ସାବଧାନ ଏହି ୧୨ଟି କାମ କଲେ ମିଳି ନଥାଏ ଭୋଲେନାଥଙ୍କ ଠାରୁ କ୍ଷମା ! ଭୋଗିବାକୁ ପଡିଥାଏ ଗମ୍ଭୀର ପରିଣାମ… ଜାଣନ୍ତୁ !

mahadev

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସେମିତି ରେ ଭଗବାନ ଶିବ ଙ୍କ କ୍ରୋଧ ବିଷୟ ରେ ସମସ୍ତେ ଜାଣିଛନ୍ତି ଯେତେ ଜଲ୍ଦି ସେ ପ୍ରଶନ୍ନ ହୋଇ ଥାନ୍ତି ସେତେ ଯଲ୍ଦି ବି ସେ ପ୍ରଶନ୍ନ ମଧ୍ୟ ହୋଇ ଜାଇ ଥାନ୍ତି , ସେମିତି ରେ ଆମେ ଆପଣ ମାନଙ୍କୁ ଏଠାରେ ମହାଦେବ ଙ୍କ ଉପରେ କିଛି ଏମିତି ଜିନିଷ ବିଷୟ ରେ କହିବୁ ଜାହା କେବେ ବି ଅର୍ପଣ କରିବା କଥା ଏବଂ ପରେ ଆପଣ ମାନଙ୍କୁ କିଛି ପାପ ବିଷୟ ରେ କହିବୁ ଜାହା କେବେ ବି କରିବା କଥା ନୁହେଁ କରିଲେ ଆପଣ ମାନଙ୍କ ଉପରେ କ୍ରୋଧିତ ହୋଇ ଥାନ୍ତି ମହାଦେବ ତେବେ ଆସନ୍ତୁ ଜାଣିବା ତୁଳସୀ ପତ୍ର ଆପଣ ମାନଙ୍କୁ ସୂଚନା ଦେବି କି କେବେ ବି ଏହି ତୁଳସୀ ପତ୍ର ବା ଜଟା ରେ ପୂଜା କରନ୍ତୁ ନାହିଁ ସେହି ପରି ଭାବେ ଦୁଇ ନମ୍ବର ରେ ରହିଛି ସେହି ପରି ବେଳେ କେବେ ବି ଭଗବାନ ଶିବ ଙ୍କୁ ଶଙ୍ଖ ରେ ଜଳ ଅର୍ପଣ କରନ୍ତୁ ନାହିଁ ଏହା ମଧ୍ୟ ବହୁତ ବଡ ଭୁଲ ଅଟେ ।mohadev

ଆମେ ମାନେ ପୂର୍ବ ପୁରୁଷ ଙ୍କ ଶ୍ରାଦ୍ଧ କର୍ମ ରେ ତୀଳ କୁ ଅର୍ପଣ କରି ଥାନ୍ତି ହେଲେ ସେହି ପରି ବେଳେ କେବେ ବି ଶିବ ଙ୍କ ଠାରେ ଏହି ତୀଳ କୁ ଅର୍ପଣ କରନ୍ତୁ ନାହିଁ ଆମେ ମାନେ ବହୁତ ସମୟ ରେ ଭଗବାନ ଙ୍କ ପୂଜା ସମୟ ରେ ବିଦାକୀ ରେ ଚାଉଳ କିଛି ମାତ୍ରା ପ୍ରାଦାନ କରି ଥାନ୍ତି ହେଲେ ଆପଣ ମାନଙ୍କୁ କହି୍ବୁ କି କେବେ ଘବାନଙ୍କ ଶିବ ଏବଂ ଅନ୍ୟ ଦେବତା ଙ୍କ ପାଖରେ କେବେ ବି ଭଙ୍ଗା ହୋଇ ଥିବା ଚାଉଳ ର ଅର୍ପଣ କରନ୍ତୁ ନାହିଁ ଏହା ଦ୍ୱାରା ଆପଣ ମାନେ ଦୂର୍ଭାଗ୍ୟ ଆଡକୁ ଗତି କରନ୍ତି , ସେହି ପରି ପାପ ବିଷୟ ରେ କହିବା ତେବେ ବିବାହିତ ଲୋକ ମାନଙ୍କ ସହିତ ସଂମ୍ପର୍କ ରଖିବା କଥା ନୁହେଁ ,valanatha

ଅନ୍ୟ ଧନ ସଂମ୍ପତୀ କୁ ଆପଣ ମାନେ ନିଜର କରିିବା କଥା ନୁହେଁ ,କୈଣସି ନିର୍ଦୋଶ କୁ ଦୁଖଃ ପହଁଚେଇବା ଠିକ୍ ନୁହେଁ , ଖରାପ ରାସ୍ତା ରେ ଜାଉ ଥିବା ଲୋକ ମାନଙ୍କୁ ଠିକ୍ ରାସ୍ତା ଦେଖାନ୍ତୁ , ସେହି ପରି କେବେ ବି ଆପଣ ମାନେ କାହାର ମାନ ସମ୍ମାନ କୁ ହନୀ ପହଁଚାନ୍ତୁ ନାହିଁ ଏମିତି କରିଲେ ଆପଣ ମାନଙ୍କ ଉପରେ ଭୋଳାନାଥ କ୍ରୋଧିତ ହୋଇ ଥାନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *