ଶୀତ ଋତୁରେ ନଡ଼ିଆ ତେଲରେ ଏହି ଜିନିଷ ମିଶାଇକି ଲଗାଇ ଦିଅନ୍ତୁ! ଚେହେରା କଳା ପଡିବା ! ସ୍କିନ ଡ୍ରାଏ ହେବା ମୂଳରୁ ବନ୍ଦ ହୋଇଯିବ

oil

ଆପଣ ମାନଙ୍କୁ ଆମର ପୋର୍ଟାଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଶୀତ ଋତୁ ରେ ନଡିଆ ତେଲ ରେ ଏହି ଜିନିଷ ମିଶାଇକି ଲଗାଇ ଦିଅନ୍ତୁ ଚେହେରା କଳା ପଡିବା ସ୍କିନ ଡ୍ରାଏ ହେବା ମୂଳରୁ ସବୁ ହୋଇଯିବ ମୂଳ ରୁ ଭଲ ନଡିଆ ତେଲ ରେ ଶୋଇବା ପୂର୍ବ ରୁ ଏହି ଦୁଇଟି ଜିନିଷ ମିଶାଇ ଲଗାନ୍ତୁ ପୁରା ଶରୀର ଗୋରା ରଙ୍ଗ ହୋଇଯିବ ଆମେ ଯେଉଁ ଉପଚାର ବିଷୟ ରେ କହିବାକୁ ଯାଉଛୁ ବହୁତ ଅଧିକ କାର୍ଯ୍ୟ କାରୀ ହୋଇଥାଏ ଯାହା ଆପଣ ଙ୍କ ଚର୍ମ କୁ ସବୁବେଳେ ସୁସ୍ଥ ଏବଂ କୋମଳ ରଖିଥାଏ ଏହା ଆପଣ ଙ୍କ ଶରୀର ର କିଛି ବି କ୍ଷତି କରାଏ ନାହିଁ ଯଦି ଆପଣ ଶୋଇବା ପୁର୍ବ ରୁ ଏହା ଲଗାଇବେ ତେବେ ଆପଣ ଙ୍କ ଚର୍ମ ରେ ଥିବା କଳା ଦାଗ କୁ କମ କରି ଦେବ ଏହା ସମସ୍ତ ପ୍ରକାର ଚର୍ମ ପାଇଁ ଏହି ଉପଚାର ବହୁତ ଲାଭ ଦାୟକ ଅଟେ ତେବେ ଚାଲନ୍ତୁ ଜାଣି ନେବା ଏହାର ପ୍ରସ୍ତୁତ ପ୍ରଣାଳୀ ବିଷୟ ରେ ପ୍ରଥମ ଏକ ଚାମୁଚ ନଡିଆ ତେଲ ନିଅନ୍ତୁ ନଡିଆ ତେଲ ଆମ ଶରୀର କୁ ହାଡ୍ରେଟ କରେ ।oil

ଏବଂ ନଡିଆ ତେଲ ଯାହା ଆମ ଚର୍ମ ରେ ମଶ୍ଚରାଇଜ ରଖେ ତା ସହିତ ଏହି ଚର୍ମ କୁ ଗ୍ଲୋ ରଖେ ଏକ ଚାମୁଚ ନଡିଆ ତେଲ ନେବା ପରେ କଞ୍ଚା ଦୁଗ୍ଧ ତାହା ସହ ନିଅନ୍ତୁ ଦୁଗ୍ଧ ଯାହା ଆମ ଶରୀର ରୁ ଡ୍ରଟ ପଲ୍ୟୁସନ ଆମ ଶରୀର ରେ ଜମା ହୋଇ ରହିଥିବା ମଇଳା କୁ ବାହାର କରିବେ ରେ ବହୁତ ଭଲ କାମ କରିଥାଏ ସେଥିରେ ଦୁଇ ଚାମୁଚ କଞ୍ଚା ଦୁଗ୍ଧ ମିଶାନ୍ତୁ ତା ପରେ ସେଥିରେ ଆଲୋବେରା ଜେଲ ନେଇ ନିଅନ୍ତୁ ଏହା କୁ ଭଲ ଭାବରେ ମିଶାଇ ଶୋଇବା ପୁର୍ବ ରୁ ଲଗାନ୍ତୁ ଏହା ବହୁ ପ୍ରଭବ ଶାଳୀ ହୋଇଥାଏ ଯାହା 3 ରୁ 4 ଦିନ ରେ କାମ ଦେଖାଇବା ଆରମ୍ଭ କରି ଦେଇଥାଏ ଏହା ଶରୀର ର ଚର୍ମ ରେ ଗ୍ଲୋ କରିବା ଆରମ୍ଭ କରିଦିଏ ଆଉ ଏହା ଯେତେ ପରିମାଣ ରେ ବଢାଇ ଦିଏ ଯାହା ଆପଣ ଙ୍କୁ ବିଶ୍ୱାସ ହେବ ନାହିଁ ଯାହା ଆମେ ଏହାକୁ କହିଲୁ ଏହାକୁ ଭଲ ଭାବେ ମିଶାନ୍ତୁ ଏହା ପରେ ଆପଣ ଙ୍କୁ 3 ରୁ 4 ଦିନ ବହୁତ ଭଲ ଭାବରେ ବ୍ୟବାହର କରି ପାରିବେ ଯଦି ଆପଣ ଏହାକୁ ଫ୍ରେସ ବ୍ୟବହାର କରୁଛନ୍ତି ତେବେ ଫ୍ରେସ ବନାଇ ନିଅନ୍ତି ।milk

ଏବଂ ଏହାର ଲଗାଇବାର ଉପାୟ ଆପଣ ଙ୍କୁ କହି ଦେବୁ ଏ ଉପଚାର କୁ ଆପଣ ଙ୍କ ଶରୀର ର ଯେ କୈଣସି ଅଙ୍ଗ ରେ ଲଗାଇବାର ଅଛି ସେଠି ଆପଣ ଲାଗାଇ ସାରିବା ପରେ ଏହା କୁ ଭଲ ଭାବରେ ମାଲିସ କରନ୍ତୁ ଯେ ପର୍ଯ୍ୟନ୍ତ ଗ୍ଲୋ ନ କରିଛି ସେ ପର୍ଯ୍ୟନ୍ତ ଏହାକୁ ମାଲିସ କରନ୍ତୁ ଏହି ଉପଚାର କୁ ଯଦି ଗୋଟିଏ ସପ୍ତାହ ବ୍ୟବାହର କରୁଛନ୍ତି ତେବେ ଏହା ସମ୍ପୁର୍ଣ୍ଣ ଭାବେ ଆପଣ ଙ୍କ ସ୍କିନ ଗ୍ଲୋ କରିବ ଏହି ଉପାୟ କୁ ଯଦି ଆପଣ ନିୟମିତ ଭାବେ ବ୍ୟବହାର କରୁଛନ୍ତି ତେବେ ଏହା ଆପଣ ଙ୍କ ର ଚର୍ମ କୁ ସୁରକ୍ଷିତ କରିବା ସହ ଏହା ଆପଣ ଙ୍କ ର ଚର୍ମ କୁ ଗ୍ଲୋ କରିବା ରେ ସାହାର୍ଯ୍ୟ କରିବ ।ଏହି ପୋଷ୍ଟ ଟି ପଢି କେମିତି ଲାଗିଲା ଆପଣ ମାନେ କମେଣ୍ଟ କରି ନିଶ୍ଚିତ ଭାବେ ଜଣେଇବା ସହିତ ଆପଣ ଆମର ପୋଷ୍ଟ କୁ ଫ୍ରେଣ୍ଡ ସହିତ ସେୟାର କରି ଦେବେ ।

Leave a Reply

Your email address will not be published. Required fields are marked *