10 ଟି ବଛା ବଛା ଅନୁଚିନ୍ତା , ଜାହା ଆପଣଙ୍କର କାମରେ ଲାଗିବ ।

anuchita

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆସନ୍ତୁ ଜାଣି ନେବା ଆଜିର କିଛି ଅନୂଚିନ୍ତା ବିଷୟ ରେ ବନ୍ଧୁଗଣ ଗୈମାତା ,ଛୋଟ ପିଲା ,ଏବଂ ଅଗ୍ନୀ କୁ କେବେ ବି ପାଦ ରେ ଆଘାତ କରନ୍ତୁ ନାହିଁ ନଚେତ୍ ଏହା ଆପଣ ଙ୍କ ପାଇଁ ବହୁତ ଅମଙ୍ଗଳ ହୋଇ ଥାଏ ସେହି ପରି ବନ୍ଧୁଗଣ ସବୁ ଦିନ ସକାଳେ ଉଠିବା ପରେ ଘରର ଚାରି ପଟେ ତମ୍ବା ପାତ୍ର ରେ ପାଣି ଛିଞ୍ଚିଲେ ଘର ନାକାରାତ୍ମକ ଶକ୍ତି ଦୂର ହୁଏ , କେବେ ବି ଶିବ ଲିଙ୍ଗ ଉପରେ କଣା କିମ୍ଭା ଫଟା ବେଲ ପତ୍ର ଚଢାନ୍ତୁ ନାହିଁ ନିଶ୍ଚିତ ଭାବେ ଆପଣ ମାନଙ୍କ ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇ ପାରେ ,g

ସେହି ପରି ନିଜର ଠାକୁର ଘରେ ପ୍ରତ୍ୟେକ ଦିନ ଝୁଣା ଧୂପ ବା ସେଫାଳୀ ଦିଅନ୍ତୁ ଅଥବା ଆପଣ ମାନେ କର୍ପୂର ଆଳତୀ କରନ୍ତୁ , ସେହି ପରି ଖାଦ୍ୟ ଖାଇବା ସମୟ ରେ ଲୁଣ କୁ କେବେ ବି ଭୂମି ରେ ପକେଇବେ ନାହିଁ ସେହି ପରି ସକାଳୁ ଉଠିବା ପରେ ବିଛଣା କୁ ଅସଜଡା ରଥିଲେ ଶନି ଏବଂ ରାହୁ ଙ୍କ କୋପ ଦୃଷ୍ଟି ପଜେ ଟିକିଏ ଟିକିଏ କଥା ରେ ଆପଣ ମାନଙ୍କୁ ଚିଡଚିଡା ଲାଗୁ ଥିଲେ ଦିନ ରେ ପାଞ୍ଚ ଥର ଗୋଡ ଧୋଇଲେ ତାହା କମ୍ ହୋଇ ଥାଏ ।laxmi

ସେହି ପରି ବନ୍ଧୁଗଣ ଘରକୁ ଫେରିବା ସମୟ ରେ କିଛି ନା କିଛି ସାମଗ୍ରୀ ନେଇ କରି ଆସନ୍ତୁ ଏମିତି କରିଲେ ମଙ୍ଗଳ ଙ୍କ ଶୁଭ ଦୃଷ୍ଟି ପଡେ ସେହି ପରି ବନ୍ଧୁଗଣ କେବେ ବି ଆପଣ ମାନେ ଅଇଁଠା ଛାଡନ୍ତୁ ନାହିଁ କିମ୍ବା ଅଇଁଠା କୁ ସାଇତି କରି ରଖନ୍ତୁ ନାହିଁ ଏମିତି କରିଲେ ମାତା ଲକ୍ଷ୍ମୀ ଙ୍କର କୃପା ମିଳେ ନାହିଁ ପାଠ ପଢୁ ଥିବା ଛୋଟ ପିଲା ଙ୍କୁ କଂଶା ବାସନ ରେ ଖାଇବା ପାଇଁ ଦିଅନ୍ତୁ ଏବଂ ମାସ ରେ ଥରେ ସେମାନଙ୍କୁ ବ୍ରାହ୍ମି ପତ୍ର ସେବନ କରିବା ପାଇଁ ଦିଅନ୍ତୁ ଶିଶୁ ର ସ୍ମରଣ ଶକ୍ତି ବଢିବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *