ଶାଶୁଘରେ କେମିତି ଅଛନ୍ତି ଗାୟିକା ଦିପ୍ତିରେଖା ପାଢୀ ।

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ କିଛି ମାସ ତଳେ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଗାୟିକା ଦିପ୍ତିରେଖା ପାଢୀ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ସେମିତି ରେ ବନ୍ଧୁଗଣ ଆସନ୍ତୁ ଜାଣି ନେବା ବିବାହ କରିବା ପରେ ଦିପ୍ତି ରେଖା ପାଢୀ ତାଙ୍କ ଶାଶୁ ଘରେ କେମିତି ରହୁଛନ୍ତି । ତେବେ ଡିସେମ୍ବର 11 ତାରିଖ ରେ ଦିପ୍ତି ରେଖା ସମ୍ୟରଂଞୀନ ଙ୍କୁ ବିବାହ କରିଛନ୍ତି ସମ୍ୟରଂଞନ ଖୋର୍ଦ୍ଦା ର ଜଣେ ବଡ ବିଜନେସ୍ ମ୍ୟନ୍ ଅଟନ୍ତି ସମ୍ୟରଂଞନ ଙ୍କୁ ଦିପ୍ତି ପସନ୍ଦ କରୁ ଥିଲେ ସମ୍ୟରଂଞନ ଏବଂ ତାଙ୍କର ବହୁତ ଦିନ ରୁ ଲଭ୍ ସିନ୍ ରହି ଥିଲା ବୋଲି ଜଣା ପଡି ଥିଲା । ଏବଂ ଏହି ଦିନ ରେ ସମ୍ୟରଂଞନ ଙ୍କୁ ବିବାହ କରିବା ପରେ ସେମାନଙ୍କ ରିସେପସନ ବି ସରି ଜାଇଛି , ଯେଉଁ ଠାରେ ଦିପ୍ତି ରେଖା ବହୁତ ସୁନ୍ଦର ଏବଂ ଡେସିଂ ଦେଖା ଜାଉ ଥିବାର ଦେଖିବା ପାଇଁ ମିଳିଛି ,dipit

ସେମିତି ରେ ଆପଣ ମାନେ ଜାଣିବା ପାଇଁ ଚାହୁଁ ଥିବେ ଦିପ୍ତି ରେଖା ବର୍ତମାନ ସମୟ ରେ ଶାଶୁ ଘରେ କେମିତି ରହିଛନ୍ତି ,ଓଲିଉଡ ରେ ଲୋକ ପ୍ରିୟ ଗାୟିକା ଦିପ୍ତି ରେଖା ପାଢୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଏବଂ ତାଙ୍କର ଗୀତ ଗୁଡିକ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁ ଥିବ ଶହେ ରୁ ଅଧିକ ଓଡିଆ ଫିଲ୍ମ ଏବଂ ଆଲବମ୍ ରେ ସେ ଗୀତ ଗାଇ ସାରି ଥିବା ବେଳେ ବର୍ତମାନ ସମୟ ସେ ଶାଶୁ ଘରେ ବହୁତ ଖୁସୀ ରେ ରହୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ସେମିତି ରେ ଏହି ଦିନ ରେ ଦିପ୍ତିରେଖା ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସେ ନିଜର ଶାଶୁ ଘରେ ରହିଛନ୍ତି ।dipet

ଏବଂ ସେହିଠାରୁ ହିଁ ସେ ନିଜର ସଂଙ୍ଗୀତ କେରିଅର କୁ ଆଗକୁ ବଢେଇବେ ବୋଲି ଚିନ୍ତା ମଧ୍ୟ କରିଛନ୍ତି ତେବେ ସମ୍ୟରଂଞନ ମାନେ ଦିପ୍ତି ଙ୍କ ସ୍ୱାମୀ ହେଲେ ଜଣେ ବିଜନେସ୍ ମ୍ୟନ୍ ଜାହାଙ୍କ ଘର ଖୋର୍ଦ୍ଦା ରେ ରହିଛି ଏବଂ ଦିପ୍ତି ସେହିଠାରୁ ହିଁ ନିଜର ଫିଲ୍ମ କେରିଅର କୁ ଆଗକୁ ବଢେଇବା ପାଇଁ ଚାହିଁବେ ଓଡିଆ ଫିଲ୍ମ ହେଉ କି ଆଲବମ୍ ସବୁ ଆଡେ ନିଜର କଣ୍ଠ ଦାନ କରିଛନ୍ତି ଦିପ୍ତି ରେଖା , ସେହି ପରି ଆଗାମୀ ସମୟ ରେ ସେ ରାଜକନ୍ୟା ଭଳି ସିରିଏଲ ରେ ମଧ୍ୟ ଲିଡ୍ ନାୟିକା ଭାବେ କାର୍ଯ୍ୟ କରି ସାରିଛନ୍ତି , ତେବେ ଆପଣ ମାନଙ୍କୁ ଦିପ୍ତି ରେଖା ଙ୍କ ଗୀତ କେମିତି ଲାଗେ କମେଣ୍ଟ ନିଶ୍ଚିତ ଭାବେ କରି ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *