ଜନ୍ମ ବାର ଦେଖି ଜାଣନ୍ତୁ ନିଜର ସ୍ଵାଭାବ, ବ୍ୟକ୍ତିତ୍ବ ଏବଂ ଚରିତ୍ର ବିଷୟରେ | ବ୍ୟକ୍ତି କେଉଁ ବାରରେ ଜନ୍ମ ହେଲେ କଣହୁଏ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କୁ ଜନ୍ମ ବାର ଦେଖି ବ୍ୟକ୍ତି ର ସ୍ୱଭାବ ବିଷୟ ରେ କହିବା ପାଇଁ ଚାହିଁବୁ ଏମିତି ବେଳେ ଆମ ମାନଙ୍କ ହସ୍ତ ରେଖା ଉପରେ ନିର୍ଭର କରିବା ପାଇଁ ପଡେ ହେଲେ , ହେଲେ ବିଦ୍ୱାନ ମାନଙ୍କ ମତ ରେ ଜନ୍ମ ବାର ରୁ ବି ବ୍ୟକ୍ତି ମାନଙ୍କ ବିଷୟ ରେ ବହୁତ କିଛି ଜାଣି ହୋଇ ଥାଏ , ତେବେ ଆସନ୍ତୁ ଜାଣି ନେବା କେଉଁ ବାର ରେ ଜନ୍ମ ହେଲେ ବ୍ୟକ୍ତି ମାନଙ୍କ ଶ୍ୱଭାବ କେମିତି ହୋଇ ଥାଏ ସେହି ବିଷୟ ରେ ଆପଣ ମାନଙ୍କ ସହିତ ଏଠାରେ ଆଲୋଚନା କରିବା ତେବେ ପ୍ରଥମେ ରହିଛି ରବିବାର ରେ ଜନ୍ମିତ ବ୍ୟକ୍ତି ଏମାନେ ଭଗବାନ ଙ୍କ ଉପରେ ଗଭୀର ବିଶ୍ୱାସ ରଖନ୍ତି , ଏମାନେ ସବୁ ସମୟ ରେ ଦାନ ପରି ପୂର୍ଣ୍ଣ୍ୟ କାମ କରିବା ପାଇଁ ପସନ୍ଦ କରନ୍ତି ଏହା ସହିତ ଏମାନେ ଶକ୍ତିଶାଳୀ ଏବଂ ଚାଲାଖ୍ ଶ୍ୱଭାବ ର ହୋଇ ଥାନ୍ତି ।di

ସେହି ପରି ସୋମବାର ଦିନ ଜନ୍ମିତ ହୋଇ ଥିବା ବ୍ୟକ୍ତି ମାନେ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥାନ୍ତି ଏମାନଙ୍କ ମନ ନିର୍ମଳ ହୋଇ ଥାଏ ଏମାନେ ସବୁ ସମୟ ରେ ମିଠା କଥା କହି ସମସ୍ତ ଙ୍କ ମନ କୁ ଜିଣି ନେଇ ଥାନ୍ତି , ଏମାନଙ୍କ ଜିବନ ସୁଖ ମୟ ଏବଂ ଶାନ୍ତି ପୂର୍ଣ୍ଣ ହୋଇ ଥାଏ ସେହି ପରି ମଙ୍ଗଳବାର ଦିନ ଜନ୍ମିତ ବ୍ୟକ୍ତି ମାନେ ଶ୍ୱଭାବ ରେ ସାଧାରଣ ଶକ୍ତ ହୋଇ ଥାନ୍ତି ଏମାନେ କେବେ ବି ଶୀଘ୍ର କାହା ଉପରେ ବିଶ୍ୱାସ କରନ୍ତି ନାହିଁ ମିଛ କହୁ ଥିବା ଲୋକ ମାନଙ୍କୁ ଏମାନେ କେବେ ବି ପସନ୍ଦ କରନ୍ତି ନାହିଁ ସେହି ପରି ବୁଧବାର ଦିନ ଜନ୍ମିତ ବ୍ୟକ୍ତି ମାନେ ଶିକ୍ଷା କ୍ଷେତ୍ର ରେ ବହୁତ ଆଗକୁ ଜାଇ ଥାନ୍ତି , କାରଣ ଏମାନଙ୍କ ଉପରେ ମାତା ଶରସ୍ୱତୀ ଙ୍କ ଆଶ୍ରୀବାଦ ବହୁତ ପରିମାଣ ରେ ରହି ଥାଏ ,b

ଏମାନେ ଦେଖିବା ପାଇଁ ସୁନ୍ଦର ହେବା ସହିତ ଏମାନଙ୍କ ହୃଦୟ ବହୁତ କୋମଳ ହୋଇ ଥାଏ । ସେହି ପରି ଗୁରୁବାର ଦିନ ଜନ୍ମିତ ବ୍ୟକ୍ତି ମାନଙ୍କୁ ସର୍ବଗୁଣ ସଂମ୍ପର୍ଣ୍ଣା ବୋଲି କୁହା ଜାଇ ଥାଏ ଏମାନେ ଶିକ୍ଷା କ୍ଷେତ୍ର ରେ ଉନ୍ନତି କରିବା ସହିତ ସବୁ କାର୍ଯ୍ୟ ରେ ସଫଳ ହୋଇ ଥାନ୍ତି । ଏମାନଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କର ଆଶ୍ରୀବାଦ ରହି ଥାଏ ସ ଶୁକ୍ରବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନେ ଚଞ୍ଚଳ ସ୍ୱଭାବ ର ହୋଇ ଥାନ୍ତି ଏମନେ ମୈଜ୍ ମସ୍ତି କରିବା ପାଇଁ ପସନ୍ଦ କରନ୍ତି ଏହା ସହିତ ଏମାନେ ବିଳାସ ମୟ ଜିବନ ଜାପନ କରନ୍ତି ,c

ସେହି ପରି ଶନିବାର ରେ ଜନ୍ମ ହୋଇ ଥିବା ବ୍ୟକ୍ତି ମାନଙ୍କ ଉପରେ ଭଗବାନ ଶନି ଙ୍କ କୃପା ସବୁ ବେଳେ ରହି ଥାଏ ଏମାନେ ଶ୍ୱଭାବ ରେ ରାଗି ହୋଇ ଥିଲେ ମଧ୍ୟ ନିଜସ୍ୱ ପରିଚୟ ସୃଷ୍ଟି କରିବା ପାଇଁ ଏମାନେ ପସନ୍ଦ କରନ୍ତି ତେବେ ବନ୍ଧୁଗଣ ଆପଣ ମାନଙ୍କୁ ନିଶ୍ଚିତ ଭାବେ ସୂଚନା ମିଳି ସାରି ଥିବ ଏହି ବିଷୟ ରେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *