କୁକୁର କରିବ କୋଟିପତି | କେବଳ ଆପଣାନ୍ତୁ ଏହି ଉପାୟ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଆପଣ ମାନେ ସକୁନ ଶାସ୍ତ୍ର କୁ ଆଧ୍ୟୟନ କରିବେ ତେବେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ପାରିବେ କି ଏହି ଶାସ୍ତ୍ର ରେ ଏହି କୁକୁର କୁ ସକୁନ ରତ୍ନ ବୋଲି କୁହା ଜାଇଛି ସେମିତି ରେ ଏହି ଶାସ୍ତ୍ର ରେ ଏହି ପରି ଭାବେ କିଛି ମାନ୍ୟତା ରହିଛି ତେବେ ସେହି ଶାସ୍ତ୍ର ର କହିବା କଥା ଅନୁସାରେ କୁକୁର ପାଖରେ ଏମିତି କିଛି ଶକ୍ତି ରହିଛି ଯେଉଁଥି ପାଇଁ ସେମାନେ ଭବିଷ୍ୟତ ରେ ହେବାକୁ ଥିବା ଘଟଣା ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନିଅନ୍ତି ସେହି ପରି କ୍ଷେତ୍ର ରେ ଆମେ ଆଜି ଆପଣ ମାନଙ୍କୁ ସେହି କୁକୁର କୁ ନେଇ ବହୁତ କିଛି ଶୁଭ ଏବଂ ଅଶୁଭ ସଂଙ୍କେତ ବିଷୟ ରେ ଆପଣ ମାନଙ୍କୁ କହିବା ପାଇଁ ଯାୁଛୁ । ତେବେ ଆସନ୍ତୁ ଜାଣିବା । ପ୍ରଥମେ ରହିଛି କେବେ ଯଦି କୈଣସି କୁକୁର ଆପଣ ମାନଙ୍କ ପାଦ କୁ ସୁଙ୍ଗିବା ପାଇଁ ଲାଗେ ତେବେ ଏହା ଆପଣ ମାନଙ୍କ ଧନ ପ୍ରାପ୍ତି ର ସଂଙ୍କେତ ହୋଇ ଥାଏ ସେହି ପରି ଭାବେ କୁକୁର ଯଦି କୈଣସି ସ୍ଥାନ ରେ ନିଜର ମୁଣ୍ଡ କୁ ବାରମ୍ଭାର ଘସୁ ଥାଏ ।dogs

ତେବେ ସେଠାରେ ଗୁପ୍ତ ଧନ ରହି ଥିବାର ସଂଙ୍କେତ ମିଳି ଥାଏ । ସେହି ପରି ବେଳେ କୁକୁର ଯଦି ଆପଣ ମାନଙ୍କ ବାମ ପଟରେ ବହୁତ ଦୂର ପର୍ଯ୍ୟନ୍ତ ଜାଇ ଥାଏ ତେବେ ଏହା ଆପଣ ମାନଙ୍କୁ ନିଶ୍ଚିତ ଭାବେ ସୁନ୍ଦର ପତ୍ନୀ ମିଳିବାର ସଂଙ୍କେତ ହୋଇ ଥାଏ ସେହି ପରି ବେଳେ ଆପଣ ମାନଙ୍କ ଘରେ ଗାଈ ସହିତ କୁକୁର ଏକା ସହିତ ଖେଳୁ ଥିବାର ଦେଖିବା ପାଇଁ ମିଳେ ତେବେ ଆପଣ ମାନଙ୍କ ଘରକୁ ସନ୍ତାନ ଆସିବାର ସଂଙ୍କେତ ହୋଇ ଥାଏ ସେହି ପରି ଭାବେ ବର୍ଷା ଦିନେ କୈଣସି ଗଛ ମୂଳେ ଛିଡା ହୋଇ ଭୋକିବାର ଦେଖିବା ପାଇଁ ପାଆନ୍ତି ତେବେ ଏହା ଭଲ ବର୍ଷା ହେବାର ସଂଙ୍କେତ ମିଳି ଥାଏ ।dog

ସେହି ପରି ବେଳେ ଆପଣ ମାନେ ଯଦି କୈଣସି କୁକୁର କୁ ଆକାଶ କୁ ଦେଖୁ ଥିବାର ଦେଖନ୍ତି ତେବେ ଏହା ଆପଣ ମାନଙ୍କ ସୁନ୍ଦର ସ୍ତ୍ରୀ ପାଇବାର ବି ସଂଙ୍କେତ ହୋଇ ଥାଏ ସେହି ପରି ଭାବେ କେବେ ଯଦି କୈଣସି କୁକୁର ଆପଣ ମାନଙ୍କ ଘରେ କାନ୍ଧି କାନ୍ଧି ପଞା ମାରି ଥାଏ ତେବେ ଏହା ଆପଣ ମାନଙ୍କ ଘରେ ଚୋରୀ ହେବାର ସଂଙ୍କେତ ହୋଇ ଥାଏ । ଯଦି କୈଣସି କୁକୁର ଜଳୁ ଥିବା କାଠ କୁ ଆପଣ ମାନଙ୍କ ସାମ୍ନା କୁ ଆଣି ଥାଏ ତେବେ ଏହା କୈଣସି ଲୋକ ବା ଆପଣ ଙ୍କର ମୃତ୍ୟୁ ର ସଂଙ୍କେତ ହୋଇ ଥାଏ ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ,ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *