ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମକର ସଙ୍କ୍ରାତି ପର୍ବ ଜାନୁଆରୀ ମାସ 14 ତାରିଥରେ ପାଳନ କରାଯିବ ଏହ ଦିନ କିଛି ବଶେଷ ଉପାୟ ପାଳନ କରାଯାଇଁ ଥାଏ ଯାହା ଦ୍ୱାରା ଧଲ ସମ୍ପତି ମାତା ଲକ୍ଷ୍ମୀଙ୍କର କୃପା ଓ ସଫଳତା ମିଳିଥାଏ । ତେବେ ଆସନ୍ତୁ ଜାଣିନେବା କଣ ସେହିଁ ଜିନିଷ ଗୋଡିକ ଯାହାକି ମକର ସଙ୍କ୍ରାତି ରେ ଘରକୁ ଆଣିବା ଦ୍ୱାରା କିମ୍ବା କିଛି ଘରେ ଶୁଭକାମ ଆରମ୍ଭ କରିବା ଦ୍ୱାରା ଘରେ ଧନ ଧାନ୍ୟର ଅଭାବ ନହେବା ସହିତ ଘରେ ସର୍ବଦା ମାତା ଲକ୍ଷ୍ମୀଙ୍କର ବାସ ହୋଇଥାଏ ଏବଂ ଏହା ସହିତ ଘରେ ସର୍ବଦା ଖୁସିର ଲହରି ଲାଗି ରହିଁଥାଏ । ତେବେ ବନ୍ଧୁଗଣ ସଙ୍କ୍ରାତି ର ଶୁଭ ମୁହୃତ ରେ 14ଟି ସଚ୍ଛ କୋଉଡି ନେଇ ଆସନ୍ତୁ ଏହାକୁ କେସର ମିଶ୍ରିତ କ୍ଷୀରରେ ବୁଡାଇ ରଖନ୍ତୁ ଏହା ପରେ ଏହି କୋଉଡିକୁ ଗଙ୍ଗା ଜଳରେ ସୁଦ୍ଧ କରି ଏକ ସଫା ପାତ୍ରରେ ପୂଜା ସ୍ଥାନରେ ରଖି ଦିଅନ୍ତୁ , ମାତା ଲକ୍ଷ୍ମୀ ଙ୍କର ନିକଟରେ ସୁଦ୍ଧ ଘୀଅ ଓ ଆଉ ଏକ ରାଶି ତେଲର ଦୀପ ଲଗାନ୍ତୁ ।
ଏବଂ ରାଶିର ତେଲର ଦୀପକୁ ବାମ ପଟେ ରଖନ୍ତୁ ଘୀଅ ଦୀପ ଡାହାଣ ପଟେ ରଖନ୍ତୁ ଏହା ସହିତ ସୁର୍ଯ୍ୟ ଦେବତାଙ୍କୁ ଯେପରି ନିତି ନୟମରେ ପୂଜା କରିବା ଆବସ୍ୟକ ସେହିଁ ଭଳି କରନ୍ତୁ ଏବଂ ଦାନଦେବାକୁ ରହିଥିବା ସାମଗ୍ରୀକୁ ଏକତ୍ରିତ କରି ରଖନ୍ତୁ ଏହା ପରେ ଦିନ 12ଟା ପରେ ପୂଜା କରିଥିବା କୋଉଡିକୁ ଘରର ସୁଦ୍ଧ ସ୍ଥାନରେ ରଖି ଦିଅନ୍ତୁ , ଯେପରିକି ଠାକୁର ଘରେ , ଆଲମିରା , ରସେଇ ଘରେ , ପଟଙ୍କ ତଳେ କାର୍ଯ୍ୟ କରୁଥିବା ଟେବୁଲ ତଳେ ଆଦି ଶୁଭ ସ୍ଥାନରେ ରଖି ଦିଅନ୍ତୁ । ତେବେ ଏହି କାର୍ଯ୍ୟ ଆମକୁ ସଙ୍କ୍ରାତି ଦିନ କରିବା ନିହାତି ଆବସ୍ୟକ , ଏହା ପରେ ଦିପର ସମୟରେ ପୁଣି ପିରିବର୍ତନ କରନ୍ତୁ ଡାହାଣ ପଟ ଦୀପକୁ ବାମ ପଟେ ଲଗାଇ ଦିଅନ୍ତୁ ଏବଂ ବାମ ପଟ ଦୀପକୁ -ାହାଣ ପଟକୁ ରଖି ଦିଅନ୍ତୁ ।
ସେହିଁପରି ରାଶି ତେସର ଦୀପ ସନ୍ଧ୍ୟା ସମୟରେ ଘରର ଅଗଣାରେ ଅଥପା ଦୁଆର ସ୍ଥାନରେ ଏବଂ ଘୀଅର ଦୀପ ମାତା ବୃନ୍ଦାବତୀଙ୍କ ସାମ୍ନାରେ ରଖି ଦିଅନ୍ତୁ ତେବେ ବନ୍ଧୁଗଣ ଏହି ସବୁ ଅପାୟ ମକର ସଙ୍କ୍ରାତିର ପବିତ୍ର ଶୁଭ ଦିନରେ କରିବା ଦ୍ୱାରା ଘରେ ସୁଖ ସାନ୍ତି ଧନ ଏବଂ ମାତା ଲଷ୍ମୀ ଙ୍କର ନି ସଫଳ ନିଶ୍ଚୟ ମିଳିଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।