ହାତରେ ଅଛିକି ( ଅର୍ଦ୍ଧ ଚନ୍ଦ୍ର ) – ଭୟଙ୍କର କଥା ଏବେ ହିଁ ଦେଖନ୍ତୁ ।

hand

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଜାଣିବା ଦୁଇ ହାତ ଯୋଡିଲେ ହେଉଥିବା ଅର୍ଦ୍ଧ ଚନ୍ଦ୍ରର ଅର୍ଥ କଣ ହେଉଥାଏ , ଆମେ ସମସ୍ତେ ଜାଣିଛନ୍ତି ଯେ କୁଷ୍ଟି ଏବଂ କପାଳ ଅଧୟନ ରୁ ଜଣେ ବ୍ୟକ୍ତର ବ୍ୟକ୍ତତ୍ୱ ଠାରୁ ଆରମ୍ଭ କରି ଅତିତ ଏବଂ ଭବିଷ୍ୟତ ବିସୟରେ ଜାଣି ପାରିବେ । ହାତ ପାପୁଲିରେ ଥିବା ରେଖା ମାନେ ଭୂତ ଏବଂ ଭବିଷ୍ୟତ ସମ୍ଫର୍କରେ ଭିନ୍ୟ ଭିନ୍ୟ ସୂଚନା ପ୍ରଦାନ କରିଥାନ୍ତି , ତେବେ ହସ୍ତରେଖା ଅଧ୍ୟନ ବେଳେ ହାତର ଦୁଇ ପାପୁଲି ପଣ୍ଡିତ ମାନେ ଯେଉଁ ବିଭିନ୍ୟ ସଙ୍କେତ ଖୋଜିଥାନ୍ତି ତାହା ମଧ୍ୟରୁ ଗୋଟିଏ ହେଉଛି ଯୋଡା ଯାଇଁଥିବା ହାତ ପାପୁଲିରୁ ଚନ୍ଦ୍ରଙ୍କର ଆକୃତି । ହାତ ପାପୁଲିକୁ ଯୋଡିଲେ କାହା ହାତରେ ପୂର୍ଣ୍ଣ ଚନ୍ଧ୍ର ତ ଆଉ କାହା ହାତରେ ଅର୍ଦ୍ଧ ଚନ୍ଦ୍ରର ଆକାର ସୃଷ୍ଟି ହୋଇଥାଏ , ଆଜି ଆମେ ହସ୍ତ ରେଖା ଶାସ୍ତ୍ରରେ ଅର୍ଦ୍ଧ ଚନ୍ଦ୍ରର ଅର୍ଥ ଏବଂ ସଙ୍କେତ ବିସୟରେ ଜାଣିବା ।hand

ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା , ଆମର ଜନ୍ମ ହେବା ପରେ ହିଁ ଏମିତି ଆମ ହାତରେ ରେଖା ମାନ ଛପା ହୋଇ ଥାଏ ଏମାନଙ୍କ ମଧ୍ୟ ରୁ ଏହି ଅର୍ଦ୍ଧ ଚନ୍ଦ୍ରମା ରେଖା ଟି ଅନ୍ୟତମ । ଅର୍ଥାତ୍ ଆମେ ମାନେ ଯେତେ ବେଳେ ଆମର ଦୁଇ ହାତ କୁ ଯୁଡେଇ ଥାଏ ତେବେ ସେହି ସମୟ ରେ ଆମର ଦୁଇଟି ହାତର ରେଖା ମିଶି ଜାଇ ଗୋଟିଏ ଅର୍ଦ୍ଧ ଚନ୍ଦ୍ରମା ଭଳି ଲାଗେ , ସେମିତି ରେ ଅନ୍ୟ ପ୍ରକାରର ବି ରେଖା ମାନ ରହି ଥାଏ । ତେବେ ଏହାର ଅର୍ଥ ବିଷୟରେ ଜାଣିବା ପ୍ରଥମେ ହେଲା ଦୁଇଟି ହାତ ମିଶାଲେ ରେଖା ମିଳନ ନ ହେବା , ଏହି ଲୋକ ମାନେ ସବୁ ବେଳେ ନିଜର ପରିବାର ଲୋକ ମାନଙ୍କୁ ବହୁତ ଭଲ ପାଆନ୍ତି ।ଏମାନେ ବାହାରେ ରହିବା ଅପେକ୍ଷା ସେମାନେ ସବୁ ସମୟ ରେ ନିଜ ପରିବାର ଲୋକ ମାନଙ୍କ ସହିତ ବିତେଇବା ପାଇଁ ପସନ୍ଦ କରନ୍ତି , ନିଜ ଜିବନ ରେ ଅନେକ ଆଗକୁ ଯିବା ସହିତ ଏମାନେ ବହୁତ ଆଗ୍ୟ ଶାଳୀ ହୁଅନ୍ତି ।hands

ସେହିଁପରି ବେଳେ ଯେଉଁ ବ୍ୟକ୍ତି ନିଜର ଦୁଇ ହାତ କୁ ଯୋଡିବା ଦ୍ୱାରା ରେଖା ମିଶିବା ସହିତ ସେମାନଙ୍କ ରେଖା ସିଧା ହୋଇ ଥାଏ ସେମାନେ ପ୍ରତ୍ୟେକ ପରିସ୍ଥିତି ରେ ଅନ୍ୟ କୁ ସାହାଯ୍ୟ କରନ୍ତି । ଏମାନଙ୍କୁ କୈଣବି କାର୍ଯ୍ୟ ଅସମ୍ଭବ ଲାଗେ ନାହିଁ , ଖାସ୍ କରି ଏପରି ଲୋକ ମାନେ ବହୁତ କମ୍ ଦେଖିବା ପାଇଁ ମିଳନ୍ତି , ସେହି ପରି ଭାବେ ସେଷ ରେ ରହିଛି ଅର୍ଦ୍ଧ ଚନ୍ଦ୍ରମା ର ରେଖା ଏମାନେ , ବହୁତ ଆକର୍ଶଣୀୟ ହୋଇ ଥାନ୍ତି , ସେମାନେ ଧନୀ ଏବଂ ଉଚ୍ଛ ପରିବାର ସହିତ ବନ୍ଦୁତା ବାନ୍ଧନ୍ତି , ଏବଂ ନିଜ ଜିବନ ରେ ଏମାନଙ୍କୁ ବହୁତ ସଫଳତା ମିଳେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *