ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଯଦି ଆପଣଙ୍କୁ ଅଧ ରାତିରେ ପରିଶ୍ରା ଲାଗୁଛି ତେବେ ଆପଣ କିଛି ସାବଧାନତା ଅବଲବନ କରନ୍ତ ଯାହା ଆପଣ ନିହାତି କରିବା ଦରକାର ତେବେ ଆସନ୍ତୁ ଜାଣିବା ସେହିଁ ବ୍ୟକ୍ତ ବିସୟରେ । ପ୍ରତେକ ମଣିଷ ନିୟମିତ ଉଚିତ୍ ମାତ୍ରା ରେ ପାଣି ପିଇବା ନିହାତି ଜରୁରି ଅଟେ ଏବଂ ଏକାଥା ଆମେ ସମସ୍ତେ ଜାଣିଛେ ଏହି ପାଣି ସଠକ୍ ମାତ୍ରାରେ ପରିଇଲେ ଆମର ସ୍ୱାସ୍ଥକୁ ବହୁତ ମାତ୍ରାରେ ଲାଭ ମିଳିଥାଏ ଏବଂ ଏହା ସହିତ ମଧ୍ୟ ପରିଶ୍ରା କରିବା ମଧ୍ୟ ଆମର ସ୍ୱାସ୍ଥ ପାଇଁ ବହୁତ ଭଲ କାର୍ଯ୍ୟ ଅଟେ କିନ୍ତୁ କଣ ଆପଣ ଜାଣିୁଛନ୍ତି ଆପଣ ସବୁବେଳେ ପ୍ରାୟତ ଆପଣ ଏହି କଥାର ଧ୍ୟାନ ଦେଇ ନଥିବେ ଯେ ଆମେ ଅଧ ରାତିରେ ପରିଶ୍ରା କାହିକି କରିଥାଉ ତେଣୁ ଆମେ ଏହିଠାରେ କହିଁ ରଖୁଛୁ ଯେ ଆମର ଆଖି ରାତିରେ ଖଲୁ ଖଲୁ ତୁରନ୍ତ ପରିଶ୍ରା ଲାଗିବା ଆରମ୍ଭ ହୋଇଯାଏ କିନ୍ତୁ ଏହିଠାରେ ଜାଣି ରଖନ୍ତୁ ଯେ ଅତ୍ୟଧିକ ପରିଶ୍ରା ଲାଗିବା ମଧ୍ୟ ଆପଣଙ୍କର ଶରୀର ପାଇଁ ଭଲ ନୁହେ ଏବଂ କମ ଆସିବା ମଧ୍ୟ ଭଲ ନୁହେ ।
ତେବେ ଆସନ୍ତୁ ଜାଣିବା ଯେ ଆମକୁ ଅଧ ରାତିରେ ପରିଶ୍ରା କଣ ପାଇଁ ଲାଗେ ଏବଂ ଏହା ଆମର ସ୍ୱାସ୍ଥ ପାଇଁ ଭଲ ନା ଖରାପ । ଯଦି ରାତିରେ ପରିଶ୍ରା ଲାଗୁଛି ତେବେ ଆମେ କଣ କରିବା ଦରକାର ବନ୍ଧୁଗଣ ଯଦି ଆମେ ଡାକ୍ତରଙ୍କ କଥା କହିବା ତେବେ ଡାକ୍ତରଙ୍କ କହିବା ଅନୁଯାଇଁ ଯେତେବେଳେ ଆମକୁ ପରିଶ୍ରା ଲାଗେ ତେବେ ସେହିଁ ପରିଶ୍ରା ଜରିଆରେ ଆମର ଶରୀରରେ ରହିଥିବା ବିସାକ୍ତ ପଦାର୍ଥ ଇବ ଏବଂ ହାନି କାରକ ପଦାର୍ଥ ବାହାରକୁ ଆସିଥାଏ ଯାହା ଦ୍ୱାରା ଆମର ଶରୀର ସୁସ୍ଥ ରହିଥାଏ ଏବଂ ରୋଗ ଠାରୁ ମଧ୍ୟ ଦୁରେଇ ରହିଁଥାଏ ।
କିନ୍ତୁ କଣ ଆପଣ ଜାଣିଛନ୍ତି ଯେ ବ୍ୟକ୍ତିକୁ କାହିଁକି ଅଧ ରାତିରେ ପରିଶ୍ରା ଲାଗେ ତେବେ ଆସନ୍ତୁ ଏହା ମଧ୍ୟ ଜାଣିନେବା , ବନ୍ଧୁଗଣ ଯଦି କୈଣସି ବ୍ୟକ୍ତି ରାତିରେ ଶୋଇଲା ବେଳେ ବହୁତ ଅଧିକା ପାଣି ପିଇନିଏ କିମ୍ବା ବହୁତ ଯଦି ତରଳ ପଦାର୍ଥ ର ସେବନ କରିନିଏ ତେବେ ନିହାତି ଭାବରେ ରାତିରେ ଅଧ ରାତିରେ ପରିଶ୍ରା ଲାଗେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।