ଭୟାନକ ବର୍ଷା ସହ ଆଗକୁ ଆସୁଛି ପ୍ରବଳ ଶୀତ । ଏହି ସବୁ ଅଞ୍ଚଳରେ ହେବ

rain

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଣିପାଗ ବିଭାଗ ର ବଡ ସୂଚନା ଥଣ୍ଡା ବଢେଇବ ବର୍ଷା ତେବେ ଆଗାମୀ ସମୟ ରେ ଆସୁଛି ପ୍ରବଳ ବର୍ଷା ତେବେ ଏହି ନେଇ ଆସନ୍ତୁ ଜାଣି ନେବା କଣ ରହିଛି ଆଞ୍ଚଳିକ ପାଣିପାଗ ବିଭାଗ ର ସୂଚନା ଏବେ ତମାମ୍ ଦେଶ ରେ ଶୀତ ର ଲହରରୀ ଜାରି ରହିଛି ଖାସ୍ କରି ଭାରତ ରେ କହଲା ପବନ ପାଇଁ ସାରା ଭାରତ ରେ ସାଧାରଣ ଜିବନ ପ୍ରଭାବିତ ହୋଇଛିି ପାର୍ବତ୍ୟ ଅଞ୍ଚଳ ରେ ତୁସାର ପାତ ଯୋଗୁଁ ବର୍ତମାନ ସମୟ ରେ ତାପମାତ୍ରା ହ୍ରାସ ପାଉଛି ଯେଉଁ କାରଣ ପାଇଁ ବର୍ତମାନ ସମୟ ରେ ଲୋକ ମାନେ ଥଣ୍ଡା ଏବଂ ଶୀତ ର ପ୍ରଭାବିତ ହେଉଛନ୍ତି ସେପଟେ ତାପମାତ୍ରା ହ୍ରାସ ପାଇଁ ଦେଶ ର କେତେକ ସ୍ଥାନ ରେ ବର୍ଷା ର ପ୍ରଭାବ ବି ଦେଖିବା ପାଇଁ ମିଳିଛି ଏବଂ ମିଳି ଥିବା ସୂଚନା ଅନୁସାରେ ଦକ୍ଷିଣ ଭାରତ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।cold

ତାମିଲନାଡୁ ସହିତ କେରଳ ଅନ୍ତର୍ଭୁକ୍ତ ଅଞ୍ଚଳ ରେ ଏହି ଦିନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ଯୋଗୁଁ ଏହି ଦିନ ରେ ଶୀତ ର ପ୍ରଭାବ କିଛି ଅଧିକ ପରିମାଣ ରେ ଦେଖିବା ପାଇଁ ମିଳିବ ଏବଂ ଏହା ସହିତ ଏହି ଦିନ ରେ ରାଜସ୍ତାନ ର ଅନେକ ଅଞ୍ଚଳ ମାନଙ୍କ ରେ ଶୀତ ର ପ୍ରଭାବ ଦେଖିବା ପାଇଁ ମିଳିବ , ଏମିତି ରେ ବର୍ତମାନ ସମୟ ରେ ଭାରତ ର ବିଭିନ୍ନ ସ୍ଥାନ ରେ ଶୀତ ର ଲହରୀ ଜାରି ରହି ଥାନ୍ତି ଦକ୍ଷିଣ ର କିଛି ରାଜ୍ୟ ମାନଙ୍କ ରେ ବର୍ଷା ହେବ ଏହାହର କାରଣ ହେଲା ଶ୍ରୀ ଲଙ୍କା ଉପକୂଳ ରେ ସାଇକ୍ଲୋନିକ୍ ପ୍ରଚୁର ହେତୁ ଏହି କାରଣ ରୁ ତାମିଲ ନାଡୁ , ପୁ଼ଢୁ ଚେରୀ ଅରାଇକାଲ , ମେହେର ଏବଂ କେରଳ ରେ ଏହି ସବୁ ପରିସ୍ଥିତି ସୃଷ୍ଟି ହେବାର ବହୁତ ପରିମାଣ ରେ ଆଶଂକା ରହିଛି ।rain

ଏହିଥି ପାଇଁ ପାଣି ପାଗ ବିଭାଗ ଅନେକ ଅଞ୍ଚଳ ପାଇଁ ୟୋଲ ୱାର୍ଣ୍ଣିଂ ଜାରି କରିଛି କାଶ୍ମିର ଶ୍ରୀନଗର ତାପମାତ୍ରା 0 ଡୀଗ୍ରୀ ରୁ 0.2 ଡୀଗ୍ରୀ ରେକର୍ଡ କରା ଜାଇଛି ଜାହା ଗତ କାଲି ରାତି ରେ -06 ଡୀଗ୍ରୀ ରହି ଥିଲା ତେବେ ବନ୍ଧୁଗଣ ଏହା ଥିଲା କିଛି ପାଣିପାଗ ଭିଭାଗ ର ସୂଚନା ଜାହା ଆପଣ ମାନଙ୍କ ପାଇଁ ବହୁତ ସୂଚନା ଯୋଗ୍ୟ ଅଟେ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *