ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ପର୍ସିନାଲ ଲାଇଫ୍ ବା ପ୍ରେମ ଲାଇଫ୍ ରେ ଆସୁ ଥିବା କିଛି ଅସୁବିଧା ର ସମାଧାନ ବିଷୟ ରେ ଆପଣ ମାନଙ୍କୁ ଏଠାରେ କହିବୁ , ତେବେ ଆସନ୍ତୁ ବନ୍ଧୁଗଣ ସେମିତି କିଛି ଅସୁବିଧା ବିଷୟରେ ଜାଣି ନେବା ,ପ୍ରଥମ ଅସୁବିଧା ଟି ହେଲା ଝିଅ ପସନ୍ଦ କରୁଛି ହେଲେ ଖୋଲି କରି କହୁ ନାହିଁ ତେବେ ଏମିତି ବେଳେ କଣ କରିବା ପାଇଁ ପଡିବ ସେମିତି ରେ ଯଦି ଝିଅ ତୁମକୁ ପସନ୍ଦ କରୁ ଥାଏ ତେବେ ସେ ତୁମ ସହିତ ପ୍ରଥମେ ଆଖି ମିଶେଇବା ପାଇଁ ଚେଷ୍ଟା କରିବ ତୁମ ସହିତ ଏକୁଟିଆ ରହିବା ପାଇଁ ଇଚ୍ଛା କରିବ ଏବଂ ତୁମ ସହିତ କଥା ହେବା ସମୟରେ ନର୍ଭସ୍ ଫିଲ୍ କରିବ ଏବଂ ଅନେକ ଇସାରା ଏବଂ ବର୍ଡି ଲାଙ୍ଗୁଏଜ୍ ରୁ ତମେ ଜାଣି ପାରିବ କି ସେ ତୁମକୁ ପସନ୍ଦ କରୁଛି ବୋଲି ।
ତେବେ ଝିଅ ଯଦି ପସନ୍ଦ କରୁଛି ତେବେ କହୁନି କାହିଁକି ଏହାର କାରଣ ହେଲା ଝିଅ ମାନେ ପୁଅ ମାନଙ୍କ ଠାରୁ ଅଧିକ ଲାଜ କୁଳୀ ହୋଇ ଥାନ୍ତି ଜାହା ସେମାନଙ୍କୁ ଭଲ ଲାଗିଲେ ବି ସେମାନେ କେବେ ବି ମୁହଁ ଖୋଲି କହ ପାରନ୍ତି ନାହିଁ ତ ସେଥି ପାିଁ ତୁମକୁ ଯଦି ଲାଗୁଛି କି ଝିଅ ତୁମକୁ ପସନ୍ଦ କରୁଛି ବୋଲି ତେବେ ତୁମେ ତୁମ ପକ୍ଷ୍ୟ ରୁ ଏକ ନିରଳା ସ୍ଥାନ ରେ ତୁମେ ତାଙ୍କୁ ପ୍ରୋପଜ୍ କରି ପାର ଏବଂ ଆପଣ ମାନେ ଏହି କଥା କୁ ମନେ ରଖିବେ କି ବେଶୀ ଲେଟ୍ ହେବା ପୂର୍ବ ରୁ ତୁମେ ନିଶ୍ଚିତ ଭାବେ ତାଙ୍କୁ ନିଜର ମନ କଥା କୁ କହି ଦିଅ ଏବଂ ସେ ଯଦି ବି ପସନ୍ଦ କରୁ ଥିବେ ତେବେ ସେ ଶିକ୍ୱାର କରି ନେବେ ।
ହେଲେ ଏମିତି ବେଳେ ସେହି ଝିଅ ତୁମ ଆଗରେ ନ କହି ନିଜ ସାଙ୍ଗ ମାନଙ୍କ ଆଗରେ କହୁଛି ତେବେ ସେହି ଝିଅ ର ଅଲଗା କିଛି ମତଲବ୍ ରହିଛିି ବୋଲି ଜାଣନ୍ତୁ ଏବଂ ସେମାନଙ୍କ ଠାରୁ ଦୂରେଇ ରୁହନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।