ବଡ ଖବର – ଏହି ଦିନ ଓଡିଶାରେ ଆସି ପହଞ୍ଚିବ କରୋନା ଟିକା ।

advach

ଦେଶରେ କରୋନାର ପ୍ରକୋପ ଆରମ୍ଭ ହେବା ପାଖା ପାଖୀ 1 ବର୍ଷ ହୋଇଗଲାଣି । କରୋନା ପ୍ରକୋପ କାରଣରୁ ସବୁ କିଛି ଠପ ପଡିଥିବା ବେଳେ ଏବେ ଆସ୍ତେ ଆସ୍ତେ ସବୁ କିଛି ପୁର୍ବ ଅବସ୍ତାକୁ ଫେରିବା ବେଳକୁ ପୁଣି ମାଡୁଛି କରୋନା । ତେବେ ଏହି ସବୁ ଭିତରେ ଆସାର ନୁଆ ସଂଞ୍ଚାର କରିଛି କରୋନା ଟିକା । ଭାରତ ସରକାର ଦୁଇଟି କରୋନା ଟିକା କୁ ଗୃହିତ କରିଥିବା ବେଳେ ଏହି ଖୁବ ଶିଘ୍ର ଲୋକ ମାନଙ୍କ ପାଖରେ ଆସି ପହଞ୍ଚିବ । ତେବେ ଆସନ୍ତୁ ଜାଣିବା ଏହି କରୋନା ଟିକା ଓଡିଶା ରେ କେବ ପହଞ୍ଚିବ ।

covaxin

ଆସନ୍ତା ୧୦ ଦିନ ଭିତରେ ଟିକାକାରଣ ଆରମ୍ଭ ହେବ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି । ଟିକାକରଣ ପାଇଁ ଓଡିଶା ସମେତ ୧୯ଟି ରାଜ୍ୟକୁ ସିଧାସଳଖ ଟିକା ଆସିବ । ଏନେଇ କେନ୍ଦ୍ର ସରକାର ସବୁ ରାଜ୍ୟକୁ ଚିଠି ଲେଖିଛନ୍ତି । ଅନ୍ୟ ୧୮ଟି ରାଜ୍ୟ ଜିଏମଏସଡି ଜରିଆରେ ଟିକା ପାଇବେ । ସବୁ ରାଜ୍ୟକୁ ପ୍ରସ୍ତୁତ ରହିବାକୁ କେନ୍ଦ୍ର କହିଛି ।

c-vachine

ତେବେ ମିଳିଥିବା ସୁଚନା ଅନୁସାରେ ଟିକା ଓଡିଶା ଆସିବା ପରେ ଏହା ସର୍ବ ପ୍ରଥମେ ବରିଷ୍ଟ ନାଗରିକଙ୍କୁ ଦିଆ ଯିବାର ଯୋଜନା ରହିଛି । ତେବେ ଆପଣଙ୍କ ମତରେ କଣ ଏହି କରୋନା ଟିକା କରୋନା ଦାଉରୁ ଲୋକଙ୍କୁ ରକ୍ଷା କରି ପାରିବ , ସେ ବିଷୟରେ ଆମକୁ କମେଣ୍ଟରେ ନିଶ୍ଚୟ ଜଣାନ୍ତୁ । ଏହି ବିଷୟରେ ଅଧିକରୁ ଅଧିକ ଖବର ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *