣ ମାନଙ୍କ ମଧ୍ୟ ରେ ଲାଗି ରହି ଥିବା କଳହ ସଂମ୍ପର୍ଣ୍ଣ ଭାବେ ଦୂର ହେବ ।
ଆଉ ଏମିତି କରିଲେ ବି ଆପଣ ମାନଙ୍କ ସମସ୍ୟା କମ୍ ନ ହୁଏ ତେବେ ଆପଣ ମାନେ ଶନିବାର ଦିନ କୈଣସି ଏକ ଭୀକାରି କୁ ଆପଣ ମାନେ କଳା ରଙ୍ଗ ର ବସ୍ତ୍ର ଦାନ କରନ୍ତୁ କିମ୍ବା କଳା ଖୋସା ର ବି ଆପଣ ମାନେ ଦାନ କରିଲେ ଆପଣ ମାନଙ୍କ ସମସ୍ୟା ରେ ସୁଧାର ନିଶ୍ଚିତ ଭାବେ ଆସିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।