ଛୋଟ ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି କରାଇବାର ସହଜ ଉପାୟ । ଆପଣାନ୍ତୁ ଏହି ଉପାୟ

child

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ପାଠ ପଢା ପିଲା ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି କରିବାକୁ ଚାହୁଁ ଥିଲେ ଏହି ପୋଷ୍ଟ କୁ ଆପଣ ମାନେ ସଂମ୍ପର୍ଣ୍ଣ ଭାବେ ପଢନ୍ତୁ ଯେଉଁ ଛାତ୍ର ନିଜର ପାଠ ଘରେ ବାୟୁ ଉତ୍ତର ପଶ୍ଚିମ କୋଣ ରେ ବସି ଅଧ୍ୟନ କରୁଛନ୍ତି ସେହି ପିଲା ମାନଙ୍କ ପାଠ କେବେ ବି ମନେ ରେହ ନାହିଁ ଏହି କୋଣ ଯଦି ଆପଣ ମାନଙ୍କ ପିଲା ବସି ଯଦି ପାଛ ପଢୁ ଥାଏ ତେବେ ପିଲା ଙ୍କର ଅଧିକ ବିସ୍ମରଣ ହୋଇ ଥାଏ କାରଣ ଏହି କ୍ଷେତ୍ର ବାୟୁ ପ୍ରଧାନ୍ୟ ଅଟେ ତେଣୁ ପଢୁ ଥିବା ପାଠ ବାୟୁ ପରି ଉଡି ଯାଏ ମାନେ ଘର ର ଉତ୍ତର ପଶ୍ଚିମ କୋଣ ରେ ଆପଣ ମାନଙ୍କ ପଢା ଘର କେବେ ବି କରନ୍ତୁ ନାହିଁ ।child

ଆଉ ଯଦି ଆପଣ ମାନଙ୍କ ପିଲା ସେହି କୋଣ ରେ ବସି ପାଠ ପଢୁଛନ୍ତି ଆପଣ ମାନେ ସେହି କୋଣ ରେ ସେମାନଙ୍କୁ କେବେ ବି ପାଠ ପଢିବାକୁ ଦିଅନ୍ତୁ ନାହିଁ ଏବଂ ଆପଣ ମାନେ ଜାଣି ପାରୁ ଥିବେ ଆପଣ ମାନଙ୍କ ପିଲା ଙ୍କ ପାଠ ମନେ ରହୁ ନ ଥିବ । ତେବେ କେମିତି କରିବେ ଏହି ସ୍ମରଣ ଶକ୍ତି ବୃଦ୍ଧି ତେବେ ପ୍ରଥମେ ହେଲା ଯଦି ହଜି ଥିବା କାଗଜ ପତ୍ର ବା ପଢି ଥିବା ପାଠ ମନେ ନ ପଡେ ତେବେ ନିଜର ଜିଭ କୁ ତାଳୁ ଉପକୁ ଲଗେଇ ମନେ କରିଲେ ଆପଣ ମାନଙ୍କର ନିଶ୍ଚିତ ଭାବେ ମନେ ରହିବ ଏହା ଏକ ସରଳ ଉପାୟ ଅଟେ ।children

ଦ୍ୱତୀୟ ରେ ହେଲା ଅଧ୍ୟୟନ ରତ ପିଲା ନିଜର ଶୟନ କକ୍ଷ୍ୟ ରେ ଶରସ୍ୱତୀ ଙ୍କର ଫୋଟ ଚିତ୍ର କୁ ଲଗେଇ ରଖିବା ଉଚିତ୍ ଦୈନିକ ପାଠ ପଢା ଆରମ୍ଭ ହେବା ପୂର୍ବ ରୁ ତିନୋଟି ସୁଗନ୍ଧିତ ଧୂପ ଲଗେଇ ଦେବୀ ଙ୍କୁ ପୂଜା କରିବା ଆବଶ୍ୟକ ଅଟେ ଏମିତି କରିଲେ ଆପଣ ମାନଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇ ଥାଏ , ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *