ନିଜ ଭଉଣୀ ବାହାଘରରେ ନାଚି ଧୁଳା ଉଡେଇଲେ ଅର୍ଚିତା , ଦେଖନ୍ତୁ ଭିିଡିଓ

archata

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ କିଛି ଦିନ ତଳେ ଓଲିଉଡ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ଙ୍କର ବଡ ଭଉଣୀ ଙ୍କର ବିବାହ ହୋଇ ଥିଲା ଏହି ବିବାହ ଉତ୍ସବ ରେ ଅର୍ଚ୍ଚିତା ସାହୁ ଯୋଗ ଦେଇଇ ଥିଲେ ଏବଂ ତାଙ୍କ ଭଉଣୀ ଙ୍କ ବିବାହ ରେ ସେ ବହୁତ ମଜା ମସ୍ତି କରି ଥିଲେ ତେବେ ଆସନ୍ତୁ ଦେଖିବା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚ୍ଚିତା ସାହୁ ତାଙ୍କର ବଡ ଭଉଣୀ ଙ୍କ ବିବାହ ରେ କେମିତି ଭାବେ ମଜା ମସ୍ତି କରିଲେ ଏବଂ ତାଙ୍କ ଭଉଣୀ ଙ୍କ ବିବାହ ରେ ଓଡିଆ ଫିଲ୍ମ ଏବଂ ସିରିଏଲ ଦୁନିଆଁ ର କେଉଁ କେଉଁ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗ ଦେଇ ଥିଲେ ।archart

ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଅର୍ଚ୍ଚିତା ସାହୁ ଙ୍କର ଆସିବାକୁ ଜାଉଛି ଦୁଇଟି ନୂଆ ଓଡିଆ ଫିଲ୍ମ ଏବଂ ଏହି ଫିଲ୍ମ ଦୁଇଟି ର ସୁଟିଂ ବହୁତ ଜୋର ସୋର ରେ ଚାଲି ରହିଛି ଏବଂ ସେହି ପରି ବେଳେ ଗୋଟିଏ ଫିଲ୍ମ ରେ ଅର୍ଚ୍ଚିତା ସାହୁ ସବ୍ୟସାଚୀ ଙ୍କ ବିପକ୍ଷ୍ୟ ରେ ଅଭିନୟ କରୁଛନ୍ତି ସବ୍ୟସାଚୀ ଏବଂ ଅର୍ଚ୍ଚିତା ସାହୁ ଙ୍କରଏହି ନୂଆ ଓଡିଆ ଫିଲ୍ମ ର ସୁଟିଂ ଭୁବନେଶ୍ୱର ଏବଂ କଟକ ର ଅନେକ ସ୍ଥାନ ରେ କରା ଜାଉଛି ଏବଂ ଜାହା ସୂଚନା ରହିଛି କି ଅର୍ଚ୍ଚିତା ସାହୁ ସବ୍ୟସାଚୀ ଙ୍କ ନୂଆ ଓଡିଆ ଫିଲ୍ମ ର ଗୀତ ର ସୁଟିଂ ମୋନାଲୀ ରେ କରା ଯିବ ଜାହା ସୂଚନା ରହିଛି ଅର୍ଚ୍ଚିତା ସାହୁ ସବ୍ୟସାଚୀ ଅଭିନିୟ ଏହି ନୂଆ ଓଡିଆ ଫିଲ୍ମ ଶୁବ ମୁହରତ୍ କରା ଯିବ ।archata

ଏବଂ ଏହି ଫିଲ୍ମ ର ଟାଇଟେଲ ମଧ୍ୟ ଘୋଷଣା କରା ଯିବ ସେମିତି ରେ ବନ୍ଧୁଗଣ ଆପଣ ମାନେ ଅର୍ଚ୍ଚିତା ସାହୁ ସବ୍ୟସାଚୀ ଙ୍କ ଯୋଡି କୁ କେତେ ପରିମାଣ ରେ ପସନ୍ଦ କରନ୍ତି ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *