କେଉଁ ଓଡିଆ ହିରୋଇନ କେଉଁ ପର୍ଯ୍ୟନ୍ତ ପଢିଛନ୍ତି ଏବେ ହିଁ ଜାଣନ୍ତୁ । ଅର୍ଚିତା ତ..

heroin

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଆମର ଓଲିଉଡ ଇଣ୍ଡଷ୍ଟ୍ରୀ ର ହିରୋଇନ୍ ମାନଙ୍କ ବିଷୟ ରେ ଜାଣି ଥିବେ ଏବଂ ଆମର ଓଡ଼ିଆ ଫିଲ୍ମ କୁ ବି ଆପଣ ମାନେ ନିଶ୍ଚିତ ଭାବେ ପସନ୍ଦ କରୁ ଥିବେ , ସେମିତି ରେ ଆପଣ ମାନେ ଆପଣ ମାନେ ସବୁ ସମୟ ରେ ଆମକୁ କମେଣ୍ଟ କରନ୍ତି କି ଆମର ଓଲିଉଡ ହିରୋଇନ୍ ମାନଙ୍କ ଶିକ୍ଷା ଗତ ଯୋଗ୍ୟତା କେତେ ବୋଲି ତେବେ ଆମେ ଆଜି ଆପଣ ମାନଙ୍କୁ ଓଲିଉଡ ର କିଛି ଅଭିନେତ୍ରୀ ଙ୍କ ବିଷୟ ରେ କହିବୁ ଏବଂ ସେମାନଙ୍କ ଶିକ୍ଷ୍ୟାଗତ ଯୈଗ୍ୟତା ବିଷୟ ରେ କହିବୁ ,ତେବେ ଆସନ୍ତୁ ଜାଣିନେବା ତେବେ ଏଠାରେ ପ୍ରଥମ ନମ୍ବର ରେ ରହିଛନ୍ତି ଭୂମିକା ଦାସ୍ ସେ +2 ସାଇନ୍ସ ପଢୁଛନ୍ତି ଭୂମିକା ଙ୍କ ସ୍କୁଲ ଅତିବାହିତ ହୋଇଛି DAV ପବ୍ଲିକ୍ ସ୍କୁଲ ରେ ଭୂବନେଶ୍ୱର ରେ ଏହା ପରେ ରହିଛନ୍ତି ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସେ ହେଲେ ଜଣେ ବେଙ୍ଗଲୀ ନାୟିକା ତାଙ୍କର ଶିକ୍ଷାଗତ ଯୈଗ୍ୟତା ହେଲା ସେ ଇଂରାଜୀ ଅନର୍ସ ରେ ଗ୍ରାଜୁଏସନ କମ୍ପଲିଟ୍ କରିଛନ୍ତି ।bhumaka das

ଏହା ପରେ ରହିଛନ୍ତି ପ୍ରକୃତି ମିଶ୍ର ଅନେକ ଓଡ଼ିଆ ଫଲ୍ମ ରେ କାମ କରିବା ସହିତ ବଲିଉଡ ରେ ଅନେକ ସିରିଏଲ ରେ କାମ କରି ଥିବା ବେଳେ ତାଙ୍କର ଶିକ୍ଷାଗତ ଯୈଗ୍ୟତା ହେଲା ସ୍କୁଲ ର କଥା କହିବା ଭେଙ୍କେଟେଶ୍ୱର ଇଂରାଜୀ ମିଡିୟମ୍ ଭୂବନେଶ୍ୱର ଠାରେ ଏବଂ ପରେ ପରେ ସେ କମର୍ସ ରେ ରମାଦେବୀ ଉମେନ୍ସ କଲେଜ୍ ରେ ଡୀଗ୍ରୀ ହାସଲ କରିଛନ୍ତି , ସେହି ପରି ସୀତଲ ପାତ୍ର ଙ୍କ ଶିକ୍ଷାଗତ ଯୈଗ୍ୟତା ଉପରେ ନଜର ପକେଇବେ ସେ ଗ୍ରାଜୁଏସନ କମ୍ପଲିଟ୍ କରିଛନ୍ତି ,sital

ଏହା ପରେ ବର୍ଷା ପ୍ରିୟଦର୍ଶନୀ ଙ୍କ ଶିକ୍ଷାଗତ ଯୈଗ୍ୟତା କଥା କହିବା ତେବେ ସେ ବି ମଧ୍ୟ ଗ୍ରାଜୁଏସନ କମ୍ପଲିଟ୍ କରିଛନ୍ତି କଟକ ରେ ଏକ ଗୋରେଇ ସ୍କୁଲ ରୁ ପାଠ ପଢା ଆରମ୍ଭ କରିଥିଲେ ସେ , ସେହି ପରି ଏଲିନା ସାମନ୍ତ ରାୟ ଙ୍କ ବିଷୟରେ କହିବୁ ତେବେ ସେ ଏମେ ପୂରଣ କରିଛନ୍ତି , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *