ମଞ୍ଜରୀ ଟିଭି ର ସବୁଠୁ ଧନୀ ହିରୋଇନ କିଏ ଏବେହିଁ ଜାଣନ୍ତୁ ।

majare

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ମଞୁରୀ ଟିଭି ରେ ପ୍ରସାରିତ ହେଉ ଥିବା ସିରିଏଲ ମାନଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖୁ ଥିବେ ସେମିତି ରେ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ସେହି ମଞୁରୀ ଟିଭି ରେ ପ୍ରସାରିତ ହେଉ ଥିବା ସିରିଏଲ ର ହୋଇଇନ୍ ମାନଙ୍କ ମଧ୍ୟ ରୁ ସବୁଠୁ ଧନୀ ହିରୋଇନ୍ କିଏ ଏହି ବିଷୟ ରେ ଜାଣିବା ପାଇଁ ହେଲେ ଆପଣ ମାନେ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ ଜାଣି ପାରିବେ । ଏହି ଠାରେ 4 ନମ୍ବର ରେ ଆସୁଛନ୍ତି କୁକିଜ୍ ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ନଣନ୍ଦ ପୁଟୁଳୀ ସିରିଏଲ ରେ ନିଶ୍ଚିତ ଭାବେ ଦେଖୁ ଥିବେ ତାଙ୍କର ଜବର୍ଦୋସ୍ତ ଅଭିନୟ ବି ଆପଣ ମାନେ ବହୁତ ଭଲ ଭାବେ ଦେଖୁ ଥିବେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 80 ଲକ୍ଷ୍ୟ ରୁ ଉର୍ଦ୍ଦ ଏହା ପରେ ରହିଛନ୍ତି ଇପ୍ସିତା ଙ୍କୁ ଆପଣ ମାନେ ବହୁତ ସାରା ସିରିଏଲ ରେ ନିଶ୍ଚିତ ଭାବେ ଦେଖି ଥିବେ ।kukis

ତେବେ ବର୍ତମାନ ସମୟ ରେ ବୋହୁ ଆମର NRI ସିରିଏଲ ରେ ଅଭିନୟ କରୁ ଥିବା ବେଳେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 13 କୋଟି ଟଙ୍କା ଏହା ପରେ ରହିଛନ୍ତି ଶ୍ରଦ୍ଧା ଆପଣ ମାନେ ଏହି ଅଭିନେତ୍ରୀ ଙ୍କ ଅଭିନୟ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ ତେବେ ଶ୍ରଦ୍ଧା ଙ୍କ ସଂମ୍ପତୀ ର ମୂଲ୍ୟ ହେଲା 4 କୋଟି ଏବଂ ପ୍ରଥମ ରେ ରହିଛନ୍ତି ନିକିତା ଶିଶୁ କଳାକାର ଭାବେ ଓଲିଉଡ ରେ ପାଦ ଦେଇ ଥିବା ନିକିତା ଙ୍କ ଅଭିନୟ କୁ ଆପଣ ମାନେ ନିଶ୍ଚିତ ଭାବେ ଦେଖି ଥିବେ ।sradha

ଏବଂ ବର୍ତମାନ ସମୟ ରେ ମଞୁରୀ ରେ ଆପଣ ମାନେ ତାଙ୍କୁ ଦେଖିବା ପାଇଁ ପାଉ ଥିବେ ତେବେ ତାଙ୍କର ସଂମ୍ପତୀ ର ମୂଲ୍ୟ ହେଲା 7 କୋଟି ଟଙ୍କା ସେମିତି ରେ ଆପଣ ମାନଙ୍କୁ କେଉଁ ଅଭିନେତ୍ରୀ ଙ୍କ ଅଭିନୟ ଅଧିକ ବଳ ଲାଗେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *