ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସକାଳୁ ଉଠିବାର ସର୍ତ୍ତମ ସମୟ ହେଲା ବ୍ରହ୍ମ ମୂହୁର୍ତ୍ୱ ଯେଉଁ ମଣଣିଷ ଏହି ବ୍ରହ୍ମ ମୂହୁର୍ତ୍ୱ ଉଠି ଥାନ୍ତି ସେମାନେ ନିଜର ଜିବନ ରେ ସବୁ ବେଳେ ସୁଖ ରେ ରହି ଥାନ୍ତି, ବନ୍ଧୁଗଣ ସାମର ଶାସ୍ତ୍ର ରେ ରାତ୍ରୀ ସମୟ ରେ ଶୋଇବା ଠାରୁ ଆରମ୍ଭ କରି ସକାଳୁ ଉଠିବା ପର୍ଯ୍ୟନ୍ତ ସବୁ କାର୍ଯ୍ୟ ବିଷୟରେ ବର୍ଣ୍ଣନା ରହିଛି ସେମିତି ରେ ଆପଣ ମାନଙ୍କୁ ସୂଚନା ଦେବୁ କି ସାମର ଶାସ୍ତ୍ର ଅନୁସାରେ ଏହି ଶୋଇବା ସମୟ ରେ କିଛି ଜିନିଷ କୁ ଆମ ମୁଣ୍ଡ ପାଖରେ ରଖିବା ମୋଟେ ବି ଉଚିତ୍ ନୁହେଁ । କାରଣ ଏହି ଜିନିଷ ରୁ ବାହାରୁ ଥିବା ନାକାରାତ୍ମକ ଉର୍ଜା ଆପଣ ମାନଙ୍କ ଶରୀର ଉପରେ କୁ ପ୍ରଭାବ ପକେଇ ପାରେ ,ତେବେ ଆସନ୍ତୁ ଜାଣି ନେବା ସେହି ସବୁ ଜିନିଷ ବିଷୟ ରେ ପ୍ରଥମେ ରହିଛି ଲୁଣ । ଲୁଣ କୁ କେବେ ବି ଘରେ ଲୁଣ ରଖିବା କଥା ନୁହେଁ ।
ଏହା ଦ୍ୱାରା ସ୍ୱାମୀ ଏବଂ ସ୍ତ୍ରୀ ଙ୍କ ମଧ୍ୟ ରେ ମନ ମାଳିନ୍ୟ ଦେଖିବା ପାଇଁ ମିଳେ ଏହା ଦ୍ୱାରା ଆପଣ ମାନଙ୍କ ଆର୍ଥିକ ପରିସ୍ଥିତି ଦୁର୍ବଳ ହୋଇ ଥାଏ ସେହି ପରି ବେଳେ ଆପଣ ମାନେ ଯେତେ ରୋଜଗାର କଲେ ବି ଅଣ୍ଟି ନ ଥାଏ ସେହି ପରି ଭାବେ ଆପଣ ମାନେ ନିଜର ମୁଣ୍ଡ ଯେଉଁ ଦିଗ କୁ କରି ଶୋଉ ଛନ୍ତି । ତେବେ ସେଠାରେ ଚପଲ ବା ଯୋଡା ରଖୁଛନ୍ତି ତେବେ ବାସ୍ତୁ ଶାସ୍ତ୍ର ଅନୁସାରେ ବହୁତ ବଡ ଅନୁଚିତ ଅଟେ ଏହା ଦ୍ୱାରା ପରିବାର ନାକାରାତ୍ମକ ପ୍ରଭାବ ପଡେ ତିନି ରେ ରହିଛି ଦୈଡି ଆପଣ ମାନେ ଶୋଇବା ଘରେ କେବେ ବି ଦୈଡି କୁ ରଖନ୍ତୁ ନାହିଁ ।
ଏହା ଆପଣ ମାନଙ୍କ ଉପରେ ନାକାରାତ୍ମକ ଉର୍ଜା ପକେଇ ଥାଏ ଏବଂ ଆପଣ ମୀାନଙ୍କୁ ଖରାପ୍ ସ୍ୱପ୍ନ ବି ଆସି ଥାଏ ଚାରି ରେ ରହିଛି ମୋବାଇଲ ଆଜିର ସମୟ ରେ ଲୋକ ମାନେ ଏତେ ପରିମାଣ ରେ ମୋବାଇଲ ପ୍ରତି ଦୂର୍ବଳ ଯେ ସେମାନେ ରାତି ରେ ଶୋଇବା ସମୟ ରେ ନିଜ ପାଖରେ ଏହି ମୋବାଇଲ କୁ ପାଖରେ ରଖି ଶୋଇ ଥାନ୍ତି ତେବେ ସେମିତି ରେ ଏହା ଆପଣ ମାନଙ୍କ ମସ୍ତିକ ଉପରେ ଖରାପ୍ ପ୍ରଭାବ ପକେଇ ଥାଏ ତେଣୁ ଶୋଇବା ସମୟ ରେ ଆପଣ ମାନେ ମୋବାଇଲ କୁ ଦୂର ରେ ରଖନ୍ତୁ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।