ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦିଅନ୍ତି ( ୮ଟି ସଙ୍କେତ )

god

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ କହିଛନ୍ତି କି ଖରାପ ସମୟ ଆସିବା ପୁର୍ବ ରୁ ମଣିଷ କୁ ଏହି 8 ଟି ସଂଙ୍କେତ ମିଳିଥାଏ ଯଦି ମନୁଷ୍ୟ ଙ୍କ ଜୀବନ ରେ ଏହି ଘଟଣା ମାନ ଘଟୁ ଅଛି ତେବେ ସାବଧାନ ହୋଇଯିବା ଆବଶ୍ୟକ ନହେଲେ ଆଗକୁ ଆସୁଥିବା ଖରାପ ସମୟ ତାର ଜୀବନ କୁ ବର୍ବାଦ କରି ପାରେ ଶ୍ରୀକୃଷ୍ଣ କହିଛନ୍ତି କି ଭଲ ଏବଂ ଖରାପ ସମୟ ଏକ ଚକ୍ର ପରି ଘୋରିଥାଏ ଏବଂ ଏହା ନିରନ୍ତର ମନୁଷ୍ୟ ର ଜୀବନ ରେ ଗୋଟେ ପରେ ଗୋଟେ ଆସି ରହିଥାଏ ଏଥି ପାଇଁ ଭଲ ଏବଂ ଖରାପ ସମୟ ଏହି 2 ଟି କୁ ମନୁଷ୍ୟ କୁ ସେବନ କରିବା ଦରକାର ସର୍ବଦା ହିଁ ଇଶ୍ୱର ଙ୍କ ଭକ୍ତି ରେ ରହିବା ଦରକାର ଏବଂ ଭଲ ସମୟ ରେ ଇଶ୍ୱର ଙ୍କୁ ଭୁଲିବା ଅନୁଚିତ ଏବଂ ଖରାପ ସମୟ ରେ ଇଶ୍ର ଙ୍କ ନିନ୍ଦା ନ କରିବା ଉଚିତ ବାସ୍ତୁ ଶାସ୍ତ୍ର ଅନୁସାରେ ଆମ ଘର ର କିଛି ବସ୍ତୁ ଅଛି ଯିେ କି ଖରାପ ସମୟ ଆସିବା ପୁର୍ବ ରୁ ଆମକୁ ସଂଙ୍କେତ ଦବାକୁ ଲାଗିଥାଏ କାରଣ ବାସ୍ତୁ ଅନୁସାରେ ଏହି ସବୁ ଜିନିଷ ରେ ଏକ ପ୍ରକାର ଉର୍ଜା ରହିଥାଏ ଯାହା ଆମ ଆଚରଣ ଦ୍ୱାରା ପ୍ରବାବିତ ହୋଇଥାଏ ।krishan

ନିଶା ନେବା କ୍ଲେଶ କରିବା ଚୋରି କରିବା ମିଛ କହିବା ଏବଂ ସ୍ତ୍ରୀ ଅପହରଣ ଆଦି ଏହି ପ୍ରକାର ର ଦୁଷ୍କର୍ମ କାରଣ ରୁ ଘରେ ବାସ୍ତୁ ଦୋଷ ନିର୍ମାଣ ହୋଇଥାଏ ଯାହା ଦ୍ୱାରା ପରିବାର ଉପରେ ସଂଙ୍କଟ ଆସିଥାଏ ଏଥି ପାଇଁ ଆଜି ଆପଣ ମାନଙ୍କୁ ଜଣାଇବୁ କି ଏମିତି କେଉଁ ଜିନିଷ ଅଛି ଯାହା ଖରାପ ସମୟ ଆସିବା ପୁର୍ବ ରୁ ଆମକୁ ସଂଙ୍କେତ ଦେଇଥାଏ ଯଦି ଆପଣ ଙ୍କୁ ଜୀବନ ରେ ଖରାପ ସମୟ ଆସିବାକୁ ଲାଗିଥାଏ ତେବେ ଆପଣ ଙ୍କୁ ଏହା ପାଇଁ ସାବଧାନ ରହିବା ଉଚିତ ଏବଂ ଇଶ୍ୱର ଙ୍କ ଭକ୍ତି ରେ ଲିନ ରହି ଖରାପ ସମୟ କୁ ବି ଭଲ ସମୟ ରେ ପରିଣତ କରି ପାରିବେ ।khana

ଆସନ୍ତୁ ଜାଣିବା କଣ ସେହି ସବୁ ସଂଙ୍କେତ ଗୁଡିକ ତେବେ ପ୍ରଥମେ ରହିଛି ତୁଳସୀ ଗଛ ଏହା ଆମକୁ ଖରାପ ସମୟ ଆସିବା ଆଗରୁ ସୁଚାଇ ଦେଇଥାଏ ଏହି ଗଛ ବହୁତ ସମ୍ବେଦନଶୀଳ ଅଟେ ଏହା କୁ ହିନ୍ଦୁ ଧର୍ମ ରେ ବହୁତ ପବିତ୍ର ବୋଲି ମାନା ଯାଇଥାଏ ତୁଳସୀ ମାତା ଯେଉଁ ଘରେ ସର୍ବଦା ରହିଥାଏ ସେହି ଘରେ ସର୍ବଦା ସୁଖ ଶାନ୍ତି ବନି ରହିଥାଏ କିନ୍ତୁ ଯଦି ତୁଲସୀ ମାତା କୈମସି କାରମ ଯୋଗୁଁ ଶୁଖିବାକୁ ଲାଗିଯାଏ ପରିବାର ଉପରେ ସଂଙ୍କଟ ର ସଂଙ୍କେତ ଦେଇଥାଏ ସେଥି ପାଇଁ ତୁଳସୀ ମାତା ଙ୍କୁ ପ୍ରତ୍ୟେକ ଦିନ ଜଳ ଅର୍ପମ କରିବା ଉଚିତ ଏବଂ ତାଙ୍କର ପୁଜା କରନ୍ତୁ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *