ଶୋଇବାବେଳେ ନିଜ ମୁଣ୍ଡ ପାଖରେ ରଖନ୍ତୁନି ଏହି ( ୬ଟି ଜିନିଷ )

slip

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆମର ଶାସ୍ତ୍ର ରେ ରାତ୍ରି ସମୟର ଶୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ କରା ଯାଇଁଥିବା ସବୁ କାର୍ଯ୍ୟ ବିସୟରେ ବଡ ମୋହତ୍ୱ ପୂର୍ଣ୍ଣ କାର୍ଯ୍ୟ ଦିଆ ଯାଇଛି ଯାହା ଆମର ପ୍ରାଚିନ ରୂଷିମୁନି ମାନେ ହଜାରେ ବର୍ଷ ପୂର୍ବେ କହିଥିଲେ ତାହା ବିଜ୍ଞାନ ଆଜି ଆମକୁ ବତାଉଛି । କିନ୍ତୁ କିଛି ମନୁଶ୍ୟ ଏହି ପ୍ରାଚିନ କଥା ମାନକୁ ଧ୍ୟନ ଦେଇ ନଥାନ୍ତି , ଶାସ୍ତ୍ର ଅନୁସାରେ ସବୁଦିନ ରାତିରେ ଶୋଇବା ସମୟରେ ଆମ ଦ୍ୱାରା କିଛି ଏମିତି ଭଲ୍ ହୋଇଁଯାଇଁ ଥାଏ ଯାହା ଦ୍ୱାରା ଆମର ଜୀବନରେ ବିପଦ ଆସିବା ଆରମଭ ହୋଇଁଯାଇଁଥାଏ ଏବଂ ଏହାର ପ୍ରଭାବ ଆମର ଗ୍ରହ ଉପରେ ବି ପଡିଥାଏ । ମନୁଶ୍ୟ କୁ ଶୋଇବା ସମୟ ରେ ନିଜ ପାଖରେ କିଛି ଜିନିଷ ବଲକୁଲ୍ ନ ରଖିବା ଉଚିତ୍ କାହିକି ନା ଏହି ଜିନିଷରୁ ବାହାରୁ ଥିବା ନକାର୍ତ୍ମକ ଉର୍ଜା ଆମର ଜୀବନ ଉପରେ ଜୀବନ ଉପରେ ଗମ୍ଭୀର ପ୍ରଭାବ ପକେଇଥାଏ ତେବେ ଆଜି ଆମେ ଆପଣ ଙ୍କୁ କହିବୁ ଯେ ଏପରି କିଛି ଜିନିଷ ଯାହାକୁ ଶୋଇବା ସମୟରେ ନିଜ ପାଖରେ ନ ରଖିବା ଉଚିତ୍ ।slep

ପ୍ରଥମେ ହେଲା ବାସ୍ତୁ ଶାସ୍ତ୍ର ଅନୁସାରେ ବ୍ୟକ୍ତି ଙ୍କୁ ରାତି ରେ ଶୋଇବା ସମୟ ରେ ସୁନା କିମ୍ବା ଚାନ୍ଦୀ ର ଜିନିଷ ରଖି ଶୋଇବା ଉଚିତ ହୋଇ ନ ଥାଏ । ଯଦି ଆପଣ ମାନେ ଶୋଇବା ସମୟ ରେ ମୁଣ୍ଡ ପାଖରେ ସୁନା କିମ୍ବା ଚାନ୍ଦୀ ର ଜିନିଷ ରଖି ଶୋଇବେ ତେବେ ଶ୍ୱଭାଗ୍ୟ ବଦଳ ରେ ଦୂର୍ଭାଗ୍ୟ ଆପଣ ମାନଙ୍କ ପାଖକୁ ଆସେ । ଏବଂ ସବୁ ବେଳେ ସମସ୍ୟା ଲାଗି ରହି ଥାଏ । ଦୁଇ ନମ୍ବର ରେ ରାତି ରେ ଶୋଇବା ବେଳେ ମୁଣ୍ଡ ପାଖରେ ମୋନିପର୍ସ ରଖି ଶୋଇବା ଉଚିତ ନୁହେଁ । ଏହି ପରି କରିବା ଦ୍ୱାରା ବ୍ୟକ୍ତି ର ହାନୀ ହେବା ସହିତ ବ୍ୟକ୍ତି ଧନ ର ବି ହାନୀ ହୋଇ ଥାଏ । ତେଣୁ ଭୁଲ ରେ ବି ରାତି ରେ ଏମିତି କରନ୍ତୁ ନାହିଁ । ତିନି ନମ୍ବର ରେ ଶୋଇବା ସମୟ ରେ ବେଡ୍ ପାଖରେ ଜୋତା ବା ଚପଲ ରଖି ଶୋଇବା ଉଚିତ୍ ହୋଇ ନ ଥାଏ ।slip

ଏମିତି କରିଲେ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଜାଇ ଥାନ୍ତି । ଏହି ବିଷୟ ରେ କୁହା ଜାଇଛି କି ବ୍ୟକ୍ତି କୁ ରାତି ରେ ଶୋଇବା ସମୟ ରେ ମୁଣ୍ଡ ପାଖରେ କୈଣସି ଧାତୁ ତିଆରି ଜିନିଷ ରଖିବା ଉଚିତ ନୁହେଁ । ଲୁହା ବ୍ୟତିତ ଆପଣ ମାନେ ଧାତୁ ରେ ତିଆରି ହୋଇ ଥିବା ଜିନିଷ କୁ ଆପଣ ମାନେ ମୁଣ୍ଡ ପାଖରେ ରଖି ଶୋଇଲେ ସବୁ ବେଳେ ଅଭାବ ହିଁ ଦେଖା ଦେଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *