ପିଆଜକୁ ଏହି ପ୍ରକାରରେ ଖାଆନ୍ତୁ, ଅର୍ଶ [PILES] ଶୁଖିକି ଝଡ଼ିଯିବ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ଅର୍ସ ବା ପାୟେଲ୍ସ ଗୋଟିଏ ଏମିତି ରୋଗ ଅଟେ ଜାହା କୈଣସି ବି ବୟସ ର ଲୋକ ମାନଙ୍କୁ ହୋଇ ପାରେ ଯେଉଁ ଲୋକ ମାନଙ୍କୁ କବଜ ଏବଂ ପେଟ ଖରାପ ଭଳି ସମସ୍ୟା ରହିଛି ଏମିତି ଲୋକ ମାନଙ୍କୁ ଏହି ଅର୍ସ ହେବାର ଅଧିକ ସମ୍ଭାବନା ରହି ଥାଏ ସାଥିରେ ଏହି ରୋଗ ଅଧିକାଶଂ ମହିଳା ଙ୍କୁ ଗର୍ଭଧାରଣ ବା ପ୍ରେଗ୍ନେନ୍ସି ସମୟରେ ହୋଇ ଥାଏ ଏହା ସହିତ ଯେଉଁ ଲୋକ ମାନଙ୍କୁ ହାଇ ବ୍ଲଡ୍ ପ୍ରେସର ଭଳି ସମସ୍ୟା ରହି ଥାଏ ସେମାନଙ୍କୁ ବି ଏହି ରୋଗ ହେବାର ସମ୍ଭାବନା ରହି ଥାଏ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏଠାରେ ଏମିତି ଏକ ଘୋରଇ ଉପଚାର ବିଷୟରେ କହିବୁ ଜାହା ପୁରୁଣା ରୁ ପୁରୁଣା ଅର୍ସ କୁ ଭଲ କରି ଥାଏ ।arsha

ଯେଉଁ ନିସ୍ଖା ବିଷୟ ରେ କହୁଛୁ ବର୍ତମାନ ତା ବିଷୟ ରେ ଜାଣିବା ଆସନ୍ତୁ ଏହା ପାଇଁ ପ୍ରଥମେ ଆପଣ ମାନଙ୍କୁ ହଳଦୀ ର ଆବଶ୍ୟକତା ପଡିବ ଏବଂ ପରେ ଆପଣଙ୍କୁ ଶୋରିଷ ତେଲ ର ପ୍ରୋୟଗ କରିବା ପାଇଁ ପଡିବ ଦୁଇ ଚିମୁଟା ହଳଦୀ ସହିତ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ ଏବଂ ପରେ ଆପଣ ମାନଙ୍କୁ କର୍ପୂର ଆବଶ୍ୟକତା ପଡିବ ଏହି କର୍ପୂର କୁ ଆପଣ ମାନେ ଗୁଣ୍ଡ କରି ଭଲ ଭାବେ ମିଶ୍ରଣ କରନ୍ତୁ ଏବଂ ଏମିତି ବେଳେ ଆପଣ ମାନଙ୍କୁ ଏହାର ବ୍ୟବହାର ଏମିତି କରିବା ପାଇଁ ପଡିବ କି ଏହାକୁ ଅର୍ସ ରେ ଲଗେଇବା ପାଇଁ ପଡିବ ଏମିତି କରିଲେ ଆପଣ ମାନଙ୍କ ଅର୍ସ ସୁଖି କରି ଝଡି ପଡିବ ।a

ଏମିତି ରେ ଆପଣ ମାନଙ୍କୁ ବାସ୍ ଅର୍ସ ହୋଇ ଥିବା ସ୍ଥାନ ରେ ଲଗେଇବା ପାଇଁ ପଡିବ ଏବଂ ଏକ ଘଣ୍ଟା ଯାଏ ଲଗେଇ ଛାଡିବା ପରେ ତାହାକୁ ଆପଣ ମାନଙ୍କୁ ଧୋଇଦେବାକୁ ପଡିବ ଏମିତି କରିବା ଦ୍ୱାରା ଆପଣ ମାନଙ୍କ ଏହି ପାୟେଲ୍ସ ଭଳି ସମସ୍ୟା ଜଲ୍ଦି ଭଲ ହେବ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *