କେବଳ ୪ ଦିନ ପିଅନ୍ତୁ, ମା’କ୍ଷୀର ପର୍ୟାପ୍ତ ମାତ୍ରାରେ ବଢ଼ିଯିବ

milk

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଅନେକ ସମୟ ରେ ଏମିତି ଦେଖିବା ପାଇଁ ମିଳେ କି ପିଲା ଜନ୍ମ ହେବା ପରେ ପରେ ମାଆ କ୍ଷୀର ସୁଖି ଜାଇ ଥାଏ ଏମିତି ହେଲେ ଏକ ନବଜାତ ଶିଶୁ ର ପେଟ ପୁରି ନ ଥାଏ ଏହିଥି ପାଇଁ ଆମେ ମାନେ ମାର୍କେଟ୍ ରୁ ମିଳି ଥିବା ଗୁଣ୍ଡ କ୍ଷୀର ବା ମିଲ୍କ୍ ପାୱଡର ଆଣି ପିଲା ଙଅକୁ ସେବନ କରିବା ପାଇଁ ଦେଉ କିନ୍ତୁ ଏହି ବିଷୟ ରେ ଆପଣ ମାନେ ନିଶ୍ଚତ ଭାବେ ଜାଣି ଥିବେ କି ଛୋଟ ଶୁଶୁ ଜନ୍ମ ହେବାର ଛଅ ମାସ ପର୍ଯ୍ୟନ୍ତ ମାଆ କ୍ଷୀର ହିଁ ସେବନି କରିବ ବୋଲି ସେମିତି ରେ ଯଦି ମାଆ ଙ୍କର ସ୍ତନ ରେ ଆଉ କ୍ଷୀର ନାହିଁ ସେମିତି ବେଳେ ଆପଣ ମାନେ କେମିତି ଭାବେ ସେହି କ୍ଷୀର କୁ ବୃଦ୍ଧି କରି ପାରିବେ ଆମେ ଆଜି ଆପଣ ମାନଙ୍କୁ ସେହି ବିଷୟ ରେ ଏଠାରେ ସଂମ୍ପର୍ଣ୍ଣ ଭାବେ ସୂଚନା ପ୍ରଦାନ କରିବା ପାଇଁ ଚାହିଁବୁ । ଡେଲିଭରି ପରେ ଆପଣ ମାନେ ଏହି ଉପାୟ କୁ କରିଲେ କେବେ ବି ଆପଣ ମାନଙ୍କ କ୍ଷୀର ରେ କମି ହେବ ନାହିଁ ।m

ଏହିଥି ପାଇଁ ଆପଣ ମାନଙ୍କୁ ପ୍ରଥମେ ଶହେ ଗ୍ରାମ୍ ର ଜୀରା ଆବଶ୍ୟକତା ପଡିବ ସେମିତି ରେ ଆପଣ ମାନେ କଞ୍ଚା ଜୀରା ଆମିବା ପାଇଁ ଚେଷ୍ଟା କରନ୍ତୁ ଏବଂ ଏକ ଚାମଚ କରି ଆପଣ ମାନେ ଭାତ ରୁଟି ଏବଂ ଆପଣ ମାନେ ସେବନ କରୁ ଥିବା ଖାଦ୍ୟ ରେ ମିଶେଇ କରି ସେବନ କରନ୍ତୁ । ସେମିତି ରେ ସନ୍ତ୍ୟ ପାନ କରାଉ ଥିବା ମହିଳା ଙ୍କୁ ଏକ ସାଧାରଣ ପ୍ରକ୍ରିଆ ଜାହା ଆପଣ ମାନଙ୍କ ରୋଷେଇ ଘରୁ ଅତି ସହଜ ରେ ମିଳି ଥାଏ ତାହା କରିବା ମୋଟେ ବି କଷ୍ଟ ପ୍ରଦ୍ଧ ହେବ ନାହିଁ ତେବେ ଆପଣ ମାନେ ଥରେ ଏହାକୁ ପ୍ରୋୟଗ କରି ଦେଖନ୍ତୁ ଆପଣ ମାନଙ୍କ ସନ୍ତ ରେ କ୍ଷୀର ନିଶ୍ଚିତ ଭାବେ ବଢିବ ,f

ତେବେ ଏହା ପାଇଁ ଆପଣ ମାନେ 25 ଗ୍ରାମ୍ ଘିଅ ରେ 100 ଗ୍ରାମ୍ ଜିରା ଭାଜି କରି ଗ୍ରାଇଣ୍ଡ କରନ୍ତୁ ଏବଂ ତାହାକୁ ଆପଣ ମାନେ ନିଜର ଖାଦ୍ୟ ରେ ସେବନ କରନ୍ତୁ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *