ଆଜି ବହୁତ ବଦଳିଗଲେଣି ଶ୍ରୀ କୃଷ୍ଣ ସିରିଏଲର ଏହି ହିରୋ , ଦେଖିଲେ ଚିହ୍ନି ପାରିବନି ।

sri-kraaaa

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାମାନନ୍ଦ ସାଗର ଙ୍କ ଶୀକୃଷ୍ଣ ସେତିକି ପରିମାଣ ପ୍ରସିଦ୍ଦ ହୋଇ ଥିଲା ଯେତିକି ପରିମାଣ ରେ ରାମାୟଣ ହୋଇ ଥିଲା । ଏହି ଥିରେ ଅଲଗା ଅଲଗା ବ.ୟସ ଅନୁସାରେ ଅଲଗା ଲୋକ ମାନେ କୃଷ୍ଣ ର ରୋଲ୍ କରି ଥିଲେ ସେମିତି ରେ ଆମେ ଆଜି ଆପଣ ମାନଙ୍କୁ ଏହି ଥିରେ ମୂଖ୍ୟ ଅଭିନେତା ସ୍ୱପ୍ନିଲ ଜୋଷୀ ଙ୍କ ବିଷୟ ରେ କହିବୁ ,

srrrriii

ସ୍ୱପ୍ନିଲଜୋଷୀ ଙ୍କ ଜନ୍ମ 18 ଅକ୍ଟୋବର 1977 କୁ ମୁମ୍ବାଇ ରେ ହୋଇ ଥିଲା , ସେ ଜଣେ ମଧ୍ୟମ ବର୍ଗ ପରିବାର ରୁ ଅଟନ୍ତି ତାଙ୍କର ମାତା ପିତା ସରକାରୀ କର୍ମଚାରୀ ଅଟନ୍ତି , ସେ ତାଙ୍କର ମାତା ପିତା ଙ୍କ ଗୋଟିଏ ହିଁ ସନ୍ତାନ ଅଟନ୍ତି । ଏବଂ ସେ ନିଜର ସ୍କୁଲ ଶିକ୍ଷା ମୁମ୍ବାଇ ରୁ ପୁରା କରି ଥିଲେ ,ତାଙ୍କୁ ସଂଙ୍ଗୀତ ସୁଣିବା ଏବଂ ଯାତ୍ରା କରିବା ବହୁତ ପସନ୍ଦ ଅଟେ , ଏହା ସହିତ ସେ ସରୁଖ୍ ଖାନ୍ ଏବଂ ହ୍ରିତିକ୍ ଙ୍କର ବହୁତ ବଡ ଫେନ୍ସ ଅଟନ୍ତି ,

ସ୍ୱପ୍ନିଲଜୋଷୀ ଙ୍କୁ ପିଲା ଦିନ ରୁ ହିଁ ଅଭିନୟ ଜଗତ ରେ ବହୁତ ରୁଚି ରହି ଥିଲା ଫେସବୁକ୍ ,ଇନଷ୍ଟାଗ୍ରାମ୍ ଏବଂ ଟୁଇଟର ରେ ତାଙ୍କର ଲକ୍ଷ୍ୟ ଲକ୍ଷ୍ୟ ଫେନ୍ସ ରହିଛନ୍ତି , ସ୍ୱପ୍ନିଲଜୋଷୀ ବହୁତ ଟିଭି ବିଜ୍ଞ୍ୟାପନ ରେ ଦେଖିବା ପାଇଁ ମିଳିଛନ୍ତି , ତାଙ୍କର ନିଜର ରେଡିଓ ସୋ ବି ରହିଛି , ସ୍ୱପ୍ନିଲଜୋଷୀ 1997 ରେ ଫିଲ୍ମ କିଲ୍ଲା ରୁ ବଲିଉଡ ରେ ନିଜର ଡେଭ୍ୟୁ କରି ଥିଲେ ଏବଂ ଏହା ସହିତ ସେ ଏମିତି ବହୁତ ଫିଲ୍ମ ରହିଛି ଯେଉଁ ଥିରେ ଡେଭ୍ୟୁ କରିବା ସହିତ ସେ ଉତ୍ତର ରାମାୟଣ ରେ କୁଷ ର ଭୂମିକା ନିଭେଇ ଥିଲେ

sri-kr

ସେମିତି ରେ ଆପଣ ମାନଙ୍କୁ ସ୍ୱପ୍ନିଲଜୋଷୀ ଙ୍କ ଶୀକୃଷ୍ଣ ଭୂମିକା ର ଅଭିନୟ କେମିତି ଲାଗେ କମେଣ୍ଟ କରିବେ ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *