ନିଜ ସ୍ତ୍ରୀଙ୍କ ଜନ୍ମ ଦୀନରେ ଏମିତି କିଛି କରିଦେଲେ ହିରୋ ବାବୁସାନ ।

babushan

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ବହୁତ ଦିନ ପରେ ସୁଟିଂ ସେଟ୍ କୁ ଫେରିଛନ୍ତି ଓଲିଉଡ ର ସୁପର ଷ୍ଟାର ବାବୁସାନ ମହାନ୍ତି ଏବଂ ସେ ଏହି ଥିର କିଛି ନୂଆ ରୋମାଞ୍ଚକ କାମ କରିବା ପାଇଁ ପ୍ରସ୍ତୁତ ହେଉଛନ୍ତି ସେ ଗତତିନି ମାସ ଧରି କୋରିୟ ଗ୍ରାଫର ଆକାସ୍ ଙ୍କ ଠାରୁ ନୃତ୍ୟ ପ୍ରଶିକ୍ଷ୍ୟଣ ନେଉ ଥିଲେ ଆକାସ୍ ହେଲେ ବଲିଉଡ ର ତାରକା ଟାଇଗର ସୋଫ୍ଚ ଙ୍କର ବ୍ୟକ୍ତିଗତ ପ୍ରଶିକ୍ଷ୍ୟକ ବିକ୍ରମ ସ୍ୱାୟିଂ ଙ୍କ ସହଯୋଗୀ ଦୂର୍ଗା ପୂଜା ପୂର୍ବ ରୁ ଜୟପୁର ରେ ଜାତୀୟ ବିଜ୍ଞ୍ୟାପନ ପାଇଁ ବାବୁସାନ ଙ୍କୁ ସେଷ ଥର ପାଇଁ ସୁଟିଂ କରା ଜାଇ ଥିଲା ସେ ପୁଣି ପୁରୀ ରେ ସୁଟିଂ ଆରମ୍ଭ କରି ଥିବାର ଜଣା ପଡିଛି । ସେହି ପରି ବେଳେ ବର୍ତମାନ ସମୟରେ ବାବୁସାନ ତାଙ୍କର ଇନଷ୍ଟାରେ କେବଳ ବ୍ୟାମ୍ କରୁ ଥିବାର ଦେଖିବା ପାଇଁ ମିଳିବେ ।babuishan

ଏବଂ ସେ ନିଜର ଏହି ଫିଟ୍ ରହି ଥିବାର ଫୋଟ କୁ ସେୟାର କରି ଲେଖିଛନ୍ତି କି ତାଙ୍କୁ ଗୋଟିଏ ମାତ୍ର ସ୍ୱପ୍ନ ତାଙ୍କୁ ସାରା ରାତି ଉଜାଗର ରଖିଛି ବୋଲି । ମୁଁ ପ୍ରତ୍ୟେକ ଥର କଡ ଲେଉଟାଇ ଶୋଇବା ପାଇଁ ଚେଷ୍ଟା କରିଛି ହେଲେ ନିନ୍ଦ ଆସେ ନାହିଁ । ତେବେ ତାଙ୍କର ସେହି ସ୍ୱପ୍ନ ଟି କଣ ସେ ସେହି ବିଷୟ ରେ କିଛି ବି ଲେଖଇ ନାହାଁନ୍ତି । ତେବେ ଫୋଟ ଗୁଡିକୁ ଦେଖି ଆନ୍ଦାଜ୍ ଲଗା ଜାଇ ପାରେ । କି ତାଙ୍କ ସ୍ୱପ୍ନ ଟି ତାଙ୍କର ଫିଜିକ୍ସ କୁ ନେଇ ହୋଇ ଥିବ ବୋଲି । କାରଣ ପୂର୍ବ ରୁ ବୀବୁ ସାନ ଏମିତି ଦେଖା ଯାଉ ନ ଥିଲେ ,babuishan

ଏବଂ ଏହି ଦିନରେ ରେ ସେ ବିଦ୍ୟାରାଣ ରେ ନୂଆ ଲକ୍ସ ରେ ଆସୁ ଥିବା ବେଳେ ଆପଣ ମାନଙ୍ରୁ ସୂଚନା ଦେବୁ କି ଏହି ଦିନ ରେ ବାବୁସାନ ନିଜର ପତ୍ନୀ ତୃପ୍ତି ସତପଥି ଙ୍କ ଜନ୍ମ ଦିନ ରହି ଥିବା ବେଳେ ଘରେ ନିଜର ବାରା ମାଆ ମାନେ ଅପରାଜିତା ମହାନ୍ତି ଏବଂ ବାପା ଉତ୍ତମ ମହାନ୍ତି ଙ୍କ ସହିତ ଜନ୍ମ ଦିନ ର କେକ୍ କଟା ଜାଇ ଥିବାର ଦେଖିବା ପାଇଁ ମିଳିଛନ୍ତି ଜାହାର ଫୋଟ ବି ବର୍ତମାନ ସମୟ ରେ ସେ ସୋସିଆଲ ମିଡ଼ିଆ ରେ ସେୟାର କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *