ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବେ ଚନ୍ଦନ ଏବଂ ମାହି ତାଙ୍କର ପ୍ରଥମ ବିବାହ ବାର୍ଷିକ ରେ କିପରି ଭାବେ ତାଙ୍କର ସ୍ତ୍ରୀ ମାହି ଙ୍କ ସହ ପାଳନ କରିଛନ୍ତି ତେବେ ପୁରା ଘଟଣା ଟିକୁ ଜାଣିବା ପାଇଁ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଶେଷ ଯାଏ ପଢନ୍ତୁ ତେହାଲେ ବନ୍ଧୁଗଣ ଆପଣ ମାନେ ଚନ୍ଦନ ଏବଂ ମାହି ଙ୍କୁ ବେଶ ଭଲ ଭାବରେ ଜାଣିଥିବେ ଆଉ ତାଙ୍କର ଜବରଦସ୍ତ ଅଭିନୟ ବି ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ ତ ଅଗଣା ର ତୁଳସୀ ମୁଁ ସିରିଏଲ ରେ ଚନ୍ଦନ ଙ୍କ ର ସୁନ୍ଦର ଭାବେ ଅଭିନୟ ପ୍ରଦର୍ଶନ ପାଇଁ ଚନ୍ଦନ ବହୁତ ଲୋକ ପ୍ରିୟ ହୋଇ ପାରିଥିଲେ ମୁଁ ବି ଅର୍ଧାଙ୍ଗିନି ସିରିଏଲ ରେ ମଧ୍ୟ ଆପଣ ମାନେ ମଧ୍ୟ ମାହି ଙ୍କ ର ଜବରଦସ୍ତ ଅଭିନୟ କରୁଥିବାର ତ ଆପଣ ମାନେ ନିଶ୍ଚିତ ଦେଖିଥିବେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ କି ଚନ୍ଦନ ଏବଂ ମାହି ଗତ ବର୍ଷ ବିବାହ ବନ୍ଧନ ରେ ବନ୍ଧି ହୋଇଥିଲେ ।
ଏବଂ ସେମାନେ ପରସ୍ପର ଙ୍କୁ ଭଲ ପାଇ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ତେବେ ବନ୍ଧୁଗଣ ଆପଣ ଙ୍କୁ କହି ରଖୁଛୁ କି ଚନ୍ଦନ ଏବଂ ମାହି ସେମାନେ ଦୁହେଁ ଦୁହିଁ ଙ୍କୁ ସିରିଏଲ ପାଇଁ ଅଭିନୟ କରାଯାଉଥିବା ସୁଟିଙ୍ଗ ସେଟ ରେ ସେମାନେ ଦୁହେଁ ଦୁହିଁ ଙ୍କୁ ପସନ୍ଦ କରିଥିଲେ ଏବଂ ପରେ ସେମାନେ ଦୁଇ ଜଣ ପ୍ରେମ ବନ୍ଧନ ରେ ବାନ୍ଧି ହୋଇଯାଇଥିଲେ ତେବେ ବନ୍ଧୁଗଣ ଚନ୍ଦନ ଏବଂ ମାହି ଙ୍କ ର ବିବାହ ପରେ ମାହି ଏକ ମହିଳା ସନ୍ତାନ କୁ ଜନ୍ମ ଦେଇଛନ୍ତି ଏବଂ ସେ ଗତ କାଲି ତାଙ୍କର ବିବାହ ର ବାର୍ଷିକ ପୁରଣ ହେବା ଅବସର ରେ ସେ କାଲି ତାଙ୍କ ଘରେ ଏହାର ଖୁସି ମନାଇଛନ୍ତି ଯେଉଁଥିରେ ତାଙ୍କ ସହ ତାଙ୍କର ପରିବାର ର ସଦସ୍ୟ ମଧ୍ୟ ଉପସ୍ଥିତ ଥିବାର ନଜର ଆସିଛି ।
ଏବଂ ବିବାହ ର ବାର୍ଷିକ ପୁରଣ ଅବସର ରେ ଫୋଟ ଉଠାଇ ଚନ୍ଦନ ଏବଂ ମାହି ଏବଂ ତାଙ୍କର ସୋସିଆଲ ମିଡିଆ ର ଏକ ଆକାଉଣ୍ଟ ରେ ସେ ତାଙ୍କର ପରିବାର ର ସମସ୍ତ ସଦସ୍ୟ ଙ୍କ ଦ୍ୱାରା ଇଠା ଯାଇଥିବା ଫୋଟ ସେ ସୋସିଆଲ ମିଡିଆ ରେ ପୋଷ୍ଟ କରିଛନ୍ତି ଯେଉଁଥିରେ କି ଚନ୍ଦନ ଏବଂ ମାହି ମଧ୍ୟ ଏକ ଫୋଟ ରେ ତାଙ୍କର କୁନି ଝିଅ ସହ ଏକ ସୁନ୍ଦର ଫୋଟ ମଧ୍ୟ ଉଠାଇଛନ୍ତି ଏବଂ ସେହି ଫୋଟ କୁ ମଧ୍ୟ ସେ ତାଙ୍କର ସୋସିଆଲ ମିଡିଆର ଆକାଉଣ୍ଟ ରେ ତାଙ୍କର ଦର୍ଶକ ମାନଙ୍କ ପାଇଁ ସେୟାର ମଧ୍ୟ କରିଛନ୍ତି ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।