ଶାମ୍ବ ଦଶମୀ ଦିନ କରନ୍ତୁ ଏହି ଗୋଟେ କାମ ଯାହା ମାଗିବେ ତାହା ପାଇବେ |

sumi

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ ସାମ୍ବ ଦଶମୀ ଦିନ କରନ୍ତୁ ଏହି କାମ ଜାହା ମାଗିଲେ ଆପଣ ମାନେ ତାହା ପାଇବେ , ଶ୍ରୀ କୃଷ୍ଣ ଙ୍କ ପୁତ୍ର ସାମ୍ଭ ଙ୍କ ନାମ ରେ ଏହି ଦଶମୀ ର ନାମ ରଖା ଜାଇଛି ସାମ୍ଭ ଦେଖିବା ପାଇଁ ବହୁତ ସୁନ୍ଦର ହୋଇ ଥିବା ବେଳେ ତାଙ୍କୁ ଏକ ଋଷି ଙ୍କ ଠାରୁ ଅଭିଶାପ ମିଳି ଥିଲା ଏବଂ ତାଙ୍କୁ କୁଷ୍ଟ ରୋଗ ହେଲା ପରେ ଶ୍ରୀ କୃଷ୍ଣ ଙ୍କ କହିବା ଅନୁସାରେ ସାମ୍ଭ ସୂର୍ଯ୍ୟ ମନ୍ଦିର କଣାର୍କ ଆସି ସୂର୍ଯ୍ୟ ଙ୍କର ପୂଜା କରି ଥିଲେ ଏବଂ ଚନ୍ଦ୍ରଭାଗା ରେ ସ୍ନାନ କରି ସାରିବା ପରେ ସାମ୍ଭ କୁଷ୍ଟ ରୋଗ କୁ ମୁକ୍ତି ପାଇ ଥିଲେ ଜାହା ଏହି ଦିନ ରହି ଥିଲା ଏବଂ ଏହି ଦିନ ରେ ସାମ୍ଭ ମୁକ୍ତି ପାଇ ଥିବା ହେତୁ ଏହି ଦିନ କୁ ସାମ୍ଭ ଙ୍କର ଦଶମୀ କୁହା ଜାଇ ଥାଏ ।ss

ବର୍ଷ ର 12 ମାସ ଯାକ ବିଭିନ୍ନ ପର୍ବ ପର୍ବାଣୀ ପାଳିତ ହେଉ ଥିଲେ ମଧ୍ୟ ମୂଖ୍ୟତଃ ଶ୍ରାବଣ ମାସ ଅମାବାସ୍ୟା ଚୀତା ଲାଗି ଠାରୁ ପୈଷ ଶୁକ୍ଲ ଦଶମୀ ମଧ୍ୟ ରେ ଅଧିକାଶଂ ପର୍ବ ପାଳନ କରା ଜାଇ ଥାଏ ଏବଂ ଏହି ପର୍ବ ଶାମ୍ବ ଦଶମୀ ରେ ଯେଉଁ ବ୍ୟଞନ ପ୍ରସ୍ତୁତ କରା ଜାଇ ଥାଏ ତାହାକୁ ଘଡଘଡା ପିୟଣ ବୋଲି କୁହା ଯାଏ , ଏବଂ ଏହା ସବୁ ପ୍ରାରମ୍ବିକ ଅଟେ ଏବଂ ଏହି ଦିନରେ ମହିଳା ମାନେ ଆକାଶ ରେ ତିନି ସ୍ଥିତି କୁ ଲକ୍ଷ୍ୟ କରି ଘରେ ତିନି ପ୍ରକାରର ଧୂପ ପୂଜା କରା ଯାଏ ପ୍ରଥମେ ଆରୁଣା ବେଳ ଦୁଇ ରେ ମଧ୍ୟନ୍ନ ସମୟ ରେ ସଂନ୍ଧ୍ୟା ସମୟ ରେ ତୃତୀୟ ପୂଜା କରି ଧୂପ ଲଗା ଯାଏ ,tra

ବ୍ରହ୍ମ ମୂହୁର୍ତ୍ୱ ରୁ ପ୍ରତ୍ୟସ ସମୟ ପର୍ଯ୍ୟନ୍ତ ତିନି ଧୂପ ରେ ଏହି ପୂଜା କୁ ସଂମ୍ପର୍ଣ୍ଣ କରା ଜାଇ ଥାଏ ଏବଂ ଏହି ଦଶମୀ ପୂଜା ରେ ତିନି ଭୋଗ ଦିଆ ଜାଇ ଥାଏ ଏହି ଥିରେ ବିଭିନ୍ନ ଫଳ ଆମ୍ଭ ଡାଳ ବାଇଗଣ ପତ୍ର ଦୂବପତ୍ର ଇତ୍ୟାଦି ଜିନିଷ ଲାଗେ ଏବଂ ନିଷ୍ଟା ର ସହିତ ଏଠାରେ ମାଆ ମାନେ ପୂୂଜା ଅର୍ଚ୍ଚନା କରିବା ପାଇଁ ଲାଗି ଥାନ୍ତି ତେବେ ଆପଣ ମାନେ ନିଶ୍ଚିତ ଭାବେ ଏହି ପୂଜା ବିଷୟ ରେ ଜାଣି ପାରି ଥିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *