ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ଆଜି ଆପଣ ମାନଙ୍କ ପାଇଁ କିଛି ଖୁସୀ ଖବର ରହିଛି କି ଆଜିର ଦିନ ରେ ବି ସୂନା ଏବଂ ରୂପା ଦର ରେ ବହୁତ କିଛି ପରିବର୍ତନ ଦେଖିିବା ପାଇଁ ମିଳିଛି ,ଭାରତୀୟ ବଜାର ରେ ଆଜି ସୂନା ଦର ରେ ପୁଣି ଥରେ ହ୍ରାସ ଘଟିଛି ଭାରତୀୟ ବୁଲିୟନ୍ ଏବଂ ଜ୍ୟୁଲେରୀ ଅସୋସିୟନ ପକ୍ଷ୍ୟ ରୁ ପ୍ରକାଶିତ ସୂଚନା ଅନୁସାରେ ଆଜି ଦେଶ ରେ 10 ଗ୍ରାମ ସୁନା ପିଛା 420 ଟଙ୍କା ହ୍ରାସ ହୋଇ ଥିବାର ଦେଖିବା ପାଇଁ ମିଳିଛି , ଆଜି ଡୋମେଷ୍ଟିକ୍ ଫିୟୁଚର ମାର୍କେଟ୍ ରେ ସୁନା ଏବଂ ରୂପା ଦର ରେ ବହୁତ ପରିମାଣ ରେ ହ୍ରାସ ପାଇ ଥିବାର ଦେଖିବା ପାଇଁ ମିଳିଛି ,ସକାଳେ MCX ରେ କାରବାର 0.72 ପ୍ରତିଶତ ହ୍ରାସ ପାଇ ଥିବା ବେଳେ ସୁନା ବର୍ତମାନ ସମୟ ରେ ପ୍ରତି 10 ଗ୍ରାମ୍ କୁ 51526 ଟଙ୍କା ରେ ପହଁଚିଛି ।
ସେହି ପରି ବେଳେ ରୂପା ଦର ରେ 2.0 ପ୍ରତିଶତ ହ୍ରାସ ପାଇଁ ପ୍ରତି କିଲୋ ଗ୍ରାମ୍ କୁ 61368 ଟଙ୍କା ରହି ଥିବା ର ଜଣା ପଡିଛି , ସେମିତି ରେ ବନ୍ଧୁଗଣ ଅନ୍ୟାନ ସ୍ଥାନ ରେ କେଉଁ ପରି ହ୍ରାସ ପାଇଛି ତାହାର ବିବରଣୀ ଜାଣନ୍ତୁ ,ପୂର୍ବ ଦିନ ବାଣିଜ୍ୟ ରେ ଏହା 10 ଗ୍ରାମ୍ ପିଛା 50903 ଟଙ୍କା ହୋଇ ଥିବା ବେଳେ ପୂର୍ବ ବାଣିଜ୍ୟ ଅଧିବେଶନ ରେ 60 ହଜାର 180 ଟଙ୍କା ତୁଳନା ରେ ରୂପା ମୂଲ୍ୟ କୁ 2 ହଜାର ଟଙ୍କା ହ୍ରାସ କରି 58 ହଜାର 99 ଟଙ୍କା ହ୍ରସ ପାଇଛି । ସେମିତି ରେ ବର୍ତମାନ ସମୟ ରେ ଷ୍ଟୋକ୍ ମାର୍କେଟ୍ ଏବଂ କମ୍ୟୁନିଟି ମାର୍କେଟ୍ ମାନଙ୍କ ରେ ଏହି ମୂଲ୍ୟ ର ଦର କମି ଜାଇ ଥିବା ବେଳେ ଆଗାମୀ ଦିନ ରେ ସବୁ ଗହଣା ଦୋକାନ ମାନଙ୍କ ରେ ଏହି ସବୁ ଧାତୁ ଉପରେ ସୁଲଭ ମୂଲ୍ୟ ଆପଣ ମାନେ ପାଇ ପାରିବେ ।
ସେହି ପରି ମୁମ୍ବାଇ 22 କେରେଟ୍ ସୁନା ର ଦାମ୍ 464084 ଟଙ୍କା ରହି ଥିବା ଜଣା ପଡିଛି ,ବନ୍ଧୁଗଣ ଆପଣ ମାନଙ୍କୁ ଜଣେଇ ଦେବୁ କି ଏହାକୁ ନେଇ ଏକ୍ସପୋର୍ଟ ମାନଙ୍କ ମିଳି ଥିବା ନୂଆ ଗଣନା ଅନୁସାରେ ଏହି ଦର ଆଗାମୀ ସମୟ ରେ ଆହୁରୀ ବି ହ୍ରାସ ପାଇବା ପାଇଁ ଜାଉଛି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।