ମକର ସଂକ୍ରାନ୍ତି ରେ ମରିଗଲେବି ଏହି ଜିନିଷ ର ଦାନ କରନ୍ତୁ ନାହିଁ |

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଧାରଣତ ଆମ ଓଡିଶା ସଂକୃତି ଅନୁସାରେ ଲୋକମାନେ ପର୍ବ ପର୍ବାଣି ରେ ଦାମ କରିବାକୁ ପସନ୍ଦ କରିଥାନ୍ତି , କିନ୍ତୁ କଣ ଆପଣ ଜାଣିଛନ୍ତି କି ଓଡିଶାର ମୁକ୍ଷ ପର୍ବ ମକର ସଂକ୍ରାନ୍ତି ରେ କେଉଁ କେଉଁ ଜିନିଷ ଦାନ କରିବା ଉଚିତ୍ ହୋଇଁଥାଏ ଓ କେଉଁ କେଉଁ ଜିନିଷ ଦାନ କରିବା ଉଚିତ୍ ହୋଇଁ ନଥାଏ । ବାସ୍ତୁ ଶାସ୍ତ୍ରରେ ଏପରି କିଛି ଜିନିଷ ରହିଛି ଯେଉଁ ଜିନିଷ କୁ ପର୍ବ ପର୍ବାଣି ରେ ପାଳନ କଲେ କେବେବି ଅନ୍ୟ ମାନଙ୍କୁ ଦାନ କରିବା ଉଚିତ୍ ହୋଇଁ ନଥାଏ ନଚତେତ୍ ସେହିଁ ଜିନିଷ ଦାନ କରିବା ଦ୍ୱାରା ମଣିଷର ହିଁ କ୍ଷତି ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ମକର ସଂକ୍ରାନ୍ତି ରେ କେଉଁ ସବୁ ଜିନିଷ ଦାନ କରିବା ଠିକ୍ ହୋଇଁ ନଥାଏ ଏବଂ ଏପରି କରିବା ଦ୍ୱାରା ଆପଣଙ୍କ ଉପରେ ଏହାର କଣ ପ୍ରଭାବ ପଡିଥାଏ ।jadu

ତେବେ ପ୍ରଥମଟି ହେଉଛି ଝାଡୁ ମକର ସଂକ୍ରାନ୍ତି ରେଭୁଲରେ ବି ନିଜ ଘରର ଝାଡୁ କୁ ଅନ୍ୟ କୈଣସି ବ୍ୟକ୍ତି କୁ ଦାନ କରନ୍ତୁ ନାହିଁ ଏପରି କରିବା ଦ୍ୱାରା ମାତା ଲକ୍ଷ୍ମୀ ସେହିଁ ଘର ଛାଡି ପଳାଇ ଯାଇଁଥାନ୍ତି ଏବଂ ସର୍ବଦା ସେହିଁ ଘରେ ଧନ ସମ୍ଫଦିର ଘୋର ଅଭାବ ଦେଖା ଦେଇଥାଏ । ନମ୍ବର 2 – କୈଣସି ଧାରୁଆ ବସ୍ତୁ ମକର ସଂକ୍ରାନ୍ତି ରେ କୈଣସି ଧାରୁଆ ଜିନିଷ ଯେପରି କି ଛୁରି , ପନିଖି , କଟୁରି , କଇଛି ପରି ଜିନିଷ ଦାନ କରନ୍ତୁ ନାହିଁ ଏହି ସବୁ ଦିନିଷ ମକର ସଂକ୍ରାନ୍ତି ରେ ଦାନ କରିବା ଦ୍ୱାରା ଆପଣଙ୍କ ଘରେ ସବୁ ବେ୍ଳେ ଦୁଃଖ ଲାଗି ରହିଥାଏ ।fod

ନମ୍ବର 3- ବାସି ଖାଦ୍ୟ ଆମ ହିନ୍ଦୁଧର୍ମ ବାସ୍ତୁ ଶାସ୍ତ୍ର ଅନୁସାରେ କାହାକୁ ବି ବାସି ଖାଦ୍ୟ ଦାନ କରିବା ଅନୁଚିତ୍ ହୋଇଁଥାଏ ଏପରି କରିବା ଦ୍ୱାରା ଘରରେ କଣସି ନା କୈଣସି ବ୍ୟକ୍ତି ରୋଗରେ ପଡିଥାନ୍ତି ଏବଂ ଘରେ ସବୁବେଳେ ବିବାଦ ଲାଗି ରହିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *