ବାହାଘର ପରେ ଶାଶୁଘରେ ଏବେ କେମିତି ଅଛନ୍ତି ଦୀପ୍ତିରେଖା ପାଢ଼ୀ

dipit

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆପଣ ମାନେ ଦିପ୍ତି ରେଖା ପାଢୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ବିବାହ ପରେ ଶାସୁ ଘରେ କେମିତି ରହିଛନ୍ତି ଦିପ୍ତି ରେଖା ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ନିଶ୍ଚିତ ଭାବେ ଜାଣି ପାରିବେ ,ବନ୍ଧୁଗଣ ଆପଣ ମାନେ ଓଲିଉଡ ରେ ଲୋକ ପ୍ରିୟ ଗାୟିକା ଦିପ୍ତି ରେଖା ପାଢୀ ଙ୍କୁ ବହୁତ ଭଲ ଭାବେ ଜାଣି ଥିବେ ଏବଂ ତାଙ୍କର ଗୀତ ଗୁଡିକ ଆପଣ ମାନଙ୍କୁ ନିଶ୍ଚିତ ଭାବେ ପସନ୍ଦ ମଧ୍ୟ ଆସୁ ଥିବ 100 ରୁ ଅଧିକ ଓଡିଆ ଫିଲ୍ମ ଏବଂ ଆଲବମ୍ ରେ ସେ ଗୀତ ଗାଇ ସାରି ଥିବା ବେଳେ ବର୍ତମାନ ସମୟ ସେ ଶାଶୁ ଘରେ ବହୁତ ଖୁସୀ ରେ ରହୁ ଥିବାର ମଧ୍ୟ ଦେଖିବା ପାଇଁ ମିଳିଛନ୍ତି ସେମିତି ରେ ଏହି ଦିନ ରେ ଦିପ୍ତିରେଖା ବିବାହ ବନ୍ଧନ ରେ ବାନ୍ଧି ହେବା ପରେ ସେ ନିଜର ଶାଶୁ ଘରେ ରହିଛନ୍ତି ।dipit

ଏବଂ ସେହିଠାରୁ ହିଁ ସେ ନିଜର ସଂଙ୍ଗୀତ କେରିଅର କୁ ଆଗକୁ ବଢେଇବେ ବୋଲି ଚିନ୍ତା ମଧ୍ୟ କରିଛନ୍ତି ତେବେ ସମ୍ୟରଂଞନ ମାନେ ଦିପ୍ତି ଙ୍କ ସ୍ୱାମୀ ହେଲେ ଜଣେ ବିଜନେସ୍ ମ୍ୟନ୍ ଜାହାଙ୍କ ଘର ଖୋର୍ଦ୍ଦା ରେ ରହିଛି ଏବଂ ଦିପ୍ତି ସେହିଠାରୁ ହିଁ ନିଜର ଫିଲ୍ମ କେରିଅର କୁ ଆଗକୁ ବଢେଇବା ପାଇଁ ଚାହିଁବେ ଓଡିଆ ଫିଲ୍ମ ହେଉ କି ଆଲବମ୍ ସବୁ ଆଡେ ନିଜର କଣ୍ଠ ଦାନ କରିଛନ୍ତି ଦିପ୍ତି ରେଖା , ସେହି ପରି ଆଗାମୀ ସମୟ ରେ ସେ ରାଜକନ୍ୟା ଭଳି ସିରିଏଲ ରେ ମଧ୍ୟ ଲିଡ୍ ନାୟିକା ଭାବେ କାର୍ଯ୍ୟ କରି ସାରିଛନ୍ତି ।dipite

ସେମିତି ରେ ଏହିଥି ପାଇଁ ଲୋକ ମାନେ ତାଙ୍କୁ ବହୁତ ପରିମାଣ ରେ ପସନ୍ଦ କରିଛନ୍ତି ଏବଂ ଏହିଥି ପାଇଁ ଲୋକ ମାନେ ତାଙ୍କର ଅଭିନୟ ରେ ମନ୍ତ୍ର ମୁଗ୍ଧ ହୋଇ ଜାଇଛନ୍ତି । ତାଙ୍କର ସଂଙ୍ଗୀତ ଯେତିକି ସୁନ୍ଦର ତାଙ୍କୁ ଦେଖିବା ପାଇଁ ବି ସେତିକି ସୁନ୍ଦର ସେମିତି ରେ ଦିପ୍ତି ସମସ୍ତ ଙ୍କ ହୃଦୟ ରେ ରାଜ୍ କରୁ ଥିବା ବେଳେ ଦିପ୍ତି ଙ୍କ ବିବାହ ପରେ ପରେ ଅନେକ ଲୋକ ମାନଙ୍କ ହୃଦୟ ଭାଙ୍ଗି ଜାଇଛି ବୋଲି କହିଲେ ଅତୃପ୍ତି ହେବ ନାହିଁ ବର୍ତମାନ ସମୟ ରେ ଦିପ୍ତି ରେଖା ଖୋର୍ଦ୍ଦା ରେ ରହିଛନ୍ତି ନିଜର ଶାଶୁ ଘରେ ସବୁ କାର୍ଯ୍ୟ ତୁଲାଉଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *