ଛାତ୍ରଛାତ୍ରୀ ଙ୍କ ପାଇଁ ୩ଟି ଖବର | ଏହି ତାରିଖରୁ ଖୋଲି ପାରେ ପ୍ରଥମରୁ ନବମ ସ୍କୁଲ

studant

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ବନ୍ଧୁଗଣ ରାଜ୍ୟ ସରକାର ତରଫରୁ ଆଉ କିଛି ନୂଆ ସୂଚନା ଜାରି ରହିଛି ଛାତ୍ରଛାତ୍ରୀ ମାନଙ୍କ ପାଇଁ , ଯେମିତିକି ଆପମ ମାନେ ଜାଣିଛନ୍ତି କରୋନା ପାଇଁ କେବଳ ଦଶମ +2 କଲେଜ୍ ସ୍କୁଲ ଖୋଲା ହୋଇଛି ହେଲେ ବାକି ରହିଥିବା ସ୍କୁଲ୍ କଲେଜ୍ କେବେ ଖୋଲିବ ତା ଛଡା +2 Exams କୁ କିଛି ନୂଆ ଆପଡେଟ୍ ଏମିତିରେ ବି +3 କଲେଜ୍ ର ତୃତୀୟ ପ୍ରଜାୟ ନାମ ଲେଖା କେବେ ଆରମ୍ଭ ହେବ ତେବେ କଣ ରହିଛି ଆମେ ଜାଣିବା ଶେଷ ପର୍ଯ୍ୟନ୍ତ ଦେଖନ୍ତୁ ।nabine

29 ରୁ +3 ଖାଲି ପଡିଥିବା ସିଟ୍ ପୁଣି ଥରେ ନାମ ଲେଖା ଆରମ୍ଭ ହେବ , ଦୁଇଟି ପ୍ରଜାୟ ନାମ ଲେଖା ପରେବି ବହୁତ ସିଟ୍ ଖାଲି ରହିଛି ଏବଂ ଅନେକ ପିଲା ନାମ ଲେଖି ପାରି ନାହାନ୍ତି ତାହାକୁ ଦୃଷ୍ଟିରେ ରଖି ତୃତୀୟ ପ୍ରଜାୟ ନାମ ଲେଖା ଆରମ୍ଭ ହେବ । ଏହା ପରେ ରହିଛି ଚଳିତ ବର୍ଷ +2 ପରୀକ୍ଷା ଖାତା ବଦଳିବ ପ୍ରଶ୍ନ ପତ୍ରରେ 50 ପ୍ରତିସତ Multiple choice ରହିବ ଜାହାର ଉତ୍ତର ପାଇଁ 1 ନମ୍ବର ରହିବ ଏବଂ 30 ମାର୍କା ରହିବ 2 ମାର୍କା କିମ୍ବା 3 ମାର୍କା ପ୍ରଶ୍ନ ଏବଂ 5 ମାର୍କା ବିଶିଷ୍ଟ ଦିର୍ଘ ଉତ୍ତର ବଳକ 20 ମାର୍କା ରହିବ , ଏହି ଭଳି ଭାବରେ ପ୍ରଶ୍ନପତ୍ର ଢାଞ୍ଚା ରହିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।school

ଏହି ପ୍ରଶ୍ନପତ୍ର 2016 ମସିହା କିମ୍ବା ପରେ ପଞ୍ଜିକୃତ ହୋଇଥିବା ଛାତ୍ରଛାତ୍ରୀ ଙ୍କ ପାଇଁ ହ୍ରାସ ହୋଇଥିବା ସିଲାବସ୍ ରୁ ଆସିବ , ପୁରୁଣା ସିଲାବସ୍ ଅଧିନରେ ଆସୁଥିବା ପରୀକ୍ଷାର୍ଥି ମାନେ ଅର୍ଥାତ୍ ଯେଉଁମାନେ 2015 ମସିହା ବା ତା ପୂର୍ବରୁ ପଞ୍ଜିକୃତ ହୋଇଛନ୍ତି ସେମାନେ ପୂର୍ବ ବର୍ଷ ପରି ପ୍ରଶ୍ନପତ୍ର ଢାଞ୍ଚାରେ ପରୀକ୍ଷା ଦେବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *