ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ ବନ୍ଧୁଗଣ । ବର୍ତମାନ ସମୟ ରେ ଆମ ପାଖରେ ଏକ ଦୁଖଃ ର ଖବର ଆସି ପହଁଚିଛି କି ଆଜି ସକାଳେ ମୃତ୍ୟୁ ବରଣ କରିଛନ୍ତି ଆଉ ଏକ ଲୋକ ପ୍ରିୟ କଳାକାର ତେବେ ଦର୍ଶକ ବନ୍ଧୁ ସେ କେମିତି ମୃତ୍ୟୁ ବରଣ କରିଲେ ସଂମ୍ପର୍ଣ୍ଣ ଖବର ଜାଣିବା ପାଇଁ ଆପଣ ମାନେ ପୋଷ୍ଟ କୁ ସେଷ ଯାଏ ପଢନ୍ତୁ । ଯେମମିତି କି ବନ୍ଧୁଗଣ ଆମେ ଆପଣ ମାନଙ୍କୁ କହିଲୁ କି ଏକ ଲୋକ ପ୍ରିୟ ଅଭିନେତା ଙ୍କର ମୃତ୍ୟୁ ବରଣ ହୋଇ ଜାଇଛି ତେବେ ଏହି ଯେଉଁ ଦୁଖଃ ଖବର ଟି ବର୍ତମାନ ସମୟ ରେ ଆପଣ ମାନଙ୍କୁ ଦେବାକୁ ଜାଉଛୁ ତାହା ଆମର ଲୋକ ପ୍ରିୟ ଖେଳାଳି ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ଘରୁ ଆସୁଛି , ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି ଆଜି ଆମର ଲୋକ ପ୍ରିୟ କ୍ରିକେଟର ହାର୍ଦ୍ଧିକ୍ ପାଣ୍ଡିଆ ଏବଂ କୁନାଲ ପାଣ୍ଡିଆ ଙ୍କର ପିତା ଙ୍କର ମୃତ୍ୟୁ ବରଣ ହୋଇ ଜାଇଛି ଆପଣ ମାନେ ଯେମିତି ହାର୍ଦ୍ଧିକ୍ ପାଣ୍ଡିଆ ଏବଂ କୁନାଲ ପାଣ୍ଡିଆ ଙ୍କୁ ଜାଣନ୍ତୁ ସେମିତି ଏମାନଙ୍କ ବାପା ଙ୍କୁ ବଲିଉଡ ରେ ସମସ୍ତେ ଜାଣନ୍ତି ଏବଂ ସେ ଆଜି ମୃତ୍ୟୁ ବରଣ କରିଛନ୍ତି ,
ତେବେ ତାଙ୍କର ସେତେ ବି ବୟସ ହୋଇ ନ ଥିଲା କିନ୍ତୁ ଆଜି ସକାଳୁ ହାର୍ଟ ଆର୍ଟାକ୍ ଆସି ଥିଲା ଏବଂ ସେ ସେହି ଠାରେ ହିଁ ମୃତ୍ୟୁ ବରଣ କରି ଥିଲେ ହଁ ବନ୍ଧୁଗଣ ହାର୍ଦ୍ଧିକ୍ ପାଣ୍ଡିଆ ଏବଂ କୁନାଲ ପାଣ୍ଡିଆ ଙ୍କ ବାପା ହ୍ୟମନସ ପାଣ୍ଡିଆ ଆଜି ହାର୍ଟ ଆର୍ଟାକ୍ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି ଏହି ଦୁଖଃ ଖବର ସୁଣିବା ପରେ ନିଜେ ହାର୍ଦ୍ଧିକ୍ ଖେଳୁ ଥିବା ଫିଲ୍ଡ କୁ ଛାଡି ସେ ନିଜ ଘରକୁ ଫରିଛନ୍ତି ।
ସେମିତି ରେ ଆପଣ ମାନେ ଏହି କଥା ମୋଟେ ବି ଜାଣି ନ ଥିବେ କି ହାର୍ଦ୍ଧିକ୍ ପାଣ୍ଡିଆ ଏବଂ କୁନାଲ ପାଣ୍ଡିଆ ଙ୍କୁ ଖେଳିବା ପଛରେ ତାଙ୍କର ବାପା ଙ୍କର ହିଁ ହାତ ରହି ଥିଲା ସେହି ସମୟ ରେ ସେମାନଙ୍କର ଆର୍ଥିିକ ସ୍ଥିତି ସଠିକ୍ ନ ଥିବା ବେଳେ ସେ ନିଜର ପୁଅ ମାନଙ୍କୁ ନିଜର ଗୋଡ ରେ ଛିଡା ହେବାର ଶକ୍ତି ଦେଇ ଥିଲେ ଏବଂ ସେମାନଙ୍କୁ ଆଜିର ଦିନ ରେ ଏମିତି ଏକ ସ୍ଥାନ ରେ ପହଁଚେଇ ବା ପଛରେ ତାଙ୍କ ବାପା ଙ୍କର ହାତ ରହିଥିଲା ହେଲେ ଆଜି ସେ ଆଉ ଆମ ଗହଣ ରେ ନାହାଁନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।