ନିଜ ସ୍ତ୍ରୀ ସହ ପ୍ରଥମ ଥର ପାଇଁ ଏହି ଫିଲ୍ମ କରିବାକୁ ଜାଉଛନ୍ତି ଅମ୍ଳାନ ।

amala

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ସୁପର ଷ୍ଟାର ଅମ୍ଲାନ୍ ଦାସ୍ କିଛି ମାସ ପୂର୍ବ ରୁ ହିଁ ସେ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ସେ ଡାକ୍ତରାଣୀ ଭୂମିକା ଙ୍କୁ ବିବାହ କରିଛନ୍ତି , ସେହି ପରି ବେଳେ ଏବେ କିଛି ଦିନ ତଳେ ଭୂମକା ଅମ୍ଲାନ୍ ଙ୍କ ସୁଟିଂ ସେଟ୍ ରେ ଦେଖିବା ପାଇଁ ମିଳି ଥିଲେ ଅମ୍ଲାନ୍ ତାଙ୍କ ସ୍ତ୍ରୀ ଭୂମକା ଙ୍କୁ ନୂଆ ଓଡ଼ିଆ ଫିଲ୍ମ ର ସୁଟିଂ ଦେଖାଇବାକୁ ଆଣି ଥିଲେ ଭୂମିକା ବହୁତ ସମୟ ଧରି ତାଙ୍କର ନୂଆ ଓଡ଼ିଆ ଫିଲ୍ମ ର ସୁଟିଂ ଦେଖି ଥିଲେ ଷ ସେମିତି ରେ ବନ୍ଧୁଗଣ ଆପଣ ମାନେ ଜାଣି ଥିବେ ଏହି ଦିନ ରେ ଅମ୍ଲାନ୍ ଙ୍କର ଆସିବା ପାଇଁ ଜାଉଛି ଦୁଇଟି ନୂଆ ଓଡିଆ ଫିଲ୍ମ ।amala

ତେବେ ସେହି ମଧ୍ୟ ରୁ ଗୋଟିଏ ହେଲା ଗୁପଚୁପ୍ ଏବଂ ଆଉ ଗୋଟିଏ ହେଲା ଅନ୍ୟ ଟି ହେଲା ଗୋଲାପୀ ଗୋଲାରୀ ପାର୍ଟ ଦୁଇ ରହି ଥିବା ବେଳେ ଗୁପଚୁପ୍ ଫିଲ୍ମ ରେ ସନମିରା ତାଙ୍କ ବିପକ୍ଷ୍ୟ ରେ କାମ କରୁ ଥିବା ବେଳେ ସେହି ପରି ବେଳେ ଗୋଲାପୀ ଗୋଲାରୀ ପାର୍ଟ ଦୁଇ ରେ ରିଆ ତାଙ୍କ ବିପକ୍ଷ ରେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ।amal

ସେମିତି ରେ ଏହି ଦିନ ରେ ଅମ୍ଲାନ୍ ଦାସ୍ ତାଙ୍କର ପତ୍ନୀ ଙ୍କୁ ପଚାରି ଥିଲେ କି ତୁମେ କଣ ଓଡିଆ ଫିଲ୍ମ ରେ କାମ କରିବା ପାଇଁ ଚାହୁଁଛ କି ତେବେ ସେହି ସମୟରେ ଭୂମିକା ମନା କରି ଥିଲେ , ସେ କହିଛନ୍ତି କି ତାଙ୍କର ଫିଲ୍ମ ରେ ଅଭିନୟ କରିବାର ଇଚ୍ଛା ନାହିଁ , ଏବଂ ଆଗାମୀ ସମୟ ରେ ଯଦି ସେ ଇଚ୍ଛା କରିବେ ତେବେ ନିଶ୍ଚିତ ଭାବେ କରିବେ ତେବେ ଆପଣ ମାନଙ୍କୁ ଅମ୍ଲାନ୍ ଙ୍କ ଅଭିନୟ କେମିତି ଲାଗେ ନିଶ୍ଚିତ ଭାବେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *