ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ସବ୍ୟସାଚୀ ଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ତେବେ ତାଙ୍କର ଓଲିଉଡ ର ଏତେ ବଡ ହିରୋ ହେବା ପଛରେ କଣ ରହିଛି ସତ୍ୟତା ସେହି ବିଷୟରେ ଆମେ ଆଜି ଆପଣ ମାନଙ୍କୁ ସୂଚନା ଦେବୁ 1985 ମସିହା ଅକ୍ଟୋବର ଛଅ ତାରିଖ ରେ ତାଙ୍କର ଜନ୍ମ ପରେ ଓଡ଼ିଆ ,ଏବଂ ତେଲୁଗୁ ଫିଲ୍ମ ରେ ସେ କାମ କରି ସାରିଛନ୍ତି । 2007 ମସିହା ରେ ରିଲିଜ୍ ହୋଇ ଥିବା ଫିଲ୍ମ ପାଗଳ ପ୍ରେମୀ ରୁ ସେ ନିଜର ଓଲିଉଡ ର କେରିଅର ଆରମ୍ଭ କରି ଥିଲେ , ଏବଂ ପରେ ପରେ ସେ ସବ୍ୟସଚୀ ମିଶ୍ର ଜଣେ ଆଲବମ୍ ଜଗତ ର ଲୋକ ପ୍ରିୟ ଅଭିନେତା ଭାବେ ପରିଚିତ ହେଲେ , ଅନେକ ହିଟ୍ ଆଲବମ୍ ଦେଇ ସେ ସେହି ସମୟ ରେ ବହୁତ ପ୍ରଶଂସା ସାଉଣ୍ଟି ଛନ୍ତି , ସିଲିକନ୍ ଇନ୍ଚ୍ୟୁଟ୍ ଅଫ୍ ଟେକ୍ନୋଲଜି ରୁ ନିଜର ଇଞିନିୟରିଂ କରି ଥିବା ସବ୍ୟସଚୀ ମିଶ୍ର ଇନଫୋସିସ୍ ରେ କାମ କରୁ ଥିଲେ , କିନ୍ତୁ ଅଭିନୟ ପ୍ରତି ଥିବା ତାଙ୍କର ଭଲ ପାଇବା ତାଙ୍କୁ ସେଠାରେ ବେଶି ଦିନ ରହିବାକୁ ଦେଲା ନାହିଁ ।
ଚାକିରି ଛାଡି ସବ୍ୟସଚୀ ମିଶ୍ର ମନରଂଞନ ଦୁନିଆଁ ରେ ପାଦ ଦେଲେ ପ୍ରଥମେ ଆଲବମ୍ ଏବଂ ପରେ ଗୋଟେ ପରେ ଗୋଟେ ଫିଲ୍ମ କରି ଓଲିଉଡ ର ସୁପର ଷ୍ଟାର ହୋଇ ଜାଇ ଥିଲେ ସେ ଭଲ ଅଭିନୟ କରି ସହିତ ସେ ବହୁତ ଭଲ ଗୀତ ବି ଗାଇ ଥାନ୍ତି , ସେମିତି ରେ ତାଙ୍କର ଏହି ହିରୋ ହେବା ପଛରେ ହର ପଟ୍ଟନାୟକ ଙ୍କ ହାତ ରହିଛି ଦିନେ ସବ୍ୟସାଚୀ ଏକ ଷ୍ଟେଜ୍ ସୋ କରୁ ଥିବା ବେଳେ ସବ୍ୟ ଙ୍କ ନାଚ ଏବଂ କଥା ବର୍ତା ବହୁତ ପସନ୍ଦ କରୁ ଥିଲେ ଏବଂ ସେହି ପ୍ରଗ୍ରାମ୍ କରିବା ପରେ ସବ୍ୟଙ୍କୁ କିଛି ଫୋଟ ଦେବାକୁ କହି ଥିଲେ ଏବଂ ତାଙ୍କର ଫୋଟ ତାଙ୍କୁ ବହୁତ ଭଲ ଲାଗି ଥିଲା ।
ଏବଂ ପରେ ସେ ପ୍ରସାଦ ପ୍ରୋଡ୍କସନ ର ମାଲିକ ରମେସ ପ୍ରସାଦ ଙ୍କୁ ଦେବା ପାଇଁ ଭାବି ଥିଲେ ଏବଂ ପରେ ସେମିତି ହିଁ ହେଲେ ପରେ ରମେସ୍ ପ୍ରସାଦ ଙ୍କ ହିରୋ ଭାବେ ପରିଚିତ ହୋଇ ଥିଲେ ଏବଂ ସବ୍ୟସାଚୀ ଙ୍କୁ ପାଗଳ ପ୍ରେମି ଫିଲ୍ମ ରେ ସୁଯୋଗ ଦେଇ ଥିଲେ ଏବଂ ପରେ ଆଜିର ଦିନ ରେ ସେ ବହୁତ ବଡ ହିରୋ ଭାବେ ପରିିଚିତ ଅଟନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।