ପେଟ ସଫା କରିବାର ଘରୋଇ ଉପାୟ ।। ଥରେ ଖାଇଦେଲେ କିଛି ବି ରୋଗ ହେବନି

pp

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆଲୋଚନା କରିବା କନଷ୍ଟିପେସନ ବା କବଜ ବିଷୟ ରେ ଏହା ଏକ ସାଧାରଣ ସମସ୍ୟା ଅଟେ ଅନେକ ଲୋକ ଙ୍କ ମଧ୍ୟ ରେ କୈଣସି ନା କୈଣସି କାରଣ ବସତ କନଷ୍ଟିପେସନ ବା କବଜ ର ସମସ୍ୟା ଦେଖିବାକୁ ମିଳିଥାଏ ଆଜି ଆମେ ଆଲୋଚନା କରିବା କନଷ୍ଟିପେସନ ବା କବଜ କାରଣ ଏବଂ ନିରାକରଣ ବିଷୟ ରେ ଏଥି ପାଇଁ ଆମେ ଆପଣ ମାନଙ୍କୁ ଅନେକ ପ୍ରକାର ର ଉପଚାର ଆଗରୁ ଆମେ ଆପଣ ମାନଙ୍କୁ କହିଛୁ କିନ୍ତୁ ଆଜିର ଏହି ଉପଚାର ସଂମ୍ପୁର୍ଣ୍ଣ ପ୍ରାକୃତିକ ଅଟେ ଏବଂ କନଷ୍ଟିପେସନ ବା କବଜ କୁ ଦୂର କରିବା ପାଇଁ ଏହା ବହୁତ ଚମତ୍କାରୀ ଅଟେ କନଷ୍ଟିପେସନ ବା କବଜ ଭଳି ସମସ୍ୟା ଅନେକ କରାଣ ଯୋଗୁଁ ହୋଇଥାଏ କିନ୍ତୁ ଆଜି କାଲିର ଭୁଲ ଲାଇଫ ଷ୍ଟାଇଲ କରାଣ ରୁ କନଷ୍ଟିପେସନ ବା କବଜ ଭଳି ସମସ୍ୟା ସମସ୍ତ ବୟସ ର ଲୋକ ଙ୍କୁ ଭୋଗି ବାକୁ ପଡାଥାଏ ଏହାର ମୁଖ୍ୟ କାରଣ ଆପଣ ଙ୍କ ର ଦିନ ଚର୍ଯ୍ୟା ବା ଲାଇଫ ଷ୍ଟାଇଲ ହୋଇଥାଏ । pata

ଆପଣ ଙ୍କ ର ଖାଦ୍ୟ ପେୟ ରୋ ଅନିୟମିତତା ଚର୍ବି ଯୁକ୍ତ ଖାଦ୍ୟ ଅଧିକ ଖାଉଛନ୍ତି ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଉଛନ୍ତି ବହୁତ ଅଧିକ ବାହାର ର ଖାଦ୍ୟ ଖାଉଛନ୍ତି ସବୁଠୁ ଅଧିକ ଗୁରୁତ୍ୱ ପୁର୍ଣ୍ଣ କଥା ହେଲା ଯାହାକି ଆପଣ ମାନଙ୍କ ର ୱାଟାର ଡିହାଇଡ୍ରେଜସନ ଯଦି ବଡି ଡିହାଇଡ୍ରେଟର ଅଟେ ତେବେ ଆପଣ ଙ୍କ ର ଶରୀର ରେ କନଷ୍ଟିପେସନ ବା କବଜ ଭଳି ସମସ୍ୟା ଦେଖିବାକୁ ମିଳିଥାଏ ସେଥିରେ ଅନେକ ସାରା ରୋଗ ର ଲକ୍ଷଣ ହୋଇଥାଏ ଯାହା ଫଳ ରେ ଆପଣ ଙ୍କୁ କନଷ୍ଟିପେସନ ବା କବଜ ଭଳି ସମସ୍ୟା ହୋଇଥାଏ ଯେମିତି ଲିଭର ଲିଭର ର ଅନିୟନ୍ତ୍ରିତା ଆପଣ ଙ୍କ ର ପାକସ୍ଥଳି ଠିକ ଭାବରେ କାମ କରୁ ନାହିଁ ଯଦି ଆପଣ ଙ୍କ ର ମୃତ୍ରାଶୟ ଠିକ ଭାବରେ କାମ କରୁ ନାହିଁ ତେବେ ଏମିତି ରୋଗୀ ଙ୍କ ମଧ୍ୟ ରେ ସାଧାରଣତ କନଷ୍ଟିପେସନ ବା କବଜ ଭଳି ସମସ୍ୟା ଦେଖିବାକୁ ମିଳିଥାଏ ।pp

ଏହା ଅଟେ କି କିଛି ମୁଖ୍ୟ କାରଣ ଯାହା କନଷ୍ଟିପେସନ ବା କବଜ ଭଲି ସମସ୍ୟା ଆପଣ ଙ୍କ ଶରୀର ରେ ଉତ୍ପନ୍ନ କରିଥାଏ ତେବେ ଏହା ପାଇଁ ଆ୍ମେ ଆପଣ ମାନଙ୍କୁ ଏକ ଏମିତି ପ୍ରତିକାର କହିବୁ ଯାହା କୁ ଆପଣ ଙ୍କ ର ଘର ରେ ବହୁତ ସହଜ ଭାବରେ କରି ପାରିବେ ତେବେ ଆସନ୍ତୁ ଜାଣିନେବା ତାହାକୁ ଆପଣ ମାନେ କେମିତି ପ୍ରସ୍ତୁତି କରିବେ ତେବେ ଏହା ପାଇଁ ଆପଣ ଙ୍କୁ ପ୍ରଥମେ ଏକ ପାତ୍ର ରେ କିଛି ପାଣି ନେଇ ଗରମ କରନ୍ତୁ ଏବଂ ପାଣି ଫୁଟୁଥିବା ସମୟ ରେ ସେଥିରେ କିଛି ଚାହା ପତି ପକାନ୍ତୁ ଏବଂ ସ୍ୱାଦ ଅନୁସାରେ ମହୁ ମିଶାନ୍ତୁ ଏହା ଭଲ ଭାବରେ ଫୁଟି ସାରିବା ପରେ ଚାହା କୁ ଛାଣି ସେଥିରେ ଏକ ଚାମୁଚ ଯୋଡା ତେଲ ମିଶାନ୍ତୁ ଏବଂ ଏହାକୁ ଆପଣ ଶୋଇବାର 15 ମିନିଟ ଆଗରୁ ପିଅନ୍ତୁ ଏହା ପିଇବା ଦ୍ୱାରା ଆପଣ ଙ୍କ ର ପେଟ ସଫା ହୋଇଥାଏ ଯାହା ଦ୍ୱାରା ଆପଣ ମାନଙ୍କ ର କନଷ୍ଟିପେସନ ବା କବଜ ରୋଗ ଦୂର ହୋଇଥାଏ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *