ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ଗତ ଦୁଇ ଦିନ ତଳେ ଓଡିଆ ଅଭିନେତା ରବିମିଶ୍ର ଙ୍କର ପର ଲୋକ ହୋଇ ଥିଲା ତେବେ ଆପଣ ମାନଙ୍କୁ ଜଣେଇ ଦେବୁ କି ସେହି ହାର୍ଟ ଆର୍ଟାକ୍ ସମୟ ରେ କେମିତି ରହି ଥିଲା ସିଚ୍ୟୁଏସନ ତାହାର ଭିଡିଓ ବର୍ତମାନ ସମୟ ରେ ସୁଟିଂ ସେଟ୍ ରୁ ଭାଇରଲ ହେବାରେ ଲାଗିଛି ତେବେ ଏହା କେମିତି ହୋଇ ଥିଲା ଆପଣ ମାନେ ବି ଏଠାରେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଉ ଥିବେ ବହୁ ଚଳଚିତ୍ର ଏବଂ ଟେଲି ଧାରାବାହୀକ ରେ ନିଜର ଅଭିନୟ ର ଜାଦୁ ଦେଖେଇ ଥିବା ରବିମିଶ୍ର ଧାରାବାହୀକ ଗୋପଳ ରହସ୍ୟ ରେ ମୂଖ୍ୟ ଚରିତ୍ର ରେ ସେ ଅଭିନୟ କରି ଥିଲେ ଟେଲି ସିରିଏଲ ଏହି ଗୋପାଳ ରହସ୍ୟ ପାଇଁ ଆଜିର ଦିନ ରେ ବି ସେ ବହୁତ ପ୍ରଶଂସା ର ପାତ୍ର ମଧ୍ୟ ହେଉ ଥିଲେ ।
ସେହି ପରି ଓଡିଆ ଫିଲ୍ମ ସୈଭାଗ୍ୟ ବତୀ ତାଙ୍କର ଫିଲ୍ମ ପାଇଁ ବି ସେ ବହୁତ ପରିମାଣ ରେ ପ୍ରଶଂସା ପାଇ ଥିଲେ , ଏଠାରେ ଆପଣ ମାନଙ୍କୁ ସେହି ଦିନ ରେ ଘଟଣା ବିଷୟ ରେ ଜଣେଇ ଦେବୁ କି ସେହି ଦିନ ସଂନ୍ଧ୍ୟା ରେ ଗତ କାଲି ସେ ସୁଟଂ କରୁ ଥିବା ସମୟ ରେ ହଠାତ୍ ମାତ୍ରେ ଛାତି ରେ ଯନ୍ତ୍ରଣା ଅନୁଭୂତ କରି ଥିଲେ ଏବଂ ସେହି ଠାରୁ ମିଛ ମିଛିକା ଅଭିନୟ କରିବା ସମୟ ରେ ସତ ସତିକା ଛାତି ରେ ଯନ୍ତ୍ରଣା ଅନୂଭବ ହୋଇ ଥିଲା ଏବଂ ସେହି କାରଣ ପାଇଁ ସେ ଭାବି ଥିଲେ କି ତାଙ୍କୁ ଏସିଡିଟି ହୋଇଛି ବୋଲି କିନ୍ତୁ ସତେ ରେ ଗତ କାଲି ର ସକାଳ ତାଙ୍କ ପାଇଁ କାଳ ହୋଇ ଯିବ ବୋଲି କେହି ଜାଣି ନ ଥିଲେ ।
20 ଜାନୁଆରୀ 2021 ବୁଧବାର ଦିନ ଆମ ଓଲିଉଡ ଇଣ୍ଡଷ୍ଟ୍ରୀ କୁ ଛାଡି ଜାଇଛନ୍ତି ମୃତ୍ୟୁ ବେଳକୁ ତାଙ୍କର ବୟସ 64 ବର୍ଷ ହୋଇ ଥିଲା ରବି ମିଶ୍ର ନିଜର କେରିଅର ରେ ଅନେକ ଚଳଚିତ୍ର ଏବଂ ସିରିଏଲ ମାନଙ୍କ ରେ ବି କାମ କରିଛନ୍ତି , ଯେମିତି ମାଆ ପରି କିଏ ହେବ , ଆଖି ଭିଜି ଗଲା ଆଖି ଲୁହ ରେ ଏମିତି ଅନେକ ଗୁଡିଏ ଚଳଚିତ୍ର ରେ ସେ କାମ କରି ଥିବାର ଦେଖିବା ପାଇଁ ମିଳିଛନ୍ତି ,ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।