ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ଜାଣନ୍ତୁ ବାଇଡେନ୍ ଙ୍କ ହାତ କୁ ଶାସନ ଭାର ଗଲେ କେମିତି ରହିବ ଭାରତ ଏବଂ ଆମେରିକା ର ସଂମ୍ପର୍କ ପୂର୍ବ ରୁ ଟ୍ରମ୍ଫ ଶାସନ ରେ କେମିତି ଥିଲା ସଂମ୍ପର୍କ ଏବଂ କଣ ରହିବ ପରିବର୍ତନ ଆସନ୍ତୁ ସେହି ବିଷୟ ରେ ଜାଣି ନେବା ତେବେ ଏହି ବିଷୟ ରେ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ଜାଣିବା ପାଇଁ ନିଶ୍ଚିତ ଭାବେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ , ଆମେରିକା ରେ ବାଇଡେନ୍ ଶାଶନ ଆରମ୍ଭ ହେବା ପରେ ଭାରତ ସହିତ କେମିତି ସଂମ୍ପର୍କ ରହିବ ତାହାକୁ ନେଇ ଦୁଇ ପାଖିକ ବାଣିଜ୍ୟକ ସଂମ୍ପର୍କ H1 ବି ଫିସା ଆମେରିକା ରେ ଭାରରତୀୟ ଙ୍କୁ ମିଳୁ ଥିବା ନିଯୁକ୍ତି ପ୍ରତିରକ୍ଷ୍ୟା ସହଭାଗିତା ପାକିସ୍ତାନ କୁ ନେଇ ଆମେରିକା ର ସହଭାଗିତା ବାଇଡେନ୍ ପ୍ରଶାସନ ର ଚୀନ ରଣନୀତି ଉପରେ ନିର୍ଭର କରୁଛି ଭାରତ ସହିତ ନୂଆ ସଂମ୍ପର୍କ ଟ୍ରମ୍ଫ ପ୍ରଶାସନ ରେ ଭାରତ ସରିତ ସେତେଟା ସଠିକ୍ ନ ଥିବା ବେଳେ କାରଣ ଭାରତ କୁ ରପ୍ତାନୀ ସାମଗ୍ରୀ ଉପରେ ଉଚ୍ଚ ତାରିଫ୍ ବସାଇ ଥିବା ବେଳେ ଭଭାରତ କିନ୍ତୁ ଭାରତ ଆମେରେକିୟ ବାଣିଜ୍ୟ ସଂମ୍ପର୍କ କୁ ଗୁରୁତ୍ୱ ଦେଇ ଆସି ଥିଲେ ।
ଦୁଇ ଦେଶ ମଧ୍ୟ ରେ ଟ୍ରେଡ୍ ଗୃପ୍ କୁ 500 ଶହ ଆରବ୍ ଡଲାର ରେ ପହଁଚାଇ ଥିବା ବେଳେ H1 ବି ଫିସା ଇନିଗ୍ରେସନ କୁ ନେଇ ଟ୍ରମ୍ଫ ଆଭିମୂଖ୍ୟ ବହୁତ କଡା ରହି ଥିବା ବେଳେ ଭାରତ କୁ ଆର୍ଥିକ ରୋଜଗାର ଦେବାକୁ ବାହାରୁ ଆସୁ ଥିବା ଲୋକ ଙ୍କ ନିଯୁକ୍ତି କମ୍ କରିବାକୁ ନିସ୍ପତି ନେଇ ଥିବା ବେଳେ ଭାଇଡେନ୍ କିନ୍ତୁ ଏହି ପ୍ରଶଂଙ୍ଗ ରେ ଉଦାର ନୀତି ଗ୍ରହଣ କରି ଥିବାର ଦେଖିବା ପାଇଁ ମିଳିବ H1 ବି ଫିସା ସଂଖ୍ୟା ବଢିବାର ସହିତ ଏହି ଥିରେ ଥିବା କୋଠର ନିୟମ କୁ ସେଷ କରି ପାରନ୍ତି ।
ଜର୍ଜ ଗୃପ୍ ପରେ ପରେ ବିଗତ 14 ବର୍ଷ ହେଲା ଆମେରିକା ରାଷ୍ଟ୍ରପତି ପାକିସ୍ତାନ କୁ ଗ୍ରସ୍ଥ କରି ନାହାଁନ୍ତି ବରଂ ଓବାମା ଙ୍କ ଶାସନ ଗ୍ରସ୍ଥ ରେ ପାକିସ୍ତାନ ରେ ଆମେରେକିୟ ମାନେ ପସି ଲାଡେନ୍ ଙ୍କୁ ମାରି ଥିଲା ସେହି ପରି ଟ୍ରମ୍ପ ପାକିସ୍ତାନ ଉପରେ ବହୁତ ଆର୍ଥିକ କଟକଣା ଲଗାଇ ଥିଲେ ଜାମ୍ମୁ କାଶ୍ମିର କୁ 360 ଧାରା ଉଚ୍ଛେଦ ପରେ CAA ଏବଂ NRC ଭଳି ଆଇନ୍ ବିରୋଧ ରେ ମତ ରଖି ଆସିଛନ୍ତି ବାଇଡେନ୍ ତେଣୁ ପାକିସ୍ତାନ ପ୍ରତି କୋହଳ ମନ ଭାବ ଦେଖେଇବା ପାରନ୍ତି ବାଇଡେନ୍ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।