ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯେତେବେଳେ ଜଣେ ମହିଳା ଗର୍ଭବତୀ ହୋଇଥାଏ, ସେତେବେଳେ ମହିଳା ମାନଙ୍କର ବହୁତ ଇଛା ହୁଏ ଜାଣିବା ପାଇଁ ଯେ ତାଙ୍କ ଗର୍ଭରୁ ଆସୁଥିବା ଶିଶୁଟି ପୁଅ ନା ଝିଅ । ବର୍ତ୍ତମାନ ଭୃଣ ଲିଙ୍ଗ ନିରୂପଣ କରିବା ଅପରାଧ ଅଟେ , କିନ୍ତୁ ପ୍ରତ୍ୟକ ମାଙ୍କ ଇଛା ଥାଏ ତାଙ୍କ ଗର୍ଭରେ ଥିବା ଶିଶୁ ବିଷୟରେ ଜାଣିବା ପାଇଁ । ଆଜି ମୁଁ ଆପଣ ଙ୍କୁ ଏମିତି କିଛି ଲକ୍ଷଣ ବିଷୟରେ କହିବି ଯାହା ଆପଣ ନିଜ ଗର୍ଭରେ ଥିବା ଶିଶୁ ପୁଅ ନା ଝିଅ ଜାଣି ପାରିବେ କିନ୍ତୁ ଆପଣ ମାନଙ୍କୁ ଅନୁରୋଧ ଯେ କେବେ ବି ଏହି ଲକ୍ଷଣ ଗୁଡିକୁ ଆଧାର କରି ନିଜ ଗର୍ଭରେ ଥିବା ଶିଶୁକୁ ନଷ୍ଟ କରିବାର ଭୁଲ କରିବେ ନାହିଁ ନଚେତ ଆପଣଙ୍କୁ ବହୁତ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ ।
ତେବେ ଆସନ୍ତୁ ଜାଣିବା ଏହି ଲକ୍ଷଣ ଗୁଡିକ ବିଷୟରେ , ପ୍ରଥମ ଟି ହେଉଛି ପେଟରେ ପୁଅ ଅଛି ନା ଝିଅ ଏଥିପାଇଁ ଆପଣ ନିଜ ପେଟର ଆକାର ଉପରେ ଧ୍ୟାନ ଦିଅନ୍ତୁ , ଯଦି ଆପଣଙ୍କ ପେଟର ଆକାର ଗୋଲ ହେଇ ଫୁଲିଛି ତେବେ ଏହା ପୁଅର ଲକ୍ଷଣ ହୋଇଥାଏ , ସେହିପରି ଯଦି ଆପଣଙ୍କ ପେଟର ଆକାର ଚଉଡା ଓ ଗୋଲେଇ ଆକାର ତାହାଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।
ନମ୍ବର 2- ମିଜାଜରେ ପରିବର୍ତ୍ତନ , ଜେମାରାଲ ସାଇକୋଲୋଜି ରେ ଛାପା ହୋଇଥିବା ଏକ ଗବେସଣାକୁ ଆଧାର କରି ଏହା କୁହାଯାଇଁ ପାରେ ଯେ ଯେଉଁ ମହିଳାଙ୍କର ପ୍ରେଗନେସିର ପ୍ରଥମ 3ମାସ ରେ କିଛି କିଛି କଥାରେ ଦୁଃଖ ଅନୁଭବ ହୋଇଥାଏ ବା ପରବର୍ତ୍ତୀ 3 ମାସରେ ଅଧିକା ଅଂସ କଥାରେ ଦୁଃଖ ଏବଂ ଅନୁତାପ ଅନୁଭବ ହୋଇଥାଏ ତେବେ ହେବାକୁ ଥିବା ପିଲା ପୁଅ ହୋଇଥାଏ । ଅନ୍ୟ ପଖେ ପଟରେ ଝିଅ ଥିଲେ ମା ମାନେ ମିଳିଚଳା ଭାବନା ପ୍ରକାଶ କରିଥାନ୍ତି ।
ନମ୍ବର 3- ଖାଦ୍ୟରୁ ଘୃଣା ହେବା ଗର୍ଭବତୀ ସମୟରେ ଅନେକ ମହିଳା ପ୍ରଚୁର ପିମାଣରେ ଖାଦ୍ୟ ଖାଇଥାନ୍ତି ଆଉ କେତକ ମହିଳାଙ୍କୁ ଖାଦ୍ୟରୁ ଘୃଣା ହୋଇଯାଏ , ସାଧାରଣତଃ ଏହି ପରିବର୍ତନ ପେଟରେ ଥିବା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ , ଏକ ଗବେସଣାରୁ ଜଣା ପଡିଛି ଯେ ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାଏ ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।