ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଜାଣି ଥିବେ 2015 ମସିହା ଓଲିଉଡ ର ସୁପର ଷ୍ଟାର ଅରବିନ୍ଦମ୍ ରୟ ବିବାହ ବନ୍ଧନ ରେ ବାନ୍ଧି ହୋଇ ଥିଲେ ଏବଂ ଏବଂ କିଛି ଦିନ ତଳେ ସେମାନେ ଦୁହେଁ ନିଜ ନିଜର ମେରେଜ୍ ଏନନିଭର୍ସରି ପାଳନ କରି ଥିବାର ଦେଖିବା ପାଇଁ ମିଳି ଥିଲେ ସେମିତି ରେ ଆମେ ଆପଣ ମାନଙ୍କୁ ଏଠାରେ ଦେଖେଇବା ପାଇଁ ଚାହିଁବୁ କି ଓଲିଉଡ ର ସୁପର ଷ୍ଟାର ଅରବିନ୍ଦମ୍ ରୟ ନିଜର ଏନିଭର୍ସରି କେମିତି ପାଳନ କରିଲେ । ତେବେ ଆପଣ ମାନଙ୍କୁ ବନ୍ଧୁଗଣ ଜଣେଇ ଦେବୁ କି ଗତ କିଛି ଦିନ ତଳେ ଅରବିନ୍ଦମ୍ ରୟ ନିଜର ପତ୍ନୀ ଙ୍କ ସହିତ କେକ୍ କାଟି ନିଜର ପଞ୍ଚମ ମେରେଜ୍ ଏନିଭର୍ସରି ପାଳନ କରି ଥିବାର ଦେଖିବା ପାଇଁ ମିଳି ଥିଲେ ,
ଏବଂ ଏହି ଉତ୍ସବ ରେ ଅରବିନ୍ଦମ୍ ରୟ ଙ୍କ ଫେନ୍ ମାନେ ଯୋଗ ଦେଇ ଥିଲେ , ଏବଂ ପରେ ପରେ ସେମାନଙ୍କ ଏହି ପାଳନ କରୁ ଥିବାର ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି , ଏବଂ ସେମିତି ରେ ଆପଣ ମାନେ ନିଶ୍ଚିତ ଭାବେ ଜଣେଇ ଦେବେ କି ଓଲିଉଡ ର ସୁପର ଷ୍ଟାର ଅରବିନ୍ଦମ୍ ରୟ ଙ୍କ ଅଭିନୟ ଆପଣ ମାନଙ୍କୁ କେମିତି ଲାଗୁଛି , ସେମିତି ରେ ଏବହି ଦିନ ରେ ଅରବିନ୍ଦମ୍ ରୟ ଙ୍କ ଆସିବା ପାଇଁ ଯାଉଛି ଏକ ନୂଆ ଓଡ଼ିଆ ଫିଲ୍ମ ଜାହାର ସୁଟିୁଂ ରେ ସେ ଏବେ ବହୁତ ସମୟ ବ୍ୟସ୍ତ ରହି ଥାନ୍ତି ,
ଏହି ଫିଲ୍ମ ରେ ଅରବିନ୍ଦମ୍ ରୟ ଙ୍କ ବିପକ୍ଷ୍ୟ ଏଲିନା ସାମନ୍ତ ରାୟ ଙ୍କୁ ଆପଣ ମାନେ ଦେଖିବା ପାଇଁ ପାଇବେ ଏବଂ ମିଳି ଥିବା ସୂଚନା ଅନୁସାରେ ଏହି ଫିଲ୍ମ ଆସନ୍ତୀା ବର୍ଷ ର ଦୂର୍ଗା ପୂଜା ରେ ରିଲିଜ୍ ହେବାକୁ ଯାଉଛି ସେମିତି ରେ ବନ୍ଧୁଗଣ ଆପଣ ମାନେ ଅରବିନ୍ଦମ୍ ରୟ ଏବଂ ଅଭିନେତ୍ରୀ ଏଲିନା ସାମନ୍ତ ରାୟ ଙ୍କ ଯୋଡି ଙ୍କୁ କେତେ ପରିମାଣ ରେ ପସନ୍ଦ କରୁଛନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।