ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣି ପାଗ ବିଭାଗ ପକ୍ଷ୍ୟ ରୁ ଆସିଲା ବଡ ସୂଚନା କି ଏଥର କମିବ ରାଜ୍ୟ ରେ ଶୀତ ଏହା ସହିତ 29 ତାରିଖ ରୁ ଆରମ୍ଭ ହେବ ରାଜ୍ୟ ରେ ବର୍ଷା ତେବେ ଆସନ୍ଥୁ ଜାଣି ନେବା କଣ ରହିଛି ପାଣି ପାଗ ବିଭାଗ ର ସଂମ୍ପର୍ଣ୍ଣ ରିପୋର୍ଟ ତେବେ ଆପଣ ମାନେ ଜାଣି ଥିବେ ସାରା ରାଜ୍ୟ ରେ ଆଜି ପାଗ କୋହଲା ରହିଛି ଦୁଇ ଦିନ ହେବ ରାଜ୍ୟ ର ଅଧିକାଶଂ ସ୍ଥାନ ରେ ପାଗ କୋହଲା କରି ରଖି ଥିବା ବେଳେ ଆହୁରୀ ଦୁଇ ଦିନ ଏମିତି କରି ରଖିବ ବୋଲି ସୂଚନା ରହିଛି , ସେହି ପରି ଶୀତ ର ପ୍ରକୋପ ଏବେ କମ୍ ରହି ଥିବା ବେଳେ ପଶ୍ଚିମ ବାୟୁ ଏବଂ ପ୍ରପ୍ ଲାଇନ୍ ପାଇଁ ଆସନ୍ତା 29 ରେ ରାଜ୍ୟ ର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ।
ସେହି ପରି କେତେ ଜିଲ୍ଲା ରେ ମଙ୍ଗଳବାର ଦିନ ରାତି ରୁ ହିଁ ଘନ କୁହୁଡି ଘେରି ରହି ଥିଲା ବୁଧବାର ଦିନ ସକାଳୁ ଅନୁଗୁଳ , ଢେଙ୍କାନାଳ , ବୈଦ୍ଧ , ନୟାଗଡ , କଟକ, କନ୍ଧମାଳ , ଖୋର୍ଦ୍ଧା , ଜଗତ ସିହଂ ପୁର , କେନ୍ଦ୍ରାପଡା ଜାଜପୁର , ଏବଂ ଭଦ୍ରକ ଜିଲ୍ଲା ରେ ଘନ କୁହୁଡି ଦେଖିବା ପାଇଁ ମିଳିଛି । ଏହା ବାଦ୍ ଉପକୂଳ ଓଡିଆ ଏବଂ ଆଭ୍ୟନ୍ତରଣ ଓଡିଶା ର କେତେ ଅଂଞ୍ଚଳ ରେ ମଧ୍ୟମ ଧରଣ ର କୁହୁଡି ଦେଖିବା ପାଇଁ ମିଳିଛି ଏବଂ ଆହୁରୀ ଦୁଇ ଦିନ ଧରି ଏମିତି ଭାବେ ରାଜ୍ୟ ରେ ଘନ କୁହୁଡି ଲାଗି ରହିବ ବୋଲି ଜାହା ସୂଚନା ରହିଛି ।
ଏହା ସହିତ ଆସନ୍ତା 29 ରେ ରାଜ୍ୟ ର କେତେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହି ଥିବା ବେଳେ ସ୍ୱଳ୍ପ ରୁ ମଧ୍ୟମ ର ଧରଣ ରେ ଏହି ବର୍ଷା ହେବ ବୋଲି କୁହା ଜାଇଛି ତେବେ ଏହି ସବୁ ମଧ୍ୟ ରେ ଆପଣ ମାନଙ୍କ ଜିଲ୍ଲା ଟି ନାମ କଣ ରହିଛି ଆପଣ ମାନେ ନିଶ୍ଚିତ ଭାବେ ଜଣେଇ ଦେବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।