ବାହାଘର ପରେ ନିଜ ଶାଶୁ ଘର ବିଷୟରେ ଏମିତି ସାଙ୍ଘାତିକ ବୟାନ ଦେଲେ ଝିଲିକ । କହିଲେ ସେମାନେ ମୋତେ..

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ସାଙ୍ଗ ମାନଙ୍କ ସହିତ ପୁରୀ ବୁଲି ମଜା ମସ୍ତି କରିଲେ ବଙ୍ଗିୟ ଅଭିନେତ୍ରୀ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ, ସେମିତି ରେ ଏହି ଦିନ ରେ ଝିଲ୍ଲୀକ୍ ଭଟ୍ଟାଚାର୍ଯ୍ୟ ସାଙ୍ଗ ମାନଙ୍କ ସହିତ ପୁରୀରେ ଗୋଟିଏ ରାତି ଏବଂ ଗୋଟିଏ ଦିନ ମଧ୍ୟ ରେ ସ୍ପେଣ୍ଡ କରି ଥିବାର ଦେଖିବା ପାଇଁ ମିଳିଛନ୍ତି , ସେମାନେ ବହୁତ ସମୟ ବୁଲାବୁଲି କରି ସାଙ୍ଗ ମାନଙ୍କ ସହିତ ଜଗନ୍ନାଥ ଙ୍କୁ ଦର୍ଶନ କରି ଆଳତୀ କରି ଥିବାର ଫୋଟ ସବୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛନ୍ତି , ଏବଂ ବର୍ତମାନ ସମୟ ରେ ଏହା ଖୁବ୍ ଭାଇରଲ ହେବାରେ ଲାଗିଛି ।

jhilika

ବନ୍ଧୁଗଣ ସେ ନନା ଙ୍କ ସହିତ ଦର୍ଶନ କରୁ ଥିବାର ଫୋଟ କୁ ମଧ୍ୟ ରେ ସୋସିଆଲ ମିଡ଼ିଆ ରେ ପୋଷ୍ଟ କରି ଥିବାର ବେଳେ ଏହା ବହୁତ ପରିମାଣ ରେ ଭାଇରଲ ହୋଇ ଥିଲା , ସେମିତି ରେ ଏହି ଦିନ ରେ ତାଙ୍କର ଆଉ ଗୋଟିଏ ଭିଡ଼ିଓ ବି ମଧ୍ୟ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ଯେଉଁ ଠାରେ ଭିଡ଼ିଓ କୋଲିଂ ମାଧ୍ୟମ ରେ ସେ ପୁପିନ୍ଦର ଙ୍କ ସହିତ କଥା ହେଉ ଥିବାର ଦେଖିବା ପାଇଁ ମିଳି ଥିଲେ ଏବଂ ଏବଂ ସେଠାରେ ସେମାନେ ବହୁତ ଦିନ ପରେ ଭିଡ଼ିଓ କୋଲିଂ ମାଧ୍ୟମ ରେ ମିଟ୍ କରି ଥିବା ବେଳେ ସେମାନେ ବହୁତ ଖୁସୀ ରହି ଥିଲେ ।

ଭିଡିଓ କଲରେ କଥା ହେବା ବେଳେ ପୁପିନ୍ଦର କିଛି ପ୍ରଶ୍ନ ଝିଲ୍ଲୀକ୍ ଙ୍କୁ ପଚାରି ଥିବା ବେଳେ ଯେପରି କି ତାଙ୍କର ନୂଆ ଭାବେ ବିବାହ ପରେ ସେ କେମିତି ରହିଛନ୍ତି ଝିଲ୍ଲୀକ୍ ଙ୍କର ଉତ୍ତର ରହି ଥିଲା ସେ ଜଗନ୍ନାଥ ଙ୍କ କୃପା ରୁ ବହୁତ ଭଲ ରେ ରହିଛନ୍ତି ବୋଲି ଏବଂ ଲକଡାଉନ୍ ସମୟ ର କିଛି ସ୍ମୃତିକୁ  ସେ ନିଜର ଫ୍ୟାନ ମାନଙ୍କ ସହିତ ମଧ୍ୟ ସେୟାର କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।

jhillikk

ଯେମିତି କି ସେ କେମିତି ଭାବେ ଏହି ବର୍ଷ ରେ ପଡି ଥିଲା ଲକଡାଉନ୍ କୁ ସ୍ପେଣ୍ଡ କରିଲେ ସେ ଏମିତି କହି ଥିଲେ କି ଯେଉଁ ବି ସ୍ଥାନ କୁ ସେ ଜାଉ ଥିଲେ ସବୁ ବେଳେ ସେନିଟାଇଜର ଏବଂ ମାସ୍କ ସହିତ ବାହାରେ କିଛି ବି ଖାଇବା ପିଇବା କରୁ ନ ଥିଲେ ବୋଲି ଏମିତି କିଛି ମତ ଦେଇଛନ୍ତି ଝିଲ୍ଲୀକ୍  । ଏହା ସହିତ ଝିଲ୍ଲିକ ଯେତେବେଳେ ତାଙ୍କୁ ପରିବାର ବିଷୟରେ ପଚରା ଜାଇଥିଲା , ତେବେ ଏହାର ଉତ୍ତର ଦେବାକୁ ଜାଇ ସେ କହିଥିଲେ କି ତାଙ୍କ ପରିବାର ଲୋକ ତାଙ୍କୁ ବହୁତ ଭଲ ପଉଛନ୍ତି । ସେମିତି ରେ ଆପଣ ମାନଙ୍କୁ ଝିଲ୍ଲୀକ୍ କେମିତି ଲାଗନ୍ତି ଆପଣ ମାନେ କମେଣ୍ଟ ନିଶ୍ଚିତ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *