ବଛା ବଛା ଅନୁଚିନ୍ତା , ଜାହା ଜୀବନ ବଦଳେଇଦେବ !! ଜୀବନ ରେ ହେବ ପ୍ରଚଣ୍ଡ ଉନ୍ନତି !!

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ମନେ ରଖିବେ ଆଜି ଗୋଟିଏ ଆମେ ଆପଣ ମାନଙ୍କୁ କଥା କହୁଛୁ ମନେ ରଖିବେ ଜୀବନ ରେ ଏହି 7 ଜଣ ଙ୍କ ସହିତ ଆମେ ଯେଉଁ 7 ଜଣ ଙ୍କ ନାମ କହିବୁ ବନ୍ଧୁଗଣ ସେହି 7 ଜଣ ଙ୍କ ବିଷୟ ରେ ଶାସ୍ତ୍ର ରେ ଲେଖା ଅଛି ତେବେ ସେହି 7 ଜଣ ଙ୍କ ସହ କେବେ ବି ଶତୃତା କରିବେ ନାହିଁ ଆଉ ଯଦି ଆପଣ ଶତୃତ କରନ୍ତି ତେବେ ଆପଣ ଜୀବନ ରେ କେବେ ବି ତିଷ୍ଟି ପାରିବେ ନାହିଁ ତେବେ ବନ୍ଧୁଗଣ ସେହି 7 ଜଣ ହେଉଛନ୍ତି ଧର୍ମ , ରାଜା , ଅଗ୍ନି , ବ୍ରାହ୍ମଣ , ପୁତ୍ର , ସ୍ତ୍ରୀ ଏବଂ ଚାକର ଏମାନଙ୍କ ସହ କେବେ ହେଲେ ଶତୃତା କରନ୍ତୁ ନାହିଁ ନଚେତ ଆପଣ ଧ୍ୱଂସ ହୋଇଯିବେ ଆପଣ ଯେତେ ପାରୁଛ୍ନତି ସେମାନଙ୍କୁ ପଟାଇ ରଖନ୍ତୁ କାରଣ ଏମାନ ଙ୍କୁ ପଟାଇ ରଖିବା ଦ୍ୱାରା ବା ଏମାନଙ୍କ ସହ ବନ୍ଧୁତା ବଢାଇବା ଦ୍ୱାରା ଆପଣ ଜୀବନ ରେ ବହୁତ ଉନ୍ନତି କରି ପାରିବେ ।an

ତେବେ ବନ୍ଧୁଗଣ ଦ୍ୱିତୀୟ ରେ ହେଉଛି ସମ୍ମୁଖସ୍ତ ବାୟୁ ଅର୍ଥାତ ଆପଣ ଙ୍କ ମୁଖ ର ସାମନା ରୁ ଆସୁଥିବା ପବନ ସେହି ପବନ କୁ ଅଧିକ ସମୟ ପର୍ଯ୍ୟନ୍ତ ସେବନ କରିବା ଅନୁଚିତ , ତେବେ ମନେରଖନ୍ତୁ ବନ୍ଧୁଗଣ ପୁର୍ବ ଦିଗରୁ ଯଦି ପବନ ବହୁ ଥାଏ ତେବେ ସେ ଦିଗକୁ କୁ କେବେ ହେଲେ ମୁହ କରି ସେ ପବନ କୁ ସେବନ କରନ୍ତୁ ନାହିଁ କାରଣ ସେହି ପବନ ମୁଖ ରେ ବାଜିବା ଦ୍ୱାରା ଆପଣ ଙ୍କ ର ଶରୀର ଖାରପ ହୋଇଥାଏ । ତେବେ ପରବର୍ତ୍ତୀ ଅନୁଚିନ୍ତା ହେଉଛି ବନ୍ଧୁଗଣ ଆପଣ ମାନେ କେବେ ହେଲେ ଲୁହା ଜିନିଷ ଯେମିତି କି ଗାଡି କି ଆଉ ଯେ କୈଣସି ଲୁହା ଯାତ ଦ୍ରବ୍ୟ ହେଉ ତାହାକୁ କେବେ ହେଲେ ଗୁରୁବାର କିମ୍ବା ଶନିବାର ଦିନ ରେ ବିକ୍ରି କରନ୍ତୁ ନାହିଁ କାରଣ ଏହା କରିବା ଦ୍ୱାରା ଆପଣ ଙ୍କ ର ବହୁତ ଅମଙ୍ଗଳ ହୋଇଥାଏ ।sadhu

ତେବେ ପରବର୍ତ୍ତୀ ଅନୁଚିନ୍ତା ହେଉଛି ବନ୍ଧୁଗଣ ଆପଣ ମାନେ ଯଦି ହରଡ ଡାଲି ଖାଉଛନ୍ତି ତେବେ ହରଡ ଡାଲି ସହିତ କେବେ ହେଲେ ଦହି ଖାଆନ୍ତୁ ନାହିଁ କାରଣ ଏହାକୁ ଖାଇବା ଦ୍ୱାରା ଶରୀର ର ରକ୍ତ ଚାପ ରେ ବୃଦ୍ଧି ଘଟିଥାଏ ଏବଂ ମହୁ କୁ କେବେ ହେଲେ ଗରମ କରି ଖାଆନ୍ତୁ ନାହିଁ ଏହାକୁ ମାନିଲେ ଆପଣ ଙ୍କ ପାଇଁ ଏବଂ ଆପଣ ଙ୍କ ର ଶରୀର ପାଇଁ ମଧ୍ୟ ମଙ୍ଗଳ ହୋଇଥାଏ । ତେବେ ବନ୍ଧୁଗଣ ଆପଣ ମାନେ ଗୋଟିଏ କଥା କୁ ମନେ ରଖନ୍ତୁ ଯଦି ଆପଣ ମାନେ କେବେ ସ୍ୱପ୍ନ ରେ କେବେ ଜଣେ କମ୍ଭାର କୁ ମାଠିଆ ଗଢୁଥିବା ର କିମ୍ବା ପାଡିଲା ଫଳ କୁ ଦେଖନ୍ତି ତେବେ ଆପଣ ଜାଣି ଯାଆନ୍ତୁ କି ଏବେ ଆପଣ ଙ୍କ ର ଧନ ପ୍ରାପ୍ତି ର ଯୋଗ ଆସିଗଲା ଏବଂ ସେହି ସ୍ୱପ୍ନ ଦେଖିବା ପରେ ବିଛଣା ରୁ ଉଠି ଭଗବାନ ଙ୍କୁ ମୁଣ୍ଡିଆ ମାରନ୍ତୁ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *