ଆଜି ଓ କାଲି ଏହି ଜିଲ୍ଲାରେ ବର୍ଷା ଢ଼ାଳିବା ଦେଖନ୍ତୁ | ହେବ ପ୍ରବଳ ଶୀତ

barshaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଏବେ ଏବେ ପାଣିପାଗ ବିଭାଗ ପକ୍ଷରୁ କିଛି ନୂଆ ରିପୋଟ୍ ଜାରି ହୋଇଛି ଆଜି ଓ କାଲି ବର୍ଷା ମଧ୍ୟ ଲାଗି ରହିବ ତେବେ କେଉଁ ଜିଲ୍ଲା ମାନଙ୍କରେ ବର୍ଷା ଲାଗି ରହିବ କଣ ରହିଛି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଆମେ ଜାଣିବା । ଆଜି ଓ କାଲି ରାଜ୍ୟର କେତକ ଜାଗାରେ ଘଡଘଡି ସହ ବର୍ଷା ହୋଇପାରେ , ଏହା ପରେ ରାଜ୍ୟରେ ଶୀତର ପ୍ରକୋପ ପୁଣି ବଢିବା ସମ୍ଭାବନା ରହିଛି , ତେବେ କେଉଁ ଜିଲ୍ଲା ମାନଙ୍କ ରେ ବର୍ଷା ଜାରି ରହିବ ଚାଲନ୍ତୁ ଜାଣିନେବା ।

rain

ଶୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିଦେର୍ଶକ ଡକ୍ଟର ସରଜ୍ ସାହୁ ଙ୍କ କହିବା ଅନୁଯାଇ ବାୟୁ ମଣ୍ଡଳ ଉପରି ଭାଗରେ ପଶ୍ଚିମ ରୁ ପୂର୍ବ ପର୍ଯ୍ୟନ୍ତ ଏକ ଟର୍ଫ ଲାଇନ୍ ଲମ୍ବିଛି ଏହା ସହ ବଙ୍ଗପ ସାଗର ଉପରେ ଏକ ଗୁରୁଚାପ ଥିବାରୁ ରାଜ୍ୟକୁ ଜଳିୟ ବାସ୍ପ ଆସୁଛି , ଏହା ପ୍ରଭାବରେ ଶୁକ୍ରବାର ରାତି ଓ ଶନିବାର ରାଜ୍ୟରେ ଘଡଘଡି ସହ ବର୍ଷା ହୋଇପାରେ , ଆଉ ଏହି ବର୍ଷା ଛାଡିବା ପରେ ରାଜ୍ୟରେ ରାତି ତାପମାତ୍ରା ପୁଣି କମିବ ଆଉ ଶୀତ ପ୍ରକୋପ ମଧ୍ୟ ବଢିବ ।

ଏହା ପରେ ଆସନ୍ତା 5 ତାରିଖ ବେଳକୁ ଆଉ ଏକ ଟର୍ଫ ଲାଇନ୍ ସମ୍ଭାବନା ରହିଛି ଏହା ପ୍ରଭାବରେ ବର୍ଷା ମଧ୍ୟ ହୋଇପାରେ ଯଦି ଏମିତି ହେବ ତେବେ ବର୍ଷା ପରେ ପୁଣି ଶୀତ ମଧ୍ୟ ବଢିବ , ଆଞ୍ଚଳିକ ପାଣିପାଗ ବିଭାଗ କହିଛି ରାଜ୍ୟରେ ଏବେ ଶୀତ ପ୍ରକପ କମିଛି ସର୍ବନିମ୍ନ ତାପମାତ୍ରା 13 ଡିଗ୍ରୀ ସେଲସିଏସ୍ ଅଚି , ଆଜି ସକାଳେ ମୟୁରଭଞ୍ଜ , କରାପୁଟ , ରାୟଗଡା ନବରଙ୍ଗପୁର , କଳାହାଣ୍ଡି , କନ୍ଦମାଲ ଏବଂ ନୟାଗଡ ରେ ମଧ୍ୟମ ଧରଣର କୁହୁଡି ର ସମ୍ଭାବନା ଅଛି ।

ku

ତେବେ ଶନିବାର ସୁନ୍ଦରଗଡ , ଝାଡୁସଗୁଡା , କେଉଁଝର , ମୟୁରଭଞ୍ଜ , ବାଲେଶ୍ୱର ରେ ହାଲକା ବର୍ଷା ହୋଇପାରେ , ବାକି ଅଞ୍ଚଳରେ ପାଗ ମଧ୍ୟ ସୁଖିଲା ରହିବ । ତେବେ ଶନିବାର ରାତି ଓ ଶନିବାର ସକାଳେ ସୁନ୍ଦରଗଡ , ଝାଡୁସଗୁଡା , କେଉଝର , ମୟୁରଭଞ୍ଜ , ଅନୁଗୁଳ ରେ ଘନ କୁହୁଡି ଆସଙ୍କ ରହିଛି , ପରବର୍ତ୍ତି ଦୁଇଦିନ ପର୍ଯ୍ୟନ୍ତ ରାଜ୍ୟରେ ଘନ କୁହୁଡି ରହିବ ଏବଂ ଆସନ୍ତା 3 ଦିନ ଜାଏ ରାତି ତାପମାତ୍ରାରେ ବିଶେଷ ପରିବର୍ତନ ହେବନାହିଁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *