ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଏମିତି କିଛି କଥା କହିବା କୁ ଯାଉଛୁ ଯାହା ଆପଣ ମାନେ ମଧ୍ୟ ଅଜଣା ଥିବେ । ତେବେ ବନ୍ଧୁଗଣ ଏହା ପୁର୍ବ ରୁ ଆମେ ଆପଣ ମାନଙ୍କୁ କହି ରଖୁଛୁ କି ଆଜି ର ଯୁଗ ରେ ସମସ୍ତେ ପ୍ରମ କରୁଛନ୍ତି ଓ ପ୍ରେମ ର କିଏ ସଫଳ ହେଉଛି ତ ଆଉ କିଏ ବି ବିଫଳ ହେଉଛି ପ୍ରେମ ଯେଉଁ ମାନଙ୍କ ର ସଫଳ ହୋଇଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି ।
ଆଉ ଏକ କଥା ବନ୍ଧୁଗଣ ଏମିତି ରେ ଦେଖିବାକୁ ଗଲେ ଆମର ଜନ୍ମ ହେବା ପରଠୁ ଆମ ଭାଗ୍ୟ ରେ ଆମ ର ଜୀବନ ର ସାଥୀ କିଏ ହେବ ତାହା ଆମର ଜନ୍ମ କୁଣ୍ଡଳି ରେ ଉଲ୍ଲେଖ କରା ଯାଇଥାଏ ଯାହାକି ଭଗବାନ ଙ୍କ ଦ୍ୱାରା ଏ ସବୁ ହୋଇଥାଏ ତେବେ ବନ୍ଧୁଗଣ ମଜାଦାର କଥା କି କାହାର ପ୍ରେମ ଜୀବନ ର କଥା ଶୁଣିବାକୁ ସମସ୍ତେ ବହୁତ ଭଲ ପାଇଥାନ୍ତି କିନ୍ତୁ ସମସ୍ତେ ତାଙ୍କର ପ୍ରେମ ମୟ ଜୀବନ କାହା ସହ ସେୟାର କରିବା କୁ ପସନ୍ଦ କରି ନଥାନ୍ତି ।
ତେବେ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏମିତି କିଛି କହିବୁ ଯାହା ଆପଣ ଜାଣି ବହୁତ ଖୁସି ହେବେ , ତେବେ ବନ୍ଧୁଗଣ ଆମର ଓଲିଉଡ ଜଗତ ର ଅଭିନେତା ପୁପିନ୍ଦର ଏବଂ ଓଡିଆ ଜଗତ ର ମେଗାଧାରା ବାହିକା ମାନଙ୍କ ରେ ଅଭିନୟ କରୁଥିବା ସୁମନ , ଜାକଲିନ ଓ ତାଙ୍କର ଭଉଣୀ ଏବଂ ଆପଣ ମାନଙ୍କ ର ଅତି ପ୍ରିୟ ତୁ ମୋ ଜୀବନ ସାଥୀ ଓଡିଆ ମେଗା ଧାରା ବାହିକ ରେ ଜେସି ଯାହା ଙ୍କ ର ମେଗା ଧାରା ବାହିକ ରେ ଆଦି ଙ୍କ ର ପତ୍ନୀ ଭାବ ରେ କାମ କରୁଥିବା ର ଆପଣ ମାନେ ତାଙ୍କୁ ଦେଖିବାକୁ ପାଇଥିବେ ସେମାନଙ୍କର ଲଭର ମାନଙ୍କ ବିଷୟରେ ଜାଣିବା ।
ତେବେ ବନ୍ଧୁଗଣ ଆପଣ ମାନେ ଜାଣି ଆଶ୍ଚର୍ଯ୍ୟ ହେବେ କି ସେମାନେ ଆଜି ସଂନ୍ଧ୍ୟା ସମୟ ରେ ଉଭୟ ଙ୍କ ସହ ଭିଡିଓ କଲ ଜରିଆରେ ସମସ୍ତ ଙ୍କ ସହ ବାର୍ତ୍ତା ଳାପ ହୋଇ ଥିଲା ଯେଉଁ ଥିରେ ଓଡିଆ ସିନେ ଜଗତ ର ଲୋକ ପ୍ରିୟ ଅଭିନେତା ପୁପିନ୍ଦର ଯେସି , ସୁମନ ଏବଂ ଜାକଲିନ କୁ ତାଙ୍କ ର ପ୍ରେମ ଜୀବନ ବିଷୟ ରେ କହିବାକୁ କହିଥିଲେ ଏବଂ ଏହି ଭିଡିଓ ଏବେ ସୋସିଆଲ ମିଡିା ରେ ବହୁତ ଭାଇରାଲ ହେବା ରେ ଲାଗିଛି ତେବେ ସେଠାରେ ଜେସୀ କହିଥିଲେ କି ତାଙ୍କର ପ୍ରେମ ତାଙ୍କ କୋ ଷ୍ଟାର ଆଦିଙ୍କ ସହିତ ହିଁ ରହିଛି ଏବଂ ସେ ବହୁତ ଶିଘ୍ର ଉଭୟ ବିବାହ ମଧ୍ୟ କରିବେ । ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ । ଜଦି ଭକ୍ତି୍କ ଅଭିନୟ ଆପଣଙ୍କୁ ପସନ୍ଦ ତେବେ ତାଙ୍କ ପାଇଁ ନିଶ୍ଚୟ ଲାଇକ କରିବେ ।